ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପିକା କାନ୍ତ ରଣବୀର

0 2

ଦିଶା ଓ ପ୍ରିତମ ବି କଲେ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ହକି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବଲିଉଡ ସେନ୍ସେସନ ତଥା “ବେସରମ ରଙ୍ଗ”ଗାର୍ଲ ଦୀପିକା ପାଦୁକନଙ୍କ ସ୍ୱମୀ ତଥା ଲୋକପ୍ରିୟ ଅଭିନେତା ରଣବୀର ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି | ଏହା ସହିତ ବଲିଉଡ ଅଭିନେତ୍ରୀ ଦିଶା ପାଟ୍ନାନି, ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାଗତ କରିବା ସହ ବେଶ କଛି ସମୟ ଆଲୋଚନା ମଧ୍ୟ କରିଥିଲେ । ବଲିଉଡ ଷ୍ଟାର ରଣବୀର ସିଂହ ଓ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ହକି ପାଇଁ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନକୁ ଭୁରିଭୁରି ପ୍ରଶଂସା କରିଛନ୍ତି।

                                                                                                    https://youtu.be/NpcHR9SQIME

Leave A Reply

Your email address will not be published.