Sign in
Sign in
Recover your password.
A password will be e-mailed to you.
ସ୍ୱୟଂ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ପାଇଁ ପ୍ରସ୍ତୁତି ବୈଠକ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ଆସନ୍ତା ସୋମବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ନିମନ୍ତେ ଏକ ଋଣ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏଥି ନିମନ୍ତେ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ସେବା ସପ୍ତାହ ପାଳିତ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ସେବା ସପ୍ତାହ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ପାଳିତ ହୋଇଯାଇଛି । ସେବା ସପ୍ତାହ ପାଳନ ଅବସରରେ ଏକ ମହତ୍ ରକ୍ତଦାନ ଶିବିର ଜିଲ୍ଲା ଯୁବ ସଭାପତି ଦେବଦ…
ଦୁଇ ବାଇକ ମୁହାମୁଁହି, ତିନି ଗୁରୁତର।
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡା ମଝି ରାସ୍ତାରେ ଦୁଇ ବାଇକ ମୁହାଁମୂହି ଧକ୍କାରେ ତିନି ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ବାଇକର ତିନି ଦିନ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ସୂଚନା ରୁ ପ୍ରକାଶଯେ ଆଜି ସିକରପାଇ ଠାରେ…
ନିମ୍ନମାନର ମାନ କାମ ହେଉଛି ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର କାମ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଏସ୍ଏନ ଟେକ୍ସ ନିକଟରେ ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ କାମ ଚାଲିଛି। କିନ୍ତୁ ଯେଉଁ କାମ ଚାଲିଛି ତାହା ପୁଣି ନିମ୍ନମାନର କାମ ଚାଲିଥିବା ଦେଖିବା ପାଇଁ ମିଳିଛି। ଯେଉଁ କାମ ଚାଲିଛି ଘର ନିର୍ମାଣ…
ମୋ କଲେଜ ଅଭିଯାନ ପକ୍ଷରୁ ‘ଶ୍ରୀଲଙ୍କାର ଆର୍ଥିକ ସଙ୍କଟ’ ଉପରେ ଓ୍ୱେବିନାର
ଭୁବନେଶ୍ୱର: ଦେଶ ଦୁନିଆ ସମ୍ପର୍କରେ ଧାରଣା ଦେଇ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଶୁକ୍ରବାର ‘ଶ୍ରୀଲଙ୍କା ସଙ୍କଟ: ଘରୋଇ ତିକ୍ତତା ମଧ୍ୟରେ ବୈଦେଶିକ ନୀତି’…
ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କର ଭଦ୍ରଖ ଜିଲ୍ଲା ଗସ୍ତ
*ଧାମରା ବନ୍ଦର ଏବଂ ଆରଡ଼ୀପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା*ଜାମୁଝାଡ଼ି-ଧାମରା ରାସ୍ତା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି *ମନ୍ତେଇ ନଦୀ ସେତୁ ଡ଼ିସେମ୍ବର ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ*ଆରଡ଼ିପୀଠ ସଂଯୋଗ ପାଇଁ ସାଳନ୍ଦୀନଦୀ ସେତୁ ନିର୍ମାଣ ଖୁବ୍ ଶିଘ୍ର ଆରମ୍ଭ ହେବ*ଆରଡ଼ିଧାମର…
ଅନ୍ତର୍ଜାତୀୟ ଭଲିବଲ୍ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ
ଭାରତରେ ଭଲିବଲ୍ର ବିକାଶ ଆଶା ଉଜ୍ଜ୍ୱଳ
ଭୁବନେଶ୍ୱର,୨୩ା୯: ଭାରତରେ ଭଲିବଲ୍ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି । ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲବଲ୍ ସଂଘ (ଏଫ୍ଆଇଭିବି)ର ୩୮ତମ ବିଶ୍ୱ କଂଗ୍ରେସରେ…
ସାଇବର ଅପରାଧ ଦମନ ସମ୍ପର୍କିତ ଆଇନ ସଚେତନତା ଶିବିର
ଖୋର୍ଦ୍ଧା/ଭୁବନେଶ୍ୱର :ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା,ଭୁବନେଶ୍ୱରଙ୍କ ପକ୍ଷରୁ ଗାନ୍ଧୀ ଇନ ଷ୍ଟିଚ୍ୟୁଟ ଅପ୍ ଏଜୁକେସନ ଆଣ୍ଡ ଟେକ୍ନୋଲୋଜି, ବଣିଆଟାଙ୍ଗି ଠାରେ ସାଇବର ଅପରାଧ ଦମନ ଓ ଏହାର ନିରାକରଣ ସଂକ୍ରାନ୍ତୀୟ ଏକ ଆଇନ୍ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ…
ଓଡ଼ିଶା ବିପିୟୁଟି ଛାତ୍ରସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
କ୍ଷୀତିଶ ସଭାପତି, ମିଲନ କାର୍ଯ୍ୟକାରୀ ସଭାପତି ଓ ସ୍ୱାଗତ ସାଧାରଣ ସମ୍ପାଦକ ନିର୍ବାଚିତ
ଭୁବନେଶ୍ୱର : ଓଡ଼ିଶା ବିପିୟୁଟି ଛାତ୍ରସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ସମସ୍ତ ଇଞ୍ଜିନିୟରିଂ କଲେଜର ଛାତ୍ର ପ୍ରତିନିଧି ଏହି…
ଜେକେ କାଗଜକଳ ତରଫରୁ ଜେକେପୁର ଠାରେ ୩୧ତମ “କ୍ୱାଲିଟି ସର୍କଲ କୋରାପୁଟ ଚାପ୍ଟର” ର ସମ୍ମିଳନୀ ଅନୁଷ୍ଠିତ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର ଜେକେ କାଗଜକଳ ତରଫରୁ ଜେକେପୁର ଠାରେ ଥିବା ଏସ. ସି. ଜୈନ ମେମୋରିଆଲ ହଲରେ ଗତ ଦୁଇ ଦିନ ଧରି ୩୧ତମ "କ୍ୱାଲିଟି ସର୍କଲ କୋରାପୁଟ ଚାପ୍ଟର" ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଲାଞ୍ଜିଗଡ଼ ଠାରେ ଥିବା ବେଦାନ୍ତ ଆଲୁମିନିୟମ,…