ଜିଲ୍ଲା କଂଗ୍ରେସ କମିଟି ଦାବୀପତ୍ର ପ୍ରଦାନ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ, ପିସିସି ସମ୍ପାଦକ ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ କୁମାର ଜେନା, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଯୁବନେତା ଉପେନ୍ଦ୍ର ନାଥ ଦାସ,…

ମୃତ ବ୍ୟକ୍ତିଙ୍କ ପରିବାର କୁ ୨ ବର୍ଷ ପରେ ମିଳିଲା କ୍ଷତିପୂରଣ ,ଜିଲ୍ଲାପାଳଙ୍କୁ ଜଣାଇଲେ କୃତଜ୍ଞତା

.ଭଦ୍ରକ,ସୀତାକାନ୍ତ ପାଢ଼ୀ -:ଗତ ୨ /୧/୨୦୨୦ ମସିହାରେ ଭଦ୍ରକ ୧୨ ନମ୍ୱର ୱାର୍ଡ ବଙ୍କସାହି ଅଞ୍ଚଳର ତାଜା ବିବିଙ୍କ ସ୍ଵାମୀ ସେକ ନିଜାମୁଦିନ ଧାମନଗର ରେ ଉର୍ସ ପର୍ବ ସାରି ଘରକୁ ଫେରୁଥିବା ସମୟରେ ଭଦ୍ରକ ବନ୍ତଛକ ପୋଲ ଉପରେ ଏକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ। ଦୁର୍ଘଟଣା ଘଟିବା ପରେ…

ମାଲକାନଗିରି ଜିଲ୍ଲା ମାରିଓ୍ୱାଡା ଆଶ୍ରମ ସ୍କୁଲର ଅନ୍ତେବାସୀମାନେ ଅଭିଯୋଗ ପାଇଁ ୨୦ କିଲୋମିଟର ଚାଲିଚାଲି ଯିବା ଘଟଣା

ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ : ୬ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ପ୍ରଶାସନକୁ ନିର୍ଦ୍ଦେଶ ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ମାରିଓ୍ୱାଡା ଆଶ୍ରମ ସ୍କୁଲର ଅନ୍ତେବାସୀମାନେ ୨୦ କିଲୋମିଟର ଚାଲିଚାଲି ଯାଇ ଜିଲ୍ଲା ଅଧିକାରୀଙ୍କୁ ଅଭିଯୋଗ କରିବା ଘଟଣାରେ ମାନ୍ୟବର…

ନିଶ୍ଚିନ୍ତକୋଇଲି ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ପକ୍ଷରୁ ପଂଚାୟତ ପ୍ରହଲ୍ଳାଦ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଅନ୍ଲାଇନ୍ ମାଧ୍ୟମରେ ଏହି ଶିବିରରେ ଯୋଗ…

ଗୁରୁ ଦିବସରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଆରମ୍ଭ କରାଯାଉଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ପକ୍ଷରୁ…

ଭୁବନେଶ୍ୱରରେ ଜୀବନଯାତ୍ରା ଠପ୍: କମିଶନରେଟ୍ ପୋଲିସର ପକ୍ଷପାତିତା ନିନ୍ଦନୀୟ : ଦିଲୀପ ମଲ୍ଲିକ

 ରୋଗୀ, ବୟସ୍କ, ସାଧାରଣ ଜନତା ଅକଥନୀୟ ହଇରାଣର ଶିକାର ପୋଲିସର ଅଭାବନୀୟ ଆଚରଣ ଅତ୍ୟନ୍ତ ଚିନ୍ତାଜନକ ଓ ଦୁର୍ଭାଗ୍ୟଜନକ ଓଡ଼ିଶା ପୋଲିସର ଶାସକ ଦଳ ପାଇଁ ଗୋଟିଏ ଆଇନ ଏବଂ ଅନ୍ୟମାନଙ୍କ ପାଇଁ ଆଉ ଗୋଟିଏ ପ୍ରକାର ଆଇନ ବ୍ୟବସ୍ଥା  ରାଜ୍ୟବାସୀଙ୍କ ଆଗରେ ଜବାବ ରଖିବା ସହ କ୍ଷମା ମାଗନ୍ତୁ…

ବାହୁଡ଼ିଲେ ଶଙ୍ଖପତି : ବିମାନ ବନ୍ଦରରେ ଜନ ସମୁଦ୍ର

"ମୋର ଏହି ସମ୍ମାନ ପାଇବାରେ ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି" ବିଜେପି କହିଲା ପୁରସ୍କାର କିଣିଛନ୍ତି ନବୀନ : ସେବାର ସାଧକ ନୁହଁ ଓଡିଶା ବିକାଶର ବାଧକ ଭୁବନେଶ୍ୱର : କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ‘ଜୀବନବ୍ୟାପୀ ସାଧନା ସମ୍ମାନ’ ନେଇ ବାହୁଡ଼ିଛନ୍ତି ଶଙ୍ଖପତି ତଥା…

“ଭାରତ ଯୋଡ଼ୋ” ଏକ ସ୍ଲୋଗାନ ନୁହେଁ, ଏକ ହୁଂକାର ଓ ସମୟର ଆବଶ୍ୟକତା : ଶ୍ରୀ ଅଭିଜିତ

◆ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତଯୋଡ଼ୋ ଅଭିଯାନ ସେପ୍ଟେମ୍ବର ୭ ରୁ ◆ କନ୍ୟାକୁମାରୀରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀରେ ସରିବ ଏହି ପଦଯାତ୍ରା ◆ ୧୨ ରାଜ୍ୟ ଦୁଇ କେନ୍ଦ୍ରଶାସିତ ଅଂଚଳର ୩୫୭୧ କି.ମି. ରାସ୍ତା ପାଦରେ ଚାଲି ଲୋକଙ୍କ କଥା ଓ ବ୍ୟଥା ବୁଝିବେ ଶ୍ରୀ ରାହୁଲ ଗାନ୍ଧୀ*…

ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପରଳାଖେମୁଣ୍ଡି ସହରର ସାଇନଗର ସ୍ଥିତ ଭାଗିରଥି ପାଢି ସ୍ମୃତି କଳା ପରିଷଦ ଭବନରେ ଭକ୍ତିସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା…

”ପ୍ରଗତି” ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର୍ ଶିକ୍ଷା କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଗୁରୁ ପୂଜନ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ''ପ୍ରଗତି'' ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ…