Sign in
Sign in
Recover your password.
A password will be e-mailed to you.
ପ୍ରଶାସନର ଅମାନବିକତା ଚିତ୍ର, ଦେଖିବାକୁ ମିଳିଛି ବନ୍ୟାଞ୍ଚଳରେ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ ଅଧିନସ୍ତ କୋଲ୍ଲର ପଞ୍ଚାୟତ ପାଣି ଘେରରେଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଚାରିଆଡେ ବନ୍ୟା ପାଣି ବୁଡି ରହିଥିବାରୁ ଲୋକମାନେ ନଈବନ୍ଧ ଉପରେ ପଲିଥିନ ଟାଣି ରହୁଛନ୍ତି l…
ଜଗତସିଂହପୁରରେ ସଦଭାବନା ଦିବସ ପାଳନ
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଭାରତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତୀୟ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ତମ ଜନ୍ମ ବାର୍ଷିକ ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଦି ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ସଦଭାବନା ଦିବସ ଉପଲକ୍ଷେ…
ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ
ପଦ୍ମପୁର:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ସଂକୁଳ ର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ମାନନୀୟ ଶ୍ରୀଯୁକ୍ତ ପୃଥିରାଜ ସାହୁ ସଭାପତି ଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରି ଉପସ୍ଥିତ ଶିଶୁ ମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ପାଇଁ ପ୍ରେରଣା ଯୋଗାଇ ଥିଲେ।ଛାତ୍ରୀ…
ଧର୍ମପ୍ରାଣା ମହିଳାଙ୍କ ପରଲୋକ
ପଦ୍ମପୁର: ଗତ ଶୁକ୍ରବାର ରାତ୍ରି ୮ ଘଣ୍ଟା ୨୫ ମିନିଟରେ ପଲସଦା ଗ୍ରାମର ସ୍ଵର୍ଗତଃ ଜଗନ୍ନାଥ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭଗବତୀ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । ଜଣେ ପରୋପକାରୀ ତଥା ଧର୍ମପ୍ରାଣା ମହିଳା ଭାବରେ ସେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଶନିବାର ଦିନ ସକାଳୁ ଜୈଷ୍ଠ ପୁତ୍ର…
ହୀରାକୁଦର ୪ ଟି ଗେଟ୍ ଦେଇ ଜଳ ନିଷ୍କାସନ, ପ୍ରମୁଖ ନଦୀର ଜଳସ୍ତର କମୁଛି : ଏସଆରସି
ଭୁବନେଶ୍ୱର: ଲଘୁଚାପ ଅବପାତରେ ପରିଣତ ହୋଇ ଓଡିଶା ଅତିକ୍ରମ କରିସାରିଛି । ଏବେ ହୀରାକୁଦରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆଜି ଅପରାହ୍ନରେ ହୀରାକୁଦର ଜଳପତ୍ତନ ୬୨୦.୪୩ ଫୁଟ୍ ଅଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୬ ହଜାର ୧୮୬ କ୍ୟìସେକ୍ ଜଳ ପ୍ରବେଶ କରୁଛି । ପ୍ରତି…
କାଶୀପୁର ବ୍ଲକ ପୂହୁଣ୍ଡି ଗ୍ରାମରେ ନିଆଁ ଲାଗି ବହୁ ଆସବାବପତ୍ର ନଷ୍ଟ: ଅଳ୍ପକେ ବର୍ତ୍ତୀଲେ ପରିବାର ଲୋକେ
କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ : ଆଜି ରାତ୍ର 10ଘଣ୍ଟା ସମୟରେ କାଶୀପୁର ବ୍ଲକ ପୋଡାପାଡି ପଞ୍ଚାୟତ ଅଧିନସ୍ତ ଶୁକୃ କମାର ଙ୍କ ଘରେ ନିଆଁ ଲାଗି ଘରର ଆସବାବ ପତ୍ର ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ଛ ପ୍ରାଣୀ କୁଟୁମ୍ବ ଜୀବନ ରକ୍ଷା କରି ଘରୁ ବାହାରି ଆସି ପ୍ରାଣ ବଂଚେଇଥିଲେ…
ବନ୍ୟା ପରିସ୍ଥିତିରେ ଖରିଫ୍ ଫସଲର ସ୍ଥିିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନେଇ ସମୀକ୍ଷା ବୈଠକ
କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ
ପ୍ରାଣୀ ଚିକିତ୍ସା ଓ ଟୀକାକରଣକୁ ବ୍ୟାପକ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱ
ଭୁବନେଶ୍ୱର: ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନିମନ୍ତେ ନିଆଯାଉଥିବା…
ଜିଲ୍ଲାରେ କ୍ରୀଡାର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନର ସମନ୍ଵୟ ବୈଠକ ।
ଆସନ୍ତା ୨୨ରୁ ୨୯ ପର୍ଯ୍ୟନ୍ତ ଜିଲ୍ଲା କ୍ରୀଡା ସପ୍ତାହ ଭାବେ ପାଳନ ହେବ
ଅଧିକରୁ ଅଧିକ ପ୍ରତିଯୋଗୀଙ୍କ ଯୋଗଦାନ ନିଶ୍ଚିତ କରିବାକୁ ଅଧିକାରୀ ତଥା କ୍ରିଡା ସଂଗଠନଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ ) ସୋନପୁର ଜିଲ୍ଲାରେ ତୃଣମୂଳ ସ୍ତରରୁ…
ଓଡ଼ିଶା ବିଧାନସଭାରେ ସଦ୍ଭାବନା ଦିବସ ପାଳିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ସଦ୍ଭାବନା ଦିବସ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ବିଧାନସଭାର ସମସ୍ତ ଅଧିକାରୀ ଓ କର୍ମଚାରୀ ଦେଶର ଶାନ୍ତି, ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍ଭାବ ବଜାୟ ରଖିବା…
ଓଡ଼ିଶା ଟେନିସବଲ୍ କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା
ଭୁବନେଶ୍ଵର : ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଥିବା ୨୭ ତମ ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ରେ ଓଡ଼ିଶା ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଆ ଦଳ ଆଜି ପ୍ରତ୍ୟାବର୍ତ୍ତନ କରିଛି । ବ୍ରୋଞ୍ଜ ପଦକ ଵିଜୟୀ ଓଡିଶା ଦଳରେ ସାମିଲ ଖେଳାଳି ଓ ମ୍ୟାନେଜେର,…