ଜଗତସିଂହପୁରର ସାହାରାଢିଅ ଗ୍ରାମର ପରିଦର୍ଶନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ପାରୁଲ ପଟୱାରୀ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମ ପଞ୍ଚାୟତ ସାହାରାଢିଅ ଗ୍ରାମ ପରିଦର୍ଶନ କରି ଶୁଖିଲା ଏବଂ ଗରମ ରନ୍ଧା ଖାଦ୍ୟ, ପଶୁ ଫିଡ୍, ପଲିଥିନ, ଔଷଧ, ପାନୀୟ ଜଳ, ସାନିଟାରୀ ନାପକିନ୍,…

ସରକାରୀ ଦଳର ମୁଖ୍ୟ ସଚେତକ ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ- ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଉନ୍ନତି କରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି।ଏହି ଅର୍ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଗରୁ ଗୋଟିଏ ହେଲେ ଆଇସିୟୁ ଶଯ୍ୟା ନଥିଲା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା…

ନାଉଗାଁ ବ୍ଲକ ରେ ଯୁଗ୍ମ ଜନ ଶୁଣାଣି ଶିବିର

ଜଗତସିଂହପୁର - ନାଉଗାଁ ପ୍ରିତିରଞ୍ଜନ ଦାସ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରେ ଜିଲ୍ଲା ପାଳଙ୍କ ଆଦେଶ ଅଭିଯୋଗ ବିଷୟ - ଇନ୍ଦିରା ଆବାସ / ମୋ କୁଡ଼ିଆ ଯୋଜନା, ଫାର୍ମ ଫଣ୍ଡ ସହାୟତା, ଜାତୀୟ ପରିବାର କଲ୍ୟାଣ ଯୋଜନା ସହାୟତା, ଭିଜୁ ଗ୍ରାମ ଜ୍ୟୋତି ସହାୟତା, ଚାକିରୀ / ବ୍ୟାଙ୍କ ଋଣ…

ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ଦାବୀ କଲା କୋସଲ ଯୁବଶକ୍ତି

ପଶ୍ଚିମ ଓଡିଶାର ମହନା ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦୁଇ ଦିନ ଛୁଟି ଘୋଷଣା କରିବାକୁ ବରଗଡ ଜିଲ୍ଲାପାଲ ଜରିଆରେ ମୂଖ୍ୟମଂତ୍ରିଂକୁ ଚିଠି ଲେଖି ଦାବୀ ଜଣାଇଛି କୋସଲବାଦି ଅନୁଷ୍ଠାନ କୋସଲ ଜୁବଶକ୍ତି । ସୂଚନାଜୋଗ୍ୟ ଯେ ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ରହୁଥିବା ଲୋକ ପଶ୍ଚିମ ଓଡିଶାକୁ ନୂଆଁଖାଇବାକୁ…

ଜିଲ୍ଲା ପ୍ରଶାସନ ତଥା ମହିଳା ସ୍ନାତକ ମହାବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର/ ଅଶୋକ ସାହୁ : ଜିଲ୍ଲା ପ୍ରଶାସନ ତଥା ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ର ମିଳିତ ଆନୁକୁଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ସଂଯୋଜିକା ଡ ସଂଯୁକ୍ତା ପଣ୍ଡା ସ୍ବାଗତ ଅଭିଭାଷଣ…

କ୍ରିଷ୍ଣା କୁ ହ୍ବିଳଚେୟାର ପ୍ରଦାନ କଲେ ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନ ।

ପଦ୍ମପୁର(ଶାସକପ୍ରଶାସକ)-ସମାଜ ସେବା ତଥା ଅସହାୟଙ୍କୁ ସହଯୋଗ କରିବା କ୍ଷେତ୍ରରେ ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନ ସଦାସର୍ବଦା ଚର୍ଚ୍ଚାରେ ରହି ଆସିଛି । କେବଳ ଭୁବନେଶ୍ବରରେ ନୁହେଁ ରାଜ୍ୟର ଯେକୌଣସି ଅଞ୍ଚଳରେ ମଧ୍ୟ ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥାଏ ଏହି ସଂଗଠନ । ପଦ୍ମପୁର…

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ତାଲିମ ଶିବିର।

ନବରଙ୍ଗପୁର /ଅଶୋକ ସାହୁ :ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଦଶହରା ପଦା ଠାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ରେ ପଚିଶ ଜଣ ସଭ୍ୟ ସଭ୍ୟା ଙ୍କୁ ନେଇ ଆଶ୍ରୟ ସ୍ଥଳୀ ର ରକ୍ଷଣା ବେକ୍ଷଣ, ପରିଚାଳନା, ନଥିପତ୍ର ଲିଖନ ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର…

ହଇଜା ରେ ମୃତ୍ୟୁ ରୋକିବାରେ ପ୍ରଶାସନ ବିଫଳ !

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ପାଞ୍ଚ ମୁଣ୍ଡ ନେଲାଣି |ଆଜି ଜଣଙ୍କ ମୃତ୍ୟୁ ହୋଇଛି |କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ପରଲା ଜୋର ଗ୍ରାମରେ ଦିନକୁ ଦିନ ଝାଡା ବାନ୍ତିରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି |ପରଲାଜୋର ଗ୍ରାମରେ ସପ୍ତାହେ ଭିତରେ ଚାରିଜଣଙ୍କ…

ନୂଆଦିଲ୍ଲୀ ଠାରେ କଂଗ୍ରେସର ମହଙ୍ଗାଇ ପର ହାଲ୍ଲା ବୋଲ୍ ସମାବେଶ ସେପ୍ଟେମ୍ବର ୪ ରେ

ଭୂବନେଶ୍ୱର : ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଉତ୍କଟ ବେକାରୀ ସମସ୍ୟା ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଦିଲ୍ଲୀର ରାମଲୀଳା ମଇଦାନରେ ଆହୁତ ମହଙ୍ଗାଇ ପର ହଲ୍ଲା ବୋଲ - ଚଲୋ ଦିଲ୍ଲୀ ସମାବେଶ ଆସନ୍ତା ଅଗଷ୍ଟ ୨୮ ତାରିଖ ପରିବର୍ତେ…

ଠକାମି ଏସ୍‌ଏମ୍‌ଏସ୍ ପ୍ରତି ସାବଧାନ, କେବଳ ଗ୍ରାହକ ସେବା କେନ୍ଦ୍ର ସହ ସମ୍ପର୍କ କରନ୍ତୁ; ଟିପିସିଓଡିଏଲ୍‌ର ପରାମର୍ଶ

ଭୁବନେଶ୍ୱର: ବିଦ୍ୟୁତ୍ ଗ୍ରାହକଙ୍କ ବିରୋଧରେ ଘଟୁଥିବା ସାଇବର ଠକାମିର ବର୍ଦ୍ଧିତ ସଂଖ୍ୟାକୁ ବିଚାରକୁ ନେଇ ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଏଭଳି ଅସାଧୁ ତତ୍ୱଙ୍କ ବିରୋଧରେ ପୁଣି ଥରେ…