ବିଜୁଜନତା ଦଳର କାର୍ଯ୍ୟାଳୟକୁ ଶୁଭ ଉଦ୍ଘାଟନ କଲେ ପର୍ଯ୍ୟବେକ୍ଷକ ପ୍ରତାପ ଜେନା

0

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି | ବିଭିନ୍ନ ସ୍ଥାନରେ ଖୋଲୁଛି ଦଳୀୟ କାର୍ଯ୍ୟାଳୟ | ଏହି ଅବସରରେ ପଦ୍ମପୁର ୨ନଂ ଜୋନ୍ ର ସର୍ଗିବାହାଲ୍,ବରିହାପାଲି ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଆଜି ପଞ୍ଚାୟତ ପର୍ଯ୍ୟବେକ୍ଷକ ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ଯାଇ ବିଜୁଜନତା ଦଳର କାର୍ଯ୍ୟାଳୟକୁ ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ଅନ୍ୟତମ ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ପାଇକରାୟଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.