Sign in
Sign in
Recover your password.
A password will be e-mailed to you.
କୃଷିଜୀବୀ ମହିଳା ଓ ଶ୍ରମିକମାନଙ୍କ ଶ୍ରମ ଲାଘବ ଦିଗରେ କୃଷି ବିଭାଗର ପ୍ରୟାସ
କୃଷି କାର୍ଯ୍ୟରେ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତିର ଜନାଦୃତି ଉପରେ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର: ଛୋଟ ଛୋଟ କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାର ଦ୍ୱାରା କୃଷିରେ ନିୟୋଜିତ ଗ୍ରାମୀଣ କୃଷିଜୀବୀ ମହିଳା ଓ ଶ୍ରମିକମାନଙ୍କ ଶ୍ରମ ଲାଘବ କରିହେବ । ରାଜ୍ୟର ମୋଟ…
ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ମହିଳା ଙ୍କର ଗଳିତ ମୃତଦେହ ଉଦ୍ଧାର: ମୃତକଙ୍କର ପରିଚୟ ଖୋଜୁଛି ପୋଲିସ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଡୁଡୁକିଝରିଆ ଗ୍ରାମ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତ ର ଜଙ୍ଗଲ ଭିତରେ ଗତ କାଲି ଏକ ଶବ ପଡିଥିବା ପାଇକମାଲ ପୋଲିସ ସୂଚନା ପାଇଥିଲା । ସୂଚନା ପାଇବା ମାତ୍ରେ ପାଇକମାଲ ପୋଲିସ ସହିତ ବଲାଙ୍ଗୀର ରୁ ପୋଲିସର ସାଇନଟିଫିକ ଟିମ ଘଟଣା ସ୍ଥଳକୁ…
ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ
ସମୀକ୍ଷା ବୈଠକରେ ସ୍ଥିତି ଅନୁଧ୍ୟାନ ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ସେଚ ସଦନ ଠାରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ଥିବା ନଦୀ ଓ ଜଳଭଣ୍ଡାରର ଜଳସ୍ତର ସ୍ଥିତି…
ଓଡ଼ିଶାର ବନ୍ୟାବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଲା ଅଲ୍ଟ୍ରାଟେକ ସିମେଣ୍ଟ
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ କମ୍ପାନୀ ଅଲ୍ଟ୍ରାଟେକ୍ ସିମେଣ୍ଟ ତାହାର ସିଏସ୍ଆର କାର୍ଯ୍ୟକଳାପର ଅଂଶବିଶେଷ ଭାବରେ ଓଡ଼ିଶାର ବନ୍ୟାବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଛି । ନିକଟରେ କମ୍ପାନୀ ଯାଜପୁର ଜିଲ୍ଲାର କସପା ଗ୍ରାମରେ ଗ୍ରାମବାସୀଙ୍କୁ ତାରପୋଲିନ ଏବଂ ଗ୍ୟାସ୍…
ଛତିଶଗଡ଼ ର ଲୋକ ଓଡିଶା ପେକ୍ସ ରୁ ନେଉଛନ୍ତି ଋଣ
ଡଭା ପେକ୍ସର ମହାଘୋଟଲା: ଚାଷୀ ନାହିଁ କି ଜମି ନାହିଁ , ଋଣ ଉଠାଯାଇ ଟଙ୍କା ହଡପ
ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲଳ୍କ ଅନ୍ତର୍ଗତ ଡଭା ପେକ୍ସ ( ସମବାୟ ସମିତି ) ଝାରବନ୍ଧ ବ୍ଲକର ସାତ ଗୋଟି ପଞ୍ଚାୟତ ଯଥା , ଡଭା , ଭଣ୍ଡାରପୁରୀ , ଭଇସାଦରହା , ଛୋଟଅନକୀ, କନ୍ଦାଡଙ୍ଗର, ବିଳାଶପୁର,…
ମେଗା ରକ୍ତଦାନ ଶିବିର ଅନୁଷ୍ଠିତ: ୧୦୫୬ ୟୁନିଟ ରକ୍ତ ସଂଗ୍ରହ
ବରଗଡ଼:-ବରଗଡ଼ ଜିଲ୍ଲା ବିଜେପୁର ଠାରେ ଦିବଙ୍ଗତ ନେତା ସ୍ୱର୍ଗତ ସୁବଳ ସାହୁ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଦିବସ ଉଦ୍ଦେଶ୍ୟରେ ଏବଂ ବିଜୁଜନତା ଦଳ ର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦୁଇଟି ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦
ନୂଆଦିଲ୍ଲୀ/ଭୁବନେଶ୍ବର,(ଶାସକ ପ୍ରଶାସକ) : କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟ ନିମନ୍ତେ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ…
ବେଆଇନ ଖଣି କାରବାର : ଶାରଦା ଖଣିରେ ଇଡିର ଚଢ଼ାଉ
ବଡ଼ବିଲ : ପ୍ରବର୍ତ୍ତନ କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ଶାରଦା ମାଇନ୍ସ ଉପରେ ଅତର୍କିତ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବେଆଇନ୍ ଖଣି କାରବାର ନେଇ ଇଡି ଏହି ଚଢାଉ କରିଥିବା ସୂଚନା ମିଳିଛି।
ଶାରଦା ମାଇନ୍ସ ଉପରେ ବେଆଇନ୍ ଖଣିଜ କାରବାର ନେଇ ପୂର୍ବରୁ ଅଭିଯୋଗ ରହିଥିଲା।…
ଯୁବ ପରେ ପୁନର୍ଗଠିତ ହେଲା ବିଜୁ ଜନତା ଦଳର ଛାତ୍ର ବାହିନୀ
କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ, ପ୍ରଶାନ୍ତ, ରାଜେଶ, ବିଶ୍ବପ୍ରତାପ ଓ ମିକୁ
ମହାସଚିବ ଭାବେ ଅପରିବର୍ତ୍ତିତ ରହିଛନ୍ତି ଇପ୍ସିତା ଦାସ
ଅଜିତ, ସ୍ଵାଗତିକା, ଅପୂର୍ଵ। ଅପରୂପା, ପ୍ରଦୋଷ, ଚିନ୍ମୟ, ବିଜୟ, ଅବିନାଶ ଓ ତାପସ ବରିଷ୍ଠ ଉପସଭାପତି
ରାଜ୍ୟସ୍ତରୀୟ କମିଟିରେ…
“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧”: ଲାପଟପ ପାଇଁ ଆର୍ଥିକ ସହାୟତା ଆବେଦନର ଅବଧି ବଢ଼ିଲା
ଭୁବନେଶ୍ୱର : “ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୦୫.୦୯.୨୦୨୨ରିଖକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଅଛି। ଏପର୍ଯ୍ୟନ୍ତ ଲାପଟପ ପାଇଁ ଆର୍ଥିକ ସହାୟତା ସକାଶେ ଆବେଦନ କରି ପାରିନଥିବା ଯୋଗ୍ୟ…