ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶାର…

ଦାବୀ ପୂରଣ ନ ହେଲେ ଉପନିର୍ବାଚନରେ ଅସହଯୋଗ କରିବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଶିକ୍ଷକ

ପଦ୍ମପୁର : ଗୋଟିଏ ପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପାଇଁ ଲୋକଙ୍କ ପାଇଁ ଅନେକ ଭେଟି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଅସନ୍ତୁଷ୍ଟ ପ୍ରାଥମିକ ଶିକ୍ଷକ ମାନଙ୍କ ଚେତାବନୀ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକେଇବା ଭଳି ପରିସ୍ଥିତି ସୃଷ୍ଟି କରିଛି।ବର୍ଷ ବର୍ଷ ଧରି ପ୍ରାଥମିକ…

ଝାରବନ୍ଧ :ଗିରି ଗୋବର୍ଧନ ପୂଜା ସମାପନ

ଝାରବନ୍ଧ -ମନୋହର ଦାଶ:  ବରଗଡ଼ଜିଲ୍ଲା ଝାରବନ୍ଧ ବ୍ଲକ ଯାଦବ ସମାଜ ଦ୍ୱାରା ଆୟୋଜିତ ଗିରିଗୋବର୍ଧନ ପୂଜା ସମାପନ ହୋଇଯାଇଛି l ପୂଜା କମିଟି ସଭାପତି ଗୁଣମଣି ବଂଛୋର ଓ ସମ୍ପାଦକ ଉମେଶଚନ୍ଦ୍ର ବଂଛୋର ଙ୍କ ନେତୃତ୍ୱ ଓ ଝାରବନ୍ଧ ବ୍ଲକ ଯାଦବ ସମାଜ ର ସହଯୋଗ ରେ ହୋଇଥିବା ଏହି ପୂଜା ରେ ହୃଷିକେଶ…

କୋଭିଡ ପରିଚାଳନାରେ ସଫଳତାର ତଥ୍ୟ ନଥିଭୁକ୍ତ ହେଉ

କକ୍ରେନ୍ ଇଣ୍ଡିଆ ନେଟୱାର୍କର ପ୍ରଥମ ବାର୍ଷିକ ଉତ୍ସବରେ ମତ ରଖିଲେ ନୀତି ଆୟୋଗ ପ୍ରତିନିଧି ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହିତ କରିବା ସହ ମୁକାବିଲା କରିବାରେ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟଗୁଡ଼ିକର ଭୂମିକା ବେଶ ଉଲ୍ଲେଖନୀୟ । ଏହି ରାଜ୍ୟଗୁଡ଼ିକ ଯେଉଁଭଳି ଢ଼ଙ୍ଗରେ ପରିଚାଳନା…

ମାନବିକତାର ପରିଚୟ ଦେଲା ଓଡ଼ିଶା ମୋ ପରିବାର

ଅଯୋଧ୍ୟା ରୁ ଓଡ଼ିଶା ଫେରିଲେ ଆହତ ହୋଇଥିବା ଯାତ୍ରୀମାନେ ଭୁବନେଶ୍ୱର: ଅଯୋଧ୍ୟାକୁ ତୀର୍ଥ କରିବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଓଡିଆ ଯାତ୍ରୀ, କିଛି ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ କିଛି ଯାତ୍ରୀ ଓଡ଼ିଶା ଫେରିଆସିଥିଲେ । ଆହତ ହୋଇଥିବା…

ସମସ୍ତଙ୍କ ସହଯୋଗରେ ପଦ୍ମପୁରକୁ ବିକାଶର ଏକ ମଡେଲ କରାଯିବ – ମୁଖ୍ୟମନ୍ତ୍ରୀ

"ବିକାଶର ନୂଆ ସୋପାନରେ ବରଗଡ ଜିଲ୍ଲା" ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ ଚାଷୀ ମାନଙ୍କ ଫସଲ ବୀମା କ୍ଷତି ପୂରଣ ସମସ୍ୟା ସମାଧାନ ପାଇଁ ଚେଷ୍ଟା ଜାରି ରହିବ-ମୁଖ୍ୟମନ୍ତ୍ରୀ ଭୁବନେଶ୍ବର/ପଦ୍ମପୁର:ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ…

ପୁଣି ବଢ଼ିଲା ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ନିଷ୍ପତ୍ତି କାର୍ଯ୍ୟକାରିତା ସମୟ ସୀମା

ଭୁବନେଶ୍ୱର : ପୁଣି ବଢ଼ିଲା ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ନିଷ୍ପତ୍ତି କାର୍ଯ୍ୟକାରିତା ସମୟ ସୀମା  | ବଢ଼ିଲା ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ସମୟ ସୀମା ଓ ବ୍ୟବସ୍ଥାକୁ ନେଇ ପ୍ରତିବାଦ ଦୁର୍ବାର ହେଲା ଓ ସମସ୍ତେ ମୁହଁଖୋଲିଲେ । ରାଜ୍ୟବ୍ୟାପୀ ପ୍ରତିବାଦ ହେଲା । ସାହସ କରି କୋର୍ଟକୁ ଗଲେ…

ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ସ୍କୁଲ୍ ବସ୍ ଶୁଭାରମ୍ଭ

ଡାବୁନା/ଭୁବନେଶ୍ୱର : ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ପକ୍ଷରୁ ‘ପଢେଗା ଭାରତ’ ସିଏସ୍‌ଆର୍ ଯୋଜନା ଅଧିନରେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍‌ର ବଡକାଳିମାଟିି ଗ୍ରାମ ପଚାଂୟତର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା…

ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ; ପ୍ରଦୀପ ସ୍ବାଇଁ ସଭାପତି,ନଚିକେତା ସମ୍ପାଦକ

ଭଞ୍ଜନଗର,(ନିଲୁ ବିଷୋୟୀ) : ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ…

ସାରସ୍ୱତ ପରିଷଦ ପକ୍ଷରୁ ଆଶ ଭେଟିବା ଆମ ପିଲାଙ୍କୁ କାର୍ଯ୍ୟକ୍ରମ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀ ର ଆଇଟି ରଖି ପଢ଼ୁଥିବା ଛାତ୍ରମାନେ ପ୍ରଶିକ୍ଷଣ ନେବା ନିମନ୍ତେ ଆଜି ସ୍ଥାନୀୟ ଦଶନମ୍ବର ସ୍ଥିତ ଗାୟତ୍ରୀ ଏଜୁକେସନ ପଏଣ୍ଟ କୁ ଆସିଥିଲେ l ପ୍ରଶିକ୍ଷଣ ପରେ ଛାତ୍ର ମାନଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ ଆସ ଭେଟିବା ଆମ…