ଭଞ୍ଜନଗର ଏନଏସିରେ ଜନ ସମ୍ପର୍କ ପଦଯାତ୍ରା

ଭଞ୍ଜନଗର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସହରବାସୀଙ୍କ ନିକଟରେ ପହଞ୍ଚାଇବାକୁ ସ୍ଥାନୀୟ ବୁଢ଼ୀ ଠାକୁରାଣୀ ମନ୍ଦିର ଠାରୁ…

ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ପଦଯାତ୍ରା

ସ୍ଥାନୀୟ ବିଧାୟିକା ଓ ମନ୍ତ୍ରୀ ରିତା ସାହୁ ଙ୍କର ବ୍ୟତୀତ ସାମିଲ ହେଲେ ତିନି ହଜାର ରୁ ଉର୍ଦ୍ଧ୍ବ କର୍ମୀ ଓ ସାଧାରଣ ଜନତା ବରଗଡ :- ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଇର୍ଦେଶ କ୍ରମେ ଗାନ୍ଧୀ ଜୟନ୍ତୀ ଠାରୁ ଦଳ ତରଫରୁ ବିଭିନ୍ନ ସ୍ଥାନରେ ପଦ…

ସତ୍ୟନାରାୟଣ ଅଗ୍ରୱାଲଙ୍କ ପରଲୋକ

ପଦ୍ମପୁର : ପଦ୍ମପୁର ସହରର ପ୍ରତିଷ୍ଠିତ ବ୍ୟବସାୟୀ ସତ୍ୟନାରାୟଣ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି।ତାଙ୍କର ମୃତ୍ୟୁ ଖବର ପାଇ ଶତାଧିକ ଅଂଚଳବାସୀ ବାସଭବନକୁ ଆସି ଶେଷ ଦର୍ଶନ କରିଥିଲେ। ବାଲ୍ୟକାଳରୁ ସେ ଜଣେ କର୍ମଠ,କଷ୍ଟସହିଷ୍ଣୁ,ଧର୍ମପରାୟଣ,ପରୋପକାରୀ ବ୍ୟକ୍ତି ଥିଲେ।ଶଗଡ ଗାଡିରେ ଲୁଗା ବୋହି…

ସୋଆ କମ୍ୟୁନିଟି ରେଡିଓକୁ ପୂରିଲା ଦଶ ବର୍ଷ

ଭୁବନେଶ୍ୱର , ୧୫/୧୦: ଦଶ ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ । ଦଶ ବର୍ଷ ପୂର୍ତୀ ଅବସରରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ବାତ୍ୟା ଏବଂ କରୋନା ମହାମାରୀ ସମୟରେ ଏହି କମ୍ୟୁନିଟି ରେଡ଼ିଓର କାର୍ଯ୍ୟଧାରା ଓ ଭୂମିକାକୁ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ

ଭୁବନେଶ୍ୱର:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆସନ୍ତା କାଲି ଅକ୍ଟୋବର ୧୬ ତାରିଖ ରେ ରବିବାର ଦିନ ପଡୁଛି । ତେବେ ମୁଖ୍ୟମନ୍ତ୍ରୀ Make in Odisha କାର୍ଯ୍ୟକ୍ରମ ପାଇଁ ରବି ବାର Hyderabad ଗସ୍ତରେ ଯାଉଥିବାରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ…

ଓଡ଼ଗାଁ ଓ ରଣପୁର ବାସୀଙ୍କ ପ୍ରତି ଘରକୁ ମିଳିବ ପାନୀୟ ଜଳ ସୁୁବିଧା

କ୍ୟାବିନେଟ ଦ୍ୱାରା ମଞ୍ଜୁର ହେଲା ୩୯୫ କୋଟି : କୃତଜ୍ଞତା ଜଣାଇଲେ ବିଧାୟକ ଅରୁଣ ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୩୬ ଓ ରଣପୁର ବ୍ଲକର ୩୭ ପଂଚାୟତର ପ୍ରତି ଘରକୁ ମେଗା ଓ୍ବାଟର ପ୍ରୋଜେକ୍ଟ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଆଜି…

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‍ପିସିର ସବିତା ଟପ୍ପୋ ୪ର୍ଥ ଏସୀୟ ଯୁବ ଆଥ୍‍ଲେଟିକ୍ସ ଚମ୍ପିଆନ୍‍ସିପରେ ରୌପ୍ୟ ପଦକ…

ଭୁବନେଶ୍ୱର: ଓଡ଼ିଶାର ୧୭ ବର୍ଷ ବୟସ୍କା ୧୦୦ ମିଟର ସ୍ପ୍ରିଣ୍ଟ ହର୍ଡଲର ସବିତା ଟପ୍ପୋ କୁଏତରେ ଅନୁଷ୍ଠିତ ଏସୀୟ ଯୁବ ଆଥଲେଟିକ୍ସ ଚମ୍ପିଆନ୍‍ସିପରେ ପ୍ରଭାବୀ ୧୪.୧୭ ସେକେଣ୍ଡ ପ୍ରଦର୍ଶନ ସହିତ ରୌପ୍ୟ ପଦକ ଏବଂ ଭୋପାଳରେ ଜାତୀୟ ଯୁବ (୧୮ବର୍ଷରୁ କମ୍‍) ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ…

ହାରାହାରି ୪ଜି ଡାଉନ୍‌ଲୋଡ୍ ଏବଂ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର: ଟ୍ରାଇ ତଥ୍ୟ

ଦେଶରେ ହାରାହାରି ୧୯.୧ ଏମ୍‌ବିପିଏସ୍ ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହ ଶୀର୍ଷ ସ୍ଥାନରେ ଜିଓ ଭୋଡାଫୋନ୍ ଆଇଡିଆକୁ ପଛରେ ପକାଇ ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ମଧ୍ୟ ଜିଓ ଏକ ନମ୍ବର ଓକ୍‌ଲାର ୫ଜି ସ୍ପିଡ୍ ପରୀକ୍ଷାରେ ଏୟାରଟେଲ୍ ଠାରୁ ବହୁ ଆଗରେ ରହିଛି ଜିଓ…

ଡିଆଇପିଆର୍‌ଓମାନଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର:ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନଠାରେ ଆୟୋଜିତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ତିନିଦିନିଆ ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର…

ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ଉପହାର , ହଟିଲା ଠିକା ନିଯୁକ୍ତି : 57000 ଠିକା କର୍ମଚାରୀ ହେବେ ନିୟମିତ

ଭୁବନେଶ୍ୱର : ଜନ୍ମଦିନ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଜନ୍ମଦିନର ଭେଟି | ଠିକ ନିଯୁକ୍ତି ଭଳି ଘୃଣ୍ୟ ବ୍ୟବସ୍ଥାକୁ ଉଛେଦ କରିବାକୁ କରିଛନ୍ତି ଘୋଷଣା | ରାଜ୍ୟ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇ ସ୍ୱଷ୍ଟ କରିଛନ୍ତି ଯେ ରାଜ୍ୟରେ ଆଉ ଠିକା କର୍ମଚାରୀ ରହିବେନି  କ୍ୟାବିନେଟ…