ପ୍ରବଳ ଉତ୍ସାହ ସହ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଉଦଯାପିତ

୩୪ଟି ସିନେମା ପ୍ରଦର୍ଶିତ, ୧୨ଟି ସିନେମା ମହିଳାଙ୍କ ଦ୍ୱାରା ନିର୍ମିତ ସିନେ ନିର୍ମାତା ସପ୍‌ନା ଭବନାନି ଓ ସୁର୍‌ଭି ଦିୱାନଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର: ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆୟୋଜିତ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର…

ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା କାର୍ଯ୍ୟକ୍ରମର ସମୀକ୍ଷା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମସ୍ତ…

ଆଭାସୀ ମାଧ୍ୟମରେ ଛାତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂଜ୍ୟପୂଜା ଅନୁଷ୍ଠାନ ଆନୁକୁଲ୍ୟରେ ବିଭିନ୍ନ ବର୍ଗ / ଶ୍ରେଣୀର ଛାତ୍ର ଓ ଛାତ୍ରୀଙ୍କୁ ନେଇ ଭାରତ ରତ୍ନ ଆବଦୁଲ୍ କାଲାମଙ୍କ ଜନ୍ମତିଥିରେ ଆଭସି (ଭର୍ଚୁଆଲ) ଆଲୋଚନା ଆବାହକ ତଥା ଅଧ୍ୟକ୍ଷ ଭାଗବତ ପାଢ଼ୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।…

ଷଷ୍ଠ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଷଷ୍ଠ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ହୋଯାଇଅଛି । ପ୍ରଥମ ପ୍ରଯ୍ୟାୟରେ ଗୁମ୍ମା ଓ କାଶୀନଗର ବାଳକ ଟିମ୍ ମଧ୍ୟରେ…

ମାଛ ମାର୍କେଟ ପାଖରେ ବୁଲା ଷଣ୍ଢ ଉଦ୍ଧାର

ଜଗତସିଂହପୁର ପ୍ରତିନିଧି ରାକେଶ କୁମାର ରାୟ:-ଜଗତସିଂହପୁର ପୌରାଞ୍ଚଳ  ସ୍ଥାନୀୟ ହାଟ ବଜାର ମାଛ ମାର୍କେଟ ପାଖରେ ବୁଲା ଷଣ୍ଢ ଉଦ୍ଧାର । ସୁଚନା ଅନୁଯାୟୀ ଆଜି ଦିନ ଗୋଟାଏ ସମୟରେ ଚାଟରା ଗ୍ରାମର ଦିପକ ଦାସ ଷଣ୍ଢ ଟିକୁ ରକ୍ତାକ୍ତ ଅବସ୍ଥାରେ ଦେଖି ସମସ୍ତଙ୍କୁ ଫୋନ୍ ମାଧ୍ୟମରେ ଡକାଇ ଥିଲେ ।…

ଟିକିରି ପୋଲିସ ପକ୍ଷରୁ ରାତ୍ରୀ ପାଟ୍ରୋଲିଙ୍ଗ୍ ସମୟ ରେ ୩୦ କାର୍ଟୁନ୍ ବିଦେଶୀ ମଦ ସହ ଏକ ବୋଲେର ଜବତ।

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ତୋଟାଗୁଡ ଛକ ନିକଟରେ ଟିକିରି ପୋଲିଷ ବିଶ୍ଵସ୍ଥସୂତ୍ରରୁ ଖବର ପାଇ ଆଜି ରାତ୍ରୀରେ ୨ଟା ସମୟରେ ଟିକିରି ଥାନା ଅଧିକାରୀ ଦେବଦତ ମଲ୍ଲିକଙ୍କ ନିର୍ଦେଶରେ ASI ଜଶୋ କେତନ ସାହୁ, ସହ ଅନ୍ୟ ପୋଲିସ କର୍ମଚାରୀ…

ପଞ୍ଚାୟତ ବୁଝିଲା ଶିଶୁ ସୁରକ୍ଷା କାର୍ଯ୍ୟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କଶୀନଗର ବ୍ଲକର ସିଧାମଡ଼ଙ୍ଗ ଗ୍ରାମ ପଞ୍ଚାୟତରେ ଗତ ସେପ୍ଟେମ୍ବର ମାସରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ତ୍ରୈମାସି ବୈଠକ ଚାଲିଥିବା ବେଳେ କମିଟିର ସଦସ୍ୟଙ୍କ ଦ୍ବାରା ପୂର୍ବରୁ ଚିହ୍ନଟ କରାଯାଇଥିବା ୩ ଜଣ ମାତୃପିତୃ ହୀନ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ ପାଳିତ

https://youtu.be/OymSj8dEHus ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ରଙ୍ଗମଞ୍ଚ ଠାରେ ବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ନିମନ୍ତେ ସ୍ବାଗତ ମହୋତ୍ସବ…

ଭଞ୍ଜନଗର ଠାରେ ଭିଜିଲାନ୍ସ କ୍ୟାମ୍ପ କୋର୍ଟ; ୬ମାମଲାର ଫଇସଲା

ଭଞ୍ଜନଗର: ବିଭିନ୍ନ ପୁରୁଣା ମାମଲାର ତୁରନ୍ତ ଫଳସଲା ନିମନ୍ତେ ଭଞ୍ଜନଗର ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଭିଜିଲାନ୍ସ ବିଭାଗ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୧୦ବର୍ଷ ଓ ତାହାଠାରୁ ଉର୍ଦ୍ଧ୍ବ ପୁରୁଣା ଭିଜିଲାନ୍ସ ମାମଲା ଗୁଡ଼ିକ ରହିଥିଲା। ମୋଟ ୮ଟି ମାମଲା…

ଅଜଣା ଗାଡି ଧକ୍କାରେ ବୃଦ୍ଧା ଙ୍କ ମୃତ୍ୟୁ

ଭଞ୍ଜନଗର,: ତାରସିଂ ଥାନା ଅନ୍ତର୍ଗତ ରୁଢ଼ାପଦର ମୁଖ୍ୟ ରାସ୍ତାରେ ରବିବାର ଭୋର ସକାଳ ସମୟରେ ଏକ ଅଜଣା କମଳା ନାୟକ (୫୪) ନାମକ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଛି। ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସୂଚନା ପ୍ରକାରେ,କମଳା ଭୋର ସକାଳ ସମୟରେ ନିଜ ନାତିକୁ ଧରି ଶୌଚ ହେବାକୁ ରାସ୍ତା ଉପରେ…