ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ କଂଗ୍ରେସରୁ ଇସ୍ତଫା

0 2

ବରଗଡ : ବିଜେପିରେ ଯୋଗଦେବା ପାଇଁ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  | ସେ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ “କଂଗ୍ରେସରେ ରହି ଦେଶ ଓ ରାଜ୍ୟର ସେବା କରିପାରିବିନି” | 

Leave A Reply

Your email address will not be published.