Sign in
Sign in
Recover your password.
A password will be e-mailed to you.
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୫ ଜଣଙ୍କ ଦୁଃଖଦ ମୃତ୍ୟୁ
ପାଉରି ଘରୱାଲ :ଗତକାଲି ରାତିରେ ଉତ୍ତରାଖଣ୍ଡର ପାଉରି ଘରୱାଲରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୫ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥବା ସୂଚନା ମିଳିଛି | ସୂଚନାଯୋଗ୍ୟ ଯେ , ବାହାଘର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଗତକାଲି ରାତିରେ ଧୁମାକୋଟର ବୀରୋକାଲ ଅଞ୍ଚଳପାଉରି ଘରୱାଲ ଠାରେ ଏକ…
ପୁରୀ ଠାରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀଜଗନ୍ନାଥ ସଂସ୍କୃତି, ଭାରତୀୟତା ଓ ହିନ୍ଦୁତ୍ୱକୁ ପ୍ରଭାବଶାଳୀ ଭାବରେ ନୂଆପିଢି ସହ ଯୋଡ଼ିବା ଉଦ୍ଦେଶ୍ୟ -ଧର୍ମେନ୍ଦ୍ର ପ୍ରଧାନ
ପୁରୀ/ଭୁବନେଶ୍ୱର –ଏକବିଂଶ ଶତାବ୍ଦୀରେ ଭାରତୀୟତା, ଭାରତୀୟ ପରମ୍ପରା ଓ ହିନ୍ଦୁତ୍ୱ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଆହୁରି ପ୍ରଭାବଶାଳୀ ଭାବେ…
ଦଶହରାରେ ଜିଓର ଟ୍ରୁ-୫ଜି ଆରମ୍ଭ ଘୋଷଣା
- ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ବିଟା ପରୀକ୍ଷଣ ସେବା ଆରମ୍ଭ ହେବ- ଜିଓ ଟ୍ରୁ-୫ଜି ୱେଲକମ୍ ଅଫର କେବଳ ନିମନ୍ତ୍ରଣ ଅନୁସାରେ- ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀର ନିର୍ଦିଷ୍ଟ କିଛି ଗ୍ରାହକଙ୍କୁ ଏହି ସେବା ମିଳିବ- ଅଫରରେ ବ୍ୟବହାରକାରୀଙ୍କୁ ୧ ଜିବିପିଏସ୍ ପର୍ଯ୍ୟନ୍ତର…
ଧାମନଗର ଉପନିର୍ବାଚନ : ପ୍ରାର୍ଥୀ ଚୟନ ପାଇଁ କମିଟି ଗଠନ କଲା କଂଗ୍ରେସ
ଭୁବନେଶ୍ୱର- ଧାମନଗର ଉପନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ…
ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସରଳାଦେବୀଙ୍କ ଶ୍ରାଦ୍ଧଦିବସ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ରାଜନୀତିଜ୍ଞ, ଲେଖିକା ସରଳାଦେବୀଙ୍କ ୩୨ ତମ ଶ୍ରାଦ୍ଧବାର୍ଷିକୀ ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଅଛି l ସେ ପ୍ରଥମ ଓଡ଼ିଆ ମହିଳା ଯିଏ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ l ସରଳାଦେବୀ ପ୍ରଥମ…
ବରୁଣସିଂ ପଂଚାୟତର ଦୁଇଟି ସ୍କୁଲର 5T କାର୍ଯ୍ୟ ନେଇ ସମୀକ୍ଷା ବୈଠକ
ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମ ପଂଚାୟତର ଦୁଇଟି ହାଇସ୍କୁଲର 5T ଏବଂ ମୋ ସ୍କୁଲ କାର୍ଯ୍ୟ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଆଜି ଅନୁଷ୍ଠିତ ବୈଠକରେ ପଂଚାୟତ ଅଧୀନରେ ଥିବା ନୀଳଗିରି ରୋଡ ଦାଶରଥୀ ହାଇସ୍କୁଲ ଏବଂ ଟିଣ ମଣ୍ଡଙ୍ଗା…
ନୀଳମଣି ରାଉତରାୟ ଙ୍କ ଶ୍ରାଦ୍ଧ ଦିବସ ପାଳନ
ବାସୁଦେବପୁର/ପ୍ରତାପ ପାଢ଼ୀ-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣୀ ରାଉତରାୟ ଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ବାସୁଦେବପୁର ବିଜୁଜନତା ଦଳ ତରଫରୁ ପାଳିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବିଜୁଜନତା ଦଳର ସଭାପତି…
ମହାଯାତ୍ରାରେ ବିଜୟ ରଞ୍ଜନ : ପ୍ରିୟ ନେତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜନତା
https://youtube.com/watch?v=-vKTc_PMIH0&feature=share
ଶେଷ ଦର୍ଶନ କଲେ ସାଧାରଣ ଓ ବିଶେଷ ବ୍ୟକ୍ତି
ବରଗଡ଼ :- ଵୋଡାସମ୍ବର ମାଟିର ସ୍ୱାଭିମାନ , ଗର୍ବ ,ଗୌରବ , ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କ ପାର୍ଥିବ ଶରୀର କୁ ଆଜି ସକାଳ ନିର୍ଦ୍ଧାରିତ ନଅ ଘଣ୍ଟା…
ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଗଜପତି ଜିଲ୍ଲା ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ଯେଉଁ ବିକାଶର ଧାରା ଜାରି ରହିଛି ଏବଂ ଆଗାମୀ ଦିନରେ ଯେଉଁ ସବୁ…
ବିଜୁ ପଟ୍ଟନାୟକ କଲେଜ ପଡିଆରେ ଦଶହରା ଉପଲକ୍ଷେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ଗ୍ରାମ ପଞ୍ଚାୟତ ବିଜୁ ପଟ୍ଟନାୟକ କଲେଜ ପଡିଆରେ ଦଶହରା ଉପଲକ୍ଷେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି l ଏଥିରେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ତଥା ଓଡ଼ିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ…