Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ରେ ଅହିଂସା ରଥକୁ ଭବ୍ୟ ସ୍ଵାଗତ।
ନବରଙ୍ଗପୁରରୁ ଜିଲ୍ଲା ପ୍ରଥିନିଧି ଅଶୋକ ସାହୁଙ୍କ ରିପୋର୍ଟ. ସ୍ବାଧୀନତାର ୭୫ ବର୍ଷ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସମଗ୍ର ରାଜ୍ୟ ରେ ଦେଶମାତୃକା ପାଇଁ ଲଢେଇ କରି ବଳିଦାନ ଦେଇଥିବା, ତ୍ୟାଗ କରିଥିବା ବୀର ସ୍ବାଧିନତା ସଂଗ୍ରାମୀ ଙ୍କ ଅପାସର କାହାଣୀ,ଭାଇଚାରା ସମ୍ପର୍କର ବାର୍ତ୍ତା…
କୋଶଳ ରାଜ୍ୟ ଗଠନ ଦାବୀ:ମେଲଛାମୁଣ୍ଡା ଅଂଚଳରେ ବନ୍ଦ ଶାନ୍ତିପୂର୍ଣ୍ଣ
ମେଲଛାମୁଣ୍ଡା(ମନୋଜ ଭୋଇ)-କୋଶଲ ରାଜ୍ୟ ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ କୋଶଲ ସେନା ଓ କୋଶଲ ମୁକ୍ତି ମୋର୍ଚ୍ଚାର ମିଳିତ ସହଯୋଗରେ ମେଲଛାମୁଣ୍ଡା ଅଂଚଳରେ କୋଶଲ ରାଜ୍ୟ ଦାବୀକୁ ନେଇ ଡକା ଯାଇଥିବା ୧୨ ଘଂଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଂପୂର୍ଣ୍ଣ ହୋଇଯାଇଛି । କୋଶଲ ସେନାର…
ହୋଣ୍ଡା ଆମେଜ୍ ୫ ଲକ୍ଷ ପୌନପୁନିକ ବିକ୍ରି ମାଇଲଖୁଂଟ ହାସଲ କରିଛି
ନୂୂଆଦିଲ୍ଲୀ/ ଭୁବନେଶ୍ୱର,: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚସିଆଇଏଲ୍), ଭାରତରେ ପ୍ରିମିୟମ କାରର ଅଗ୍ରଣୀ ନିର୍ମାତା, ଆଜି ଏହାର ଲୋକପ୍ରିୟ ଫ୍ୟାମିଲି ସେଡାନ୍ ହୋଣ୍ଡା ଆମେଜ୍ ୨୦୧୩ ରେ ଏହାର ପ୍ରଥମ ଶୁଭାରମ୍ଭ ହେବା ଦିନ ଠାରୁ ଏହାର ପୌନପୁନିକ ବିକ୍ରୟ ୫ ଲକ୍ଷ ୟୁନିଟ୍ ବିକ୍ରି…
ମୋ କଲେଜ ଅଭିଯାନ ଅଧୀନରେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ପଠନ କକ୍ଷ ଉଦଘାଟିତ
ଭୁବନେଶ୍ୱର: ମୋ କଲେଜ ଅଭିଯାନ ଅଧୀନରେ ମୟୂରଭଞ୍ଜସ୍ଥିତ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ଏକ ପଠନ କକ୍ଷର ଉଦଘାଟନ ହୋଇଛି। ମଙ୍ଗଳବାର ମହାବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଭର୍ଚୁଆଲ ମୋଡ୍ ଜରିଆରେ ଏହାକୁ ଉଦଘାଟନ…
ସହରାଞ୍ଚଳ ରୁ ଗ୍ରାମାଞ୍ଚଳ ଯାଏଁ ଦେଖିବାକୁ ମିଳୁଛି କୋଶଲ ମହାବନ୍ଦ ର ପ୍ରଭାବ
ଗାଇସିଲେଟ-ଆଜି ସକାଳ ୬ ଘଣ୍ଟାରୁ ଆରମ୍ଭ କରି ଦିର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ଓ କୋଶଲସେନା ପକ୍ଷରୁ ଡ଼ାକରା ଦିଆଯାଇଥିବା ପଶ୍ଚିମାଞ୍ଚଳ ର ସମସ୍ତ ଜିଲ୍ଲାରେ ମହାବନ୍ଦର ପ୍ରଭାବ ପଡିଛି । କୋଶଲ ରାଜ୍ୟ ପାଇଁ ଅଣ୍ଟା ଭିଡିଛନ୍ତି l ବାରମ୍ବାର ଓଡିଶା ସରକାର ଙ୍କ…
ଟିପିଏସ୍ଓଡିଏଲ୍ ପକ୍ଷରୁ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ
ଟାଟା ପାୱାରର ସିଇଓ ତଥା ଏମଡି ଡ. ପ୍ରବୀର ସିହ୍ନା, ଟିପିଏସ୍ଓଡିଏଲର ସିଇଓ ଅରବିନ୍ଦ ସିଂଙ୍କ ଉପସ୍ଥିତିରେ ମହିଳାଙ୍କ ଦ୍ୱାରା ପରିଚାଳିତ ଟିପିଏସ୍ଓଡିଏଲର ଗ୍ରାହକ ସମ୍ପର୍କ କେନ୍ଦ୍ରକୁ ବ୍ରହ୍ମପୁରଠାରେ ଉଦଘାଟନ କରୁଛନ୍ତି ।
ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ…
କୋଶଲ ମହାବନ୍ଦର ମହାପ୍ରଭାଵ : ସ୍କୁଲ, କଲେଜ , ଦୋକାନବଜାର , ରାସ୍ତାଘାଟ ,ସରକାରୀ ବେସରକାରୀ ଅଫିସ ସବୁ ବନ୍ଦ
ବରଗଡ :- ବରଗଡ଼ ଜିଲ୍ଲାର ସବୁ ସ୍ଥାନରେ କୋଶଲ ମହାବନ୍ଦର ପ୍ରବଳ ପ୍ରଭାବ ପରିଲକ୍ଷିତ ହୋଇଛି । ପଦ୍ମପୁର ଉପଖଣ୍ଡ ପଦ୍ମପୁର , ଗାଇସିଲେଟ , ବିଜେପୁର, ପାଇକମାଲ , ଝାରବନ୍ଧ ଅଞ୍ଚଳର ସମସ୍ତ ଦୋକାନ ବଜାର ଶିକ୍ଷା ଅନୁଷ୍ଠାନ, ସରକାରୀ ବେସରକାରୀ ଅଫିସ ସହିତ ଅନେକ ସ୍ଥାନରେ ରାସ୍ତାଘାଟ ମଧ୍ୟ…
ବଡ଼ବିଲରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
ବଡ଼ବିଲ (ଶାସକ ପ୍ରଶାସକ):ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି , ଜନସାଧରଣଙ୍କ ମଧ୍ୟରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ' ଅହିଂସା ରଥ ' ସମସ୍ତ ରାଜ୍ୟ ପରିକ୍ରମା କରୁଛି ।…
ସଚେତନ ହେମା ଅନୁଷ୍ଠାନରେ ଗୁରୁପୂଜନୋତ୍ସବ
ଢୋଲବନ୍ଧ: ସଚେତନ ହେମା ନାଟ୍ୟ ଅନୁଷ୍ଠାନ ଢୋଲବନ୍ଧରେ ଗୁରୁଙ୍କ ପୂଜା ଓ ଚରଣ ଧୌତ ଉତ୍ସବ ଶିଷ୍ୟ ମାନଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଯାଇଛି l କଳା ଜଗତର ଗୁରୁଗଣ ନିଜ କର୍ମ ଜଞ୍ଜାଳ, ପାରିବାରିକ ଅସୁବିଧା ସତ୍ୱେ ବହୁ ସମୟ ଦାନକରି ଶିଷ୍ୟଙ୍କର କଳାର ଉନ୍ନତି ପାଇଁ ସର୍ବଦା ବ୍ରତୀ ରୁହନ୍ତି l…
ପ୍ରାକ୍ତନ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ଡକ୍ଟର ଗୁରୁ ପ୍ରସାଦ ମହାନ୍ତିଙ୍କ ଦେହାନ୍ତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ପ୍ରାକ୍ତନ ପ୍ରାଣୀ ପାଳନ ଓ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ଡକ୍ଟର ଗୁରୁ ପ୍ରସାଦ ମହାନ୍ତିଙ୍କର କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି। ତାଙ୍କ ବିୟୋଗରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରାଣୀ ଚିକିତ୍ସକ ତଥା କର୍ମକର୍ତ୍ତା ଙ୍କ ମହଲରେ ଶୋକର ଛାୟା ଖେଳି…