୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ

ଜଳସାଥୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଳସାଥୀ ମାନେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସର ସେତୁ ହୋଇଛନ୍ତି ଜଳସାଥୀ ମାନଙ୍କ ଯାତାୟତର ସୁବିଧା ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରାଯିବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ବଢ଼ିଲା ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଅବଧି : ଚାଲିବ ନଭେମ୍ବର ୧୫ ଯାଏଁ

ନଭେମ୍ବର ୧୫ ତାରିଖରେ ଜିଲ୍ଲାସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ଓ କର୍ମୀ ନେବେ "ସମୂହ ଶପଥ" ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରା ବିଭିନ୍ନ ପର୍ବପର୍ବାଣିପାଳନ କାରଣରୁ କେତେକ ସ୍ଥାନରେ ଏ ପଦଯାତ୍ରା…

ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କୁ ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶାଳୟ ପକ୍ଷରୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସଙ୍କ…

ବର୍ଷିଆନ ସସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ପରଲୋକ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲାର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ଶତାୟୁ ପୁରୁଷ ବିଶ୍ଵନାଥ ଦାସଙ୍କ ୧୦୬ବର୍ଷ ବୟସରେ ପରଲୋକ ହୋଇଯାଇଛି l ଶରୀର ଅସୁସ୍ଥ ଥିବାରୁ ସେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସାଧୀନ ଅନୁସାରେ ଗତକାଲି ରାତ୍ର ସମୟରେ ସେ ସମ୍ବରଣ…

ବିରାଟ ଶୋଭାଯାତ୍ରାରେ ରାମ ସୀତାଙ୍କ ବିବାହ ସମ୍ପନ୍ନ

ଭଞ୍ଜନଗର : ଭଞ୍ଜନଗର ସହର ମଧ୍ୟରେ ଥିବା ଶହେ ବର୍ଷରୁ ଉର୍ଦ୍ଧ ପୁରୁଣା ରଘୁନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ମାସ ଅବସରରେ ସତସଙ୍ଗ ଓ ରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହେଉଛି। ପାରାୟଣ ଅଧ୍ୟାୟରେ ଆଜି ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଜି ବିବାହ ଅଧ୍ୟାୟ…

ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଗୋଶାଳା ଠାରେ ଗୋପଷ୍ଟମୀ କାର୍ଯ୍ୟକ୍ରମ

ରାଉରକେଲା (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଠାରେ ଅବସ୍ଥିତ ଗୋ-ଶାଳା ପ୍ରାଙ୍ଗଣରେ ଆଜି ଗୋପାଷ୍ଟମୀ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ଯୋଗଦେଇ ଗୋ-ମାତା ମାନଙ୍କ ଆରାଧନା କରିଥିବା ବେଳେ ଗୋପାଷ୍ଟମୀର ମହତ୍ୱ…

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସ୍ଥାନୀୟ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଠାରେ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟୀୟ ଏକତା ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ…

ବିଶିଷ୍ଟ ଆଇନଜୀବୀ ରାମନାଥ ମିଶ୍ରଙ୍କ ପରଲୋକରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି –

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାରଳାଖେମୁଣ୍ଡି : ପାରଳା ସହର ବିଶିଷ୍ଟ ଆଇନଜୀବୀ , ସମାଜସେବୀ , ସଂଗଠକ ତଥା ଜନପ୍ରିୟ ସ୍ୱନାମ ଧନ୍ୟ ବ୍ୟକ୍ତି ବିଶେଷ ରାମନାଥ ମିଶ୍ର ୭୭ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଯାଇଛି।ଏହି ଅବସରରେ ଉତ୍କଳ ସମ୍ବିଳନୀ (ଗଜପତି) ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ…

ମୁଖ୍ୟମନ୍ତ୍ରୀଙ୍କ ଠାରେ ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ମୋହନା ନିର୍ବାଚନ ମଣ୍ଡଳୀ ସଦସ୍ୟଙ୍କ ଦାବି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ନିର୍ବାଚନ ମଣ୍ଡଳୀରେ ଦୀର୍ଘବର୍ଷ ଧରି ଜନତାଦଳ ଠାରୁ ଆରମ୍ଭ କରି ବିଜୁ ଜନତା ଦଳ ପର୍ଯ୍ୟନ୍ତ ଦଳରେ ସକ୍ରିୟ କର୍ମୀ ଭାବେ କାମ କରି ଆସୁଥିବା ବ୍ୟକ୍ତିଙ୍କୁ ଜିଲ୍ଲା ଓ ବ୍ଳକ ସ୍ତରରେ କୌଣସି ପଦ ପଦବୀରେ ଅବସ୍ଥାପିତ ନକରି ଅଣଦେଖା…

ନୂତନ ଏ.ବି.ଇ.ଓ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଭଞ୍ଜନଗର,/ ନିଲୁ ବିଶୋଇ : ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରର ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀଙ୍କୁ ଭଞ୍ଜନଗର ବ୍ଳକ ଏଜୁକେସନ ଅଫିସରେ ଏ.ବି.ଇ.ଓ ରୂପେ ଦାୟିତ୍ବ ପ୍ରଦାନ କରାଯାଇଛି | ଗଞ୍ଜାମ ଡି.ଇ.ଓ ଙ୍କ ନିର୍ଦ୍ଦେଶ ପ୍ରକାରେ ସେ ଏ.ବି.ଇ.ଓ ରୂପେ…