ଓଡ଼ିଶାର ଦୀର୍ଘାସ୍ଥାୟୀ ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପରିଷଦର ସମ୍ମିଳନୀ କକ୍ଷରେ ଓଡ଼ିଶାର ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ନିମନ୍ତେ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ପ୍ରଶିକ୍ଷଣ…

ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଦୁର୍ନିତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

 ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖମୁଣ୍ଡି ସ୍ଥିତ ମହାରଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଦୁର୍ନିତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବକୃତା…

ଅସହାୟ ପରିବାରକୁ ସହାୟ ହେଲା ଭୁବନେଶ୍ୱରର ତ୍ରିଶକ୍ତି ଫାଉଣ୍ଡେସନର ଟାଇଗର ଗ୍ରୁପ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅଳସୁଧା ପଞ୍ଚାୟତ କୁଳସାହି ଗ୍ରାମର ସ୍ବର୍ଗତ ସୁବାସ ଚନ୍ଦ୍ର ବାରିକଙ୍କ ତିନି ବର୍ଷ ତଳେ ମୃତ୍ୟୁ ପରେ ତାଙ୍କ ପତ୍ନୀ ସସ୍ମିତା ବାରିକ ଓ ଦୁଇ ପୁଅ ଗୋଟିଏ ଝିଅ ଅନାଥ ହୋଇ ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ।…

ମୈଦାନରେ ଆଉଜଣେ ରାଣୀ, ଆପତ୍ତିଜନକ ନାଚରେ ଯାତ୍ରା ପେଣ୍ଡାଲ କରୁଛନ୍ତି ଛିନଛତ୍ର

ଫୁଙ୍ଗୁଳା ନାଚରେ ଦୁଲୁକୁଥିଲା ମଞ୍ଚ, ରାଗ ସମ୍ଭାଳି ପାରିଲେନି ମହିଳା ଦର୍ଶକ ଭଦ୍ରକ (ସତ୍ୟବ୍ରତ ନାୟକ): ମୈଦାନରେ ଆଉଜଣେ ରାଣୀ, ଆପତ୍ତିଜନକ ନାଚରେ ଯାତ୍ରା ପେଣ୍ଡାଲ କରୁଛନ୍ତି ଛିନଛତ୍ର | ଫୁଙ୍ଗୁଳା ଦେହରେ ନିଆଁ ଲଗାଉଥିଲେ ରାନୀ! ଉଷ୍ମ ହେଉଥିଲା ନିଶବ୍ଦ ରାତି। ମଞ୍ଚ ତଳେ ମତୁଆଲା…

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପଞ୍ଚାୟତ ଗସ୍ତ କରି ମହାପ୍ରଭୁ ଙ୍କ ଆଶୀର୍ବାଦ କାମନା କଲେ

ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକଙ୍କ ନିକଟରେ ପହଂଚି ସୁଖ ଦୁଃଖ ବୁଝିଲେ l (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ସୁଖ ଦୁଃଖ ର ସାଥି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ 27 ନଂ ଜୋନ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତ ଗ୍ରସ୍ତ କରି…

ଅକ୍ଟୋବର ୩୧ରୁ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା”ର ଶୁଭାରମ୍ଭ

ଭୁବନେଶ୍ୱର- ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଅନୁକରଣରେ ଓଡ଼ିଶାରେ ସମ୍ମାନନୀୟ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟକ୍ରମ ଆୟୋଜିତ ହେବ | ଅକ୍ଟୋବର ୩୧ ତାରିଖ ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କ ଠାରୁ ପ୍ରଭାତରୁ…

ପୌର ପାଳିକା ର ବିଭିନ୍ନ ସମସ୍ୟା ର ସମାଧାନ ଦାବୀ ରେ ଯୁବ କଂଗ୍ରେସ ପକ୍ଷ ରୁ ପୌର କାର୍ଯ୍ୟାଳୟ ଘେରାଉ।

ବାସୁଦେବପୁର-/ପ୍ରତାପ ପାଢ଼ୀ ଆଜି ବାସୁଦେବପୁର ରେ ଯୁବ କଂଗ୍ରେସ ପକ୍ଷ ରୁ ପୌର ପରିଷଦ ର ବିଭିନ୍ନ ସମସ୍ୟା ନେଇ ପୌର କାର୍ଯ୍ୟାଳୟ ଘେରାଉ କରାଯାଇଛି। ପ୍ରଧାନ ମନ୍ତ୍ରୀ ଆବାସ ର ଅନିୟମିତତା, ଅଧା ଥିବା ରାସ୍ତା କାମ ର ଶୀଘ୍ର ଆରମ୍ଭ, ରାସନ କାର୍ଡ ଦୁର୍ନୀତି, , ଉଠା ଦୋକାନୀ ଙ୍କୁ ଥଇଥାନ…

ଆମ ପର୍ଯ୍ୟଟନ ବିଶ୍ୱ ଶ୍ରେଣୀ ସମକକ୍ଷ ହେବ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ଆରମ୍ଭ ·୨୫ ବିଦେଶୀ ଟୁର ଅପରେଟର ଏବଂ ୮୩ ଡୋମେଷ୍ଟିକ୍ ଟୁର ଅପରେଟରଙ୍କ ଅଂଶଗ୍ରହଣ ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନକୁ ବିଶ୍ୱ ଶ୍ରେଣୀ ସମକକ୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ…

କୁଚିପାଲି କାଳୀପୂଜା ଯୁଗାର ଯାତ୍ରା ସମ୍ପନ୍ନ

୧୦୦୦ ରୁ ଉର୍ଦ୍ଧ୍ୱ ଜୁଗାର ସାମିଲ, ୨୧ ଖଣ୍ଡି ଖଇର ଜୁଗାର ମୁଖ୍ୟ ଆକର୍ଷଣ ମେଲଛାମୁଣ୍ଡା(ମନୋଜ ଭୋଇ) – ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କୁଚିପାଲି ଗ୍ରାମର ସାର୍ବଜନୀନ କାଲୀପୁଜା ଅବସରରେ ଶୁକ୍ରବାର ସଂଧ୍ୟାରେ ପ୍ରସିଦ୍ଧ ମାନସିକ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୦୦୦ ରୁ…

ବିକାଶର ନାଁ ପ୍ଲାଷ୍ଟିକ୍ ଡ୍ରମ୍, ବର୍ଷାଦିନେ ବିପନ୍ନ ଗମନାଗମନ

ନଦୀ ପାର୍ ହେବା ପାଇଁ ପ୍ଲାଷ୍ଟିକ୍ ଡ୍ରମ୍ ଭରଷା ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୋଟିଏ ପଟେ ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ଚାଲିଛି ବିଜୁ ସେତୁ ନିର୍ମାଣ । କିନ୍ତୁ ପାଖରେ ନିର୍ମାଣ ହୋଇପାରୁନି ଅସ୍ଥାୟୀ ପୋଲ। ଫଳରେ ଅନ୍ୟପଟେ ଦେଶୀ ଯୋଗାଡ଼ ମାଧ୍ୟମରେ ବିପଦପୂର୍ଣ୍ଣ…