Sign in
Sign in
Recover your password.
A password will be e-mailed to you.
ଯୁବକ ର ଅକାଳ ବିୟୋଗ ରେ ସ୍ତବ୍ଧ ସାରା ଗ୍ରାମ।
ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା):ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ମୁରୁଣା ଗ୍ରାମ ର ସୁମିତ ମହାପାତ୍ର, ବୟସ ୩୨ ଦାନ୍ତ ବିନ୍ଧା ରୁ ଯନ୍ତ୍ରଣା ଭୋଗିବା ପରେ ହଠାତ୍ ରକ୍ତ ବାନ୍ତି କରିବା ସହ ପ୍ରଥମେ ସିମୁଳିଆ ମେଡ଼ିକାଲ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତରିତ ହୋଇଥିଲେ। ଦୁର୍ଭାଗ୍ୟ…
ସିମୁଳିଆ ବି ଡି ଓ ଙ୍କ ଅଚାନକ ବଦଳିକୁ ନେଇ ବିଜେପି ତରଫରୁ ଆନ୍ଦୋଳନ।
ସିମୁଳିଆ, ବାଲେଶ୍ଵର (ଅକ୍ଷୟ କୁମାର ଜେନା): ସିମୁଳିଆ ବ୍ଲକ ର ନୂତନ ଭାବେ ଯୋଗ ଦେଇ ଥିବା ବି ଡି ଓ ଅଭିସେକ ଦାସ ଙ୍କ ବଦଳି କୁ ନେଇ ଘୋର ଜନ ଅସନ୍ତୋଷ ଦେଖା ଯାଇଛି ସମଗ୍ର ସିମୁଳିଆ ବ୍ଲକ ରେ। ଚେୟାର ମ୍ୟାନ ବାବାଜି ମଲିକ ଙ୍କ କହିବା ଅନୁସାରେ ଦେଢ଼ ମାସ ଭିତରେ ନୁଆ କରି ଯଏନ କରିଥିବା ବି…
ସୁସ୍ଥ ମନ ପାଇଁ ସୁସ୍ଥ ଶରୀରର ଆବଶ୍ୟକତା ରହିଛି:ଅନୁପମ ସାହା
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ ପରିସରରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ଶ୍ରୀ ଅନୁପମ ସାହା ଛାତ୍ରଛାତ୍ରୀମାନଙ୍କୁ ଫୁଟବଲ ବଣ୍ଟନ କରିଥିଲେ । ଏହି ଅବସରରେ ଶ୍ରୀ ସାହା ସୁସ୍ଥ ମନ ପାଇଁ ସୁସ୍ଥ ଶରୀରର ଆବଶ୍ୟକତା ସଂର୍ପକରେ ଆଲୋକପାତ କରିବା ସହିତ…
ଜଳ ସମ୍ପଦ ବିଭାଗରେ“୫-ଟି” ଉପକ୍ରମ ଆଧାରରେଇ-ଜଳାଶୟ ଏବଂ ଇ-କ୍ୟାଡ୍ ବ୍ୟବସ୍ଥାର ଶୁଭାରମ୍ଭ
ଭୁବନେଶ୍ୱର : ଜଳସମ୍ପଦ ବିଭାଗରେ “୫-ଟି”ଆଧାରରେ ଦୁଇଟି ୱେବ୍ ତଥା ମୋବାଇଲଆପ୍ଲିକେସନଯଥା‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ’(ସେଚାଞ୍ଚଳ ଉନ୍ନୟନ ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି l କାର୍ଯ୍ୟକ୍ରମକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇ ଉଦଘାଟନ…
ଓଡିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ; ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରେକର୍ଡ ରକ୍ତଦାନ
ଆୟୋଜନ ହେଲା ୧୧୨ଟି ରକ୍ତଦାନ ଶିବିର : ୧୭,୭୮୫ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ୱର: ଅକ୍ଟୋବର ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିବସକୁ ସାରା ରାଜ୍ୟରେ ତାଙ୍କର ଶୁଭେଚ୍ଛୁମାନେ ବହୁ ଆଡ଼ମ୍ବରରେ ପାଳନ କରୁଥିବାବେଳେ ଏହି ଦିବସ ଅବସରରେ ଓଡ଼ିଶା-ମୋ…
ଜଟିଳ ଅସ୍ତ୍ରୋପଚାର କରି ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଅଲ୍ଟିମେଟ୍ ସର୍ଜନ
ଭୁବନେଶ୍ୱର : ଏକ ନବଜାତ ଶିଶୁର ଶରୀରରେ ଥିବା ଜନ୍ମଗତ ତୃଟି କନ୍ଜେନିଟାଲ୍ ଡାୟାଫ୍ରାଗ୍ମେଟିକ୍ ହାର୍ନିଆ (ସିଡିଏଚ୍) କୁ ଜଟିଳ ଅସ୍ତ୍ରୋପଚାର ଦ୍ଵାରା ଦୂର କରି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ୍ ।
ମା’ର ଗର୍ଭରେ ଥିବା ସମୟରୁ ହିଁ ଶିଶୁଟିର…
ମେଲଛାମୁଣ୍ଡା ମହାବିଦ୍ୟାଳୟରେ ଯୁବ ତାଲିମ ଶିବିର
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ମହାବିଦ୍ୟାଳୟ ପରିସରରେ ସୋମବାର ଦିନ ୟୁଥ ରେଡକ୍ରସ ଓ ନେହେରୁ ଯୁବ କେନ୍ଦ୍ର ର୍ଗଡର ମିଳିତ ଉଦ୍ୟମରେ ବୃକ୍ଷ ହିଁ ଜୀବନ, ସ୍ୱଚ୍ଛ ପରିବେଶ, ଯୁବ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ…
ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ପକ୍ଷରୁ ବିଗେଷ୍ଟ ଇଣ୍ଡିଆନ୍ ଫେଷ୍ଟିଭାଲ୍ ‘ବେଷ୍ଟିଭାଲ୍ ସେଲ୍’ ସହିତ ପାଳନ କରିବା ଘୋଷଣା
https://youtu.be/r53GTNMuj6I
- ‘ବେଷ୍ଟିଭାଲ୍ ସେଲ୍’ ହେଉଛି କ୍ରେତାମାନଙ୍କ ପାଇଁ ଏକ ବାସ୍ତବିକ ଓମନିଚାନେଲ୍ ଅନୁଭୂତି ଯେଉଁଠାରେ ସେମାନେ ନିଜର ସୁବିଧା ଅନୁସାରେ ଜିଓମାର୍ଟ ଅନଲାଇନ୍ ଏବଂ/ କିମ୍ବା ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋର ମାଧ୍ୟମରେ କିଣାକିଣି କରିପାରିବେ ଯେଉଁଥିରେ ରହିଛି…
ଭଞ୍ଜନଗରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ
ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳ ଙ୍କ ସମିଳନୀ ଗୃହ ଠାରେ ସୋମବାର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏଥିରେ ଯୋଗ ଦେଇ ଅଭିଯୋଗ ଶୁଣାଣି କରିଥିଲେ। ସମୁଦାୟ ୧୭୨ ଟି…
ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ…