Sign in
Sign in
Recover your password.
A password will be e-mailed to you.
ଜେରିଆଟ୍ରିକ୍ ସେଂଟରରେ ଚକ୍ଷୁ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ
ଭୁବନେଶ୍ୱର : ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି । ସେ ପ୍ରତିବର୍ଷ…
ଜଳସମ୍ପଦ ମନ୍ତ୍ରୀଙ୍କ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମୀକ୍ଷା
ଅଧିକାରୀ ଓ ଯନ୍ତ୍ରୀମାନେ ଅଧିକ କ୍ଷେତ୍ର ପରିଦର୍ଶନ କରନ୍ତୁ-ମନ୍ତ୍ରୀ
ପୁରାତନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ଓ ନୂତନ ପ୍ରକଳ୍ପ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଶୁକ୍ରବାର ଅପରାହ୍ଣରେ…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିତ : ପୋଷ୍ଟକାର୍ଡରେ ପଠାଇଲେ ଶୁଭକାମନା
ନବରଙ୍ଗପୁର/ ଅଶୋକ ସାହୁ: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଙ୍କ ୭୨ ତମ ଜନ୍ମ ବାର୍ଷିକୀ ଅବସରରେ ଭାରତୀୟ ଜନତା ପାର୍ଟି ତରଫରୁ ମାଁ ଭଣ୍ଡାରଘରଣୀ ଙ୍କ ଠାରେ ତାଙ୍କର ଦୀର୍ଘାୟୁ କାମନା କରିବା ସହ ବିଜେପି ର ସମସ୍ତ କର୍ମକର୍ତ୍ତା ପୋଷ୍ଟକାର୍ଡ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ…
ଅହିଂସା ରଥକୁ ଭବ୍ୟ ସ୍ବାଗତ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ସ୍ବାଗତ ଜଣାଇଥିଲେ ଅଞ୍ଚଳ ବାସୀ ଓ ଛାତ୍ର ଛାତ୍ରୀ । ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବା ଅବସରରେ ସ୍ଵାଧୀନତା ସଂଗ୍ରାମୀ ଓ ସଂଗ୍ରାମୀ ଙ୍କ ଵାତ୍ତ କଥା ଗାନ୍ଧିଜୀ ଙ୍କ ଅହିଂସା ନୀତି ବିଷୟରେ…
ରାଜ୍ୟ ସଂଗ୍ରହାଳୟରେ କଣ୍ଢେଇ ପ୍ରଦର୍ଶନୀ ଆରମ୍ଭ
ସଂଗ୍ରହାଳୟ ସହିତ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଜଡ଼ିତ କରାଯିବ
ଭୁବନେଶ୍ୱର: ଆମ ସଂସ୍କୃତି, ଐତିହ୍ୟ ଓ ପାରମ୍ପରିକ ବିଭବଗୁଡ଼ିକ ଉପରେ ଅଧିକ ସଚେତନ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସଂଗ୍ରହାଳୟ ସହିତ ସଂପୃକ୍ତ କରାଯିବା ଏହା ଫଳରେ ନୂତନ ପିଢ଼ି ଆମର ଅସ୍ମିତା ଓ ସ୍ୱାଭିମାନ…
ଟ୍ରେଣ୍ଡ୍ସ ପକ୍ଷରୁ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତାର ବିଜେତା ଘୋଷଣା
- ଟ୍ରେଣ୍ଡ୍ସ ସ୍ୱାଗତମ ଶ୍ରୀଗଣେଶ ସେଲ୍ଫି ପ୍ରତିଯୋଗିତାର ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି ଯାଜପୁରର ସୌଭାଗ୍ୟ ଚନ୍ଦ୍ର ସାହୁ ଏବଂ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି କଟକର ଅନନ୍ୟା ପ୍ରଧାନ ଓ ସାଲେପୁରର ଅନନ୍ୟା ମିଶ୍ର
- ଟ୍ରେଣ୍ଡ୍ସ ସ୍ୱାଗତମ୍ ଶ୍ରୀଗଣେଶ…
ବାଳିଡିଆ ଲୋକ ବିକାଶ କେନ୍ଦ୍ରକୁ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସହାୟତା ପ୍ରଦାନ
ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏଏମ୍/ଏନ୍ଏସ୍ ଇଣ୍ଡିଆର ଲକ୍ଷ୍ୟ
ସମାଜର ସଶକ୍ତିକରଣରେ ଏଏମ୍/ଏନ୍ଏସ୍ ଇଣ୍ଡିଆ କାର୍ଯ୍ୟରତ
ଭୁବନେଶ୍ୱର : ଆର୍ସଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ନୂଆଗଡ ପଚାଂୟତ ବାଳିଡିଆ ଗ୍ରାମର ମହିଳାମାନଙ୍କୁ ଟେଲରିଂ ରେ…
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ ପାରଳା ନାଟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ନିୟମିତ ନାଟ୍ୟ ପରିକ୍ରମା କାର୍ଯ୍ୟକ୍ରମ ନାଟ୍ୟଧାରାରେ ପରିବେଷଣ ହେବ ପାରଳାର ନାଟକ "ଭୋକ"।…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 2 ମୃତ
ବରଗଡ :- ଆଜି ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ପାଇକମାଲ ନୂଆପଡା ବିଜୁ ଏକ୍ସପ୍ରେସ ୱେ ରେ ବରତୁଣ୍ଡା ଗ୍ରାମ ନିକଟରେ ଥିବା ସୁରିଙ୍ଗିଦାଦର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଲାଠୋର ନିକଟରେ ଥିବା କଂହେଇଛାପର ଗ୍ରାମର ଦୁଇ ଜଣ…
ବୋହୁକୁ ଆକ୍ରମଣ କରି, ଶଶୁରଙ୍କ ଆତ୍ମହତ୍ୟା
ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଖଲିଆମୁଣ୍ଡା ଗ୍ରାମରେ ସଦାନନ୍ଦ ସାହୁ (୬୫)ଙ୍କର ମୃତ ଶରୀର ଗ୍ରାମ ନିକଟସ୍ଥ ରିର୍ଜଭ ଜଙ୍ଗଳର ଏକ ଗଛରେ ଝୁଲୁଥିବା ଲୋକେ ଦେଖି ତାଙ୍କ ପରିବାର ବର୍ଗ ସହ ମେଲଛାମୁଣ୍ଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ…