ଆଜି ଅଁଳାନବମୀରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ

ବ୍ୟାପକ ବ୍ୟବସ୍ଥା: ଦେଖିବେ ହେଲେ ଛୂଇଁବେନି ପୁରୀ/ସାକ୍ଷୀଗୋପାଳ/(ଅନିମେଶ ପଟ୍ଟନାୟକ ): ଆଜି ଅଁଳାନବମୀ । ସାକ୍ଷୀଗୋପାଳରେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ । ଭକ୍ତମାନେ ଚଳିତଥର ଦର୍ଶନ ତ କରିବେ ହେଲେ ପାଦ ସ୍ପର୍ଶ କରିପାରିବେନି । ସୃଙ୍ଖଳିତ ଦର୍ଶନ ପାଇଁ…

ପ୍ରଚାର ସରିଲା ଗୁରୁବାର ସକାଳେ ଭୋଟ୍‌; ତଥାପି ଗଡ଼ରେ ଗଡ଼େ ନେତା

ଭଦ୍ରକ : (ସତ୍ୟବ୍ରତ ନାୟକ) ଉପନିର୍ବାଚନ ପାଇଁ ସରିଲା ପ୍ରଚାର। ଶେଷ ଦିନରେ କମ୍ପିଲା ଧାମନଗର। ନଭେମ୍ବର୩ରେ ମତଦାନ କରିବେ ଭୋଟର । ମଙ୍ଗଳବାର ଶେଷ ଦିନରେ ସମସ୍ତ ଦଳ ନିଜ କଳବଳ ଓ କୌଶଳ ମୈଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠିଙ୍କ ପାଇଁ  କଂଗ୍ରେସ…

ଅସୁରେଶ୍ୱର ଗୋରକ୍ଷଣୀ ର 80 ତମ ବାର୍ଷିକ ଉତ୍ସବ l

ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ପ୍ରତିଷ୍ଠିତ ଅସୁରେଶ୍ୱର ଗୋରକ୍ଷଣି ଅନୁଷ୍ଠାନର ୮୦ ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହା ସମାରୋହରେ  ଅନୁଷ୍ଠିତ ହୋଇଯାଇଛି l 1943 ମସିହା ରେ ଗୋମାତା ଙ୍କ ସୁରକ୍ଷା ପାଇଁ ଗୋଟିଏ ଛୋଟା…

ଅସୁରେଶ୍ୱର ଗୋରକ୍ଷଣୀ ର 80 ତମ ବାର୍ଷିକ ଉତ୍ସବ l

ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ପ୍ରତିଷ୍ଠିତ ଅସୁରେଶ୍ୱର ଗୋରକ୍ଷଣି ଅନୁଷ୍ଠାନର 80 ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆନନ୍ଦ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଯାଇଛି l 1943 ମସିହା ରେ ଗୋମାତା ଙ୍କ ସୁରକ୍ଷା ପାଇଁ ଗୋଟିଏ…

ଡକାୟତୀ ମାମଲାରେ ନୟାଗଡ଼ ଟାଉନଥାନା ପୁଲିସ ହାତରେ ଦୁଇ ଭାଇ ଗିରଫ

ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଟାଉନଥାନା ପୁଲିସ ଡକାୟତୀ ମାମଲାରେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଗଣ୍ଡପଲ୍ଲୀ ଗ୍ରାମର ଦୁଇ ଭାଇ ଏ. ସନ୍ତୋଷ ଏବଂ ଏ. ଅର୍ଜ୍ଜୁନଙ୍କୁ ଗିରଫକରିଛି । ସୁନା କିଣିଥିବା ବଣିଆ ଆସ୍କା ଥାନା ଭାଲିଆପଲ୍ଲୀର ଗୋଦାବରୀ ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି ।…

ଜଗତସିଂହପୁରଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଅଛି l ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା ସାରା ଦେଶରେ ଦୁର୍ନୀତି…

ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସରରେ “ଆମ ଭାଷା ଓ ସାହିତ୍ୟ” ଆଲୋଚନା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସର ସ୍ଥାନୀୟ କଟିକା ଗୌଡ଼ ସାହି ନିବାସୀ ଅଧ୍ୟାପିକା ନଳନୀ କୁମାରୀ ସାବତଙ୍କ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସେହି ଅଞ୍ଚଳର ଶିଶୁ ଏବଂ କେନ୍ଦ୍ରର…

ବିଜେପିର ଗୁଣ୍ଡାଗର୍ଦ୍ଦି ଦିନକୁ ଦିନ ସୀମା ଟପିବାରେ ଲାଗିଛି: ବିଜେଡି

ଭୁବନେଶ୍ୱର: ଧାମନଗର ଉପ ନିର୍ବାଚନରେ ନିଶ୍ଚିତ ପରାଜୟ ଭୟରେ ବିଜେପି ସମସ୍ତ ନିୟମ ଉଲଂଘନ କରୁଛି । ବାରମ୍ବାର ମହିଳାଙ୍କ ଉପରେ ଆକ୍ରମଣ କରି ଚାଲିଛି ଓ ଅପମାନିତ କରିଚାଲିଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ଗାଳି ଗୁଲଜ ତଥା ମହିଳାଙ୍କୁ ବଦନାମ କରିବାକୁ ପଛାଉନାହାନ୍ତି ବିଜେପି ନେତା ଓ…

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି: 14 ଜଣ ଅଧିକାରୀଙ୍କ ଉପରେ…

4 ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର, 4 ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ 6 ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ସ୍ଥଗିତ ଏପର୍ଯ୍ୟନ୍ତ ୧୮୭ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା…

ଟିଟିଲାଗଡ଼ରେ ବିପର୍ଯ୍ୟସ୍ତ ଅବସ୍ଥାରେ ସ୍ୱାସ୍ଥ୍ୟ ସେବା: ୧୮ ଜାଗାରେ ବେଳେ ଅଛନ୍ତି ମାତ୍ର 7 ଡାକ୍ତର..

ଅନେକ ବିଭାଗ ର ବିଶେଷଜ୍ଞ ପଦବୀ ଖାଲି, ନୃତନ ଡାକ୍ତର ଯୋଗ ଦେଇ ପୁଣି ଛୁଟିରେ ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର : ଟିଟିଲାଗଡ଼ ସହର ମଧ୍ୟରେ ରହିଛି ଉପଖଣ୍ଡ ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ l ଟିଟିଲାଗଡ଼ ସହର ସମେତ ଟିଟିଲାଗଡ଼ ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲା ସୀମାନ୍ତ…