Sign in
Sign in
Recover your password.
A password will be e-mailed to you.
କମ୍ପାନୀମାନେ ହିତାଧିକାରୀମାନଙ୍କୁ ଯଥାଶୀଘ୍ର କିପରି ବୀମା ରାଶି ପ୍ରଦାନ କରିବେ ସେଥିପ୍ରତି କେନ୍ଦ୍ର ପଦକ୍ଷେପ ନେଉ :…
ଦୁଇଦିନିଆ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ସମବାୟ ମନ୍ତ୍ରୀ ଅତନୁଙ୍କ ଦାବି
ଓଡ଼ିଶା ସରକାର ସମବାୟ ହିତାଧିକାରୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଭଳି କେନ୍ଦ୍ରର ନୂତନ ସମବାୟ ଯୋଜନାରେ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନ ଦିଆଯାଉ …
ବ୍ଲକ କଳା ସଂସ୍କୃତି ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ନିମନ୍ତେ ଦୁଇଦିନିଆ…
ଲୋକ କଳାକାରମାନଙ୍କର କଲ୍ୟାଣ ନିମନ୍ତେ ସମସ୍ତ ପ୍ରୟାସ ଜାରି ରହିବ- ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର: ଉତ୍କୃଷ୍ଟ କଳା ଯୋଗୁଁ ପୂର୍ବେ ଓଡିଶା ଉତ୍କଳ ନାମରେ ଖ୍ୟାତ ଥିଲା । ଆମ କାରୀଗରମାନଙ୍କର ପଥରକୁ ଜୀବନ୍ତ ମୂର୍ତ୍ତି କରିବାର ପ୍ରମାଣ ହେଉଛି କୋଣାର୍କ ସୂର୍ଯ୍ୟମନ୍ଦିର ।…
ଝାରବନ୍ଧ ଡିଗ୍ରୀ କଲେଜକୁ ବରଗଡ଼ ସାଂସଦ ସୁରେଶ ପୂଝାରୀଙ୍କ ପରିଦର୍ଶନ ।
ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକକୁ ଆଜି ବରଗଡ଼ ସାଂସଦ ସୁରେଶ ପୂଝାରୀ ଗସ୍ତ କରି ଝାରବନ୍ଧ ସ୍ଥିତ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି । ସାଂସଦଙ୍କ ଗସ୍ତ ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ,…
ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର : ଡ.ଲେଖାଶ୍ରୀ
ମିଛ ତଥ୍ୟ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ ନକରି ଗ୍ରାମ / ପଂଚାୟତ / ବ୍ଲକ ୱାରୀ କ୍ଷତିଗ୍ରସ୍ତଙ୍କ ନାମ ତାଲିକାକୁ ଶ୍ୱେତପତ୍ର ଜରିଆରେ ପ୍ରକାଶ କରନ୍ତୁ ରାଜ୍ୟ ସରକାର
ରାଜ୍ୟ ସରକାର କେତେବେଳେ, କେଉଁ ଅଧିକାରୀମାନେ, କେଉଁ କେଉଁ ବନ୍ୟାଂଚଳ ପରିଦର୍ଶନ କରି ଏବଂ କେଉଁ ତଥ୍ୟ…
ଡ. ସଞ୍ଜୟ ପଣ୍ଡାଙ୍କୁ ରାଜ୍ୟର ପ୍ରଥମ ଶ୍ରେଷ୍ଠ ଯୋଗାସନ କ୍ରୀଡା ବିଚାରକ ପୁରସ୍କାର
ପଦ୍ମପୁର- ଯେଗାସନ କ୍ରୀଡା ସଂଘ, ଓଡ଼ିଶା (ୱାଇ.ଏସ୍.ଏ.ଓ) ହେଉଛି ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ ଖେଳ ମନ୍ତ୍ରାଳୟ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଜାତୀୟ ଯୋଗାସନ କ୍ରୀଡା ସଂଘ (ଏନ୍.ୱାଇ.ଏସ୍.ଏଫ୍) ଦ୍ୱାରା ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ । ୱାଇ.ଏସ୍.ଏ.ଓ ପକ୍ଷରୁ ପ୍ରତି ବର୍ଷ…
ରକ୍ତଦାନ କରି ଜନ୍ମଦିନ ପାଳିଲେ ଯୁବ ସମାଜସେବୀ ଚକ୍ରଧର
ହାଟଡିହି/ମକରଧ୍ବଜଯେନା : କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଛେନାପଦି ବଜାର ସାଉ ଫାଷ୍ଟଫୁଡ୍ ମାଲିକ ତଥା ମାତାରିଣୀ ସେବା ସଂସ୍ଥା,ହାଟଡିହି ର ସକ୍ରିୟ ସଦସ୍ୟ ଚକ୍ରଧର ସାଉ ,ତାଙ୍କ ଜନ୍ମଦିନରେ ଏକ ନିଆରା କାଯ୍ର୍ୟ କରି ଜଣଙ୍କର ଜୀବନ ବଞ୍ଚାଇଛନ୍ତି।ସାମାଜିକ ଗଣମାଧ୍ୟମରୁ ଖବର ପାଇ ରୋଗୀକୁ…
୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଜାତୀୟ ପତାକା ତିଆରି ପରି ଗୁରୁ ଦାୟିତ୍ୱ ଅର୍ପଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମିଶନ ଶକ୍ତି ମା ମାନେ.
ଭୁବନେଶ୍ବର: ନବୀନ ନିବାସଠାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ…
ଶିକ୍ଷକ ଙ୍କୁ ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା
ହାଟଡିହି( ମକରଧ୍ବଜ ଯେନା) କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଅମୃତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ପରିଚାଳନା କମିଟି,ଶାଳଣିଆଁ ସର୍କଲ ଶିକ୍ଷକ ସଂଘ ର ମିଳିତ ଆନୂକୂଲ୍ୟରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇନ୍ଦ୍ରମଣୀ ସା ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସହିତ ଏକ ସଭା…
ବସନ୍ତ କୁମାର ବିଶ୍ଵାଳଙ୍କ 19ତମ ଶ୍ରାଦ୍ଧ ଦିବସ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ବସନ୍ତ କୁମାର ବିଶ୍ଵାଳ ସ୍ମୃତି କମିଟି ଆନୁକୂଲ୍ୟରେ ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ 19 ତମ ଶ୍ରାଦ୍ଧ ଦିବସ ପାଳନ ସ୍ମୃତି କମିଟିର ସଭାପତି ରବିନ୍ଦ୍ରନାଥ ମହାନ୍ତି ଙ୍କ ସଭାପତିତ୍ବରେ ଜଗତସିଂହପୁର…
କୋଶଳ ରାଜ୍ୟର ସ୍ୱର ଉଠିଲା କାଶୀପୁର ମାଟିରେ
କାଶୀପୁରରୁ ବୈକୁଣ୍ଠ ଦୁରିଆ; ରାୟଗଡା ଜିଲ୍ଲା କାଶୀପୁର ମାଟିରେ ଆଜି ପ୍ରଥମ ଥର ପାଇଁ କୋଶଳ ରାଜ୍ୟର ର ଦାବି ଉଠୁଥିବା ଦେଖିବାକୁ ମିଳିଛି । ପଶ୍ଚିମ ଓଡିଶାର କୋଶଳ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ଲାଗି ହେଉଥିବା ଦୀର୍ଘଦିନ ର ଦାବି ରାଜ୍ୟ ଓ କେନ୍ଦ୍ର ସରକାର କ୍ରମାଗତ ଭାବେ…