ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଚୟନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସହରରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ବ୍ରାହ୍ମଣ ପରିବାରଙ୍କୁ ନେଇ ଏକ ବ୍ରାହ୍ମଣ ସମାଜ ଗଠିତ ହୋଇଯାଇଛି। ଏହି ପରିପେକ୍ଷୀରେ ବରିଷ୍ଠ ଓକିଲ ସନ୍ତୋଷ କୁମାର ପାଢ଼ୀଙ୍କ ଆବାହାନରେ ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ରମ୍ପା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ…

ତାସଙ୍ଗରା ବରହମପୁର ଗ୍ରାମଦେବତୀ ମା ଭଗବତୀ କେନ୍ଦୁଳାଇ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ ତାସଙ୍ଗରା ବରହମପୁର ଗ୍ରାମ ର ଗ୍ରାମଦେବତୀ ମା ଭଗବତୀ କେନ୍ଦୁଳାଇ ଠାକୁରାଣୀଙ୍କ ନୂତନ ପ୍ରସାଦ ଓ ମାଙ୍କ ମନ୍ଦିର ପ୍ରବେଶ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ…

ଦାଦନ ଶ୍ରମିକ ଶୋଷଣ କୁ ରୋକିବାକୁ ହେଲେ ବ୍ୟାପକ ଜନସଚେତନତା ଆବଶ୍ୟକ:ଏସଡିପିଓ ଅଙ୍କିତା

ଆମ ପୋଲିସ ସମିତି ତରଫରୁ ମିଶନ ଉଦ୍ଧାର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ଟିଟିଲାଗଡ଼/ ରଶ୍ମି ରେଖା ମହାପାତ୍ର: ବଲାଙ୍ଗୀର ଜିଲ୍ଲା ହେଉଛି ଦାଦନ ପ୍ରବଣ ଅଞ୍ଚଳ l ହଜାର ହଜାର ଲୋକେ ଦାଦନ ଶ୍ରମିକ ସାଜି ନିର୍ଯ୍ୟାତିତ ହେବା ସହ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିବା ନେଇ ରୀତିମତ ଅଭିଯୋଗ ଆସୁଛି…

ସୋଆ ଆଇ.ଏ.ଏସ.ରେ ଚିନାବାଦମ ଚାଷ ନେଇ ତାଲିମ ଶିବିର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଲାଇଭ୍ଲିହୁଡ ଅଲଟରନେଟିଭର ମିଳିତ ଆନୁକୂଲ୍ୟରେ ଗତ ଶନିବାର ଦିନ ଚିନାବାଦାମ ଚାଷୀଙ୍କ ନିମନ୍ତେ ଏକ ତାଲିମ ପ୍ରଶିକ୍ଷଣ କର୍ମାଶାଳା ଆୟୋଜିତ ହୋଇଯାଇଛି । ଏହି…

ସୋଆରେ ସପ୍ତାହ ବ୍ୟାପୀ ଡିଏସ୍‌ଟି ସ୍ତୁତି କର୍ମଶାଳା ଆରମ୍ଭ

ଭୁବନେଶ୍ୱର,: ଭାରତ ସରକାରଙ୍କ ଆନୁକୂଲ୍ୟରେ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଶ୍ଳେଷଣକୁ ନେଇ ପ୍ରଶିକ୍ଷଣ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ରେ ସୋମବାର ଏକ ସପ୍ତାହ ବ୍ୟାପୀ…

କର୍କଟ ରୋଗୀଙ୍କ ଭରସା ସାଜିଛି ‘କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ’

କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ପ୍ରତିଷ୍ଠାନର ବାର୍ଷିକୋତ୍ସବ ସମାବେଶ କର୍କଟ ସଚେତନତା ଉପରେ ଆଲୋକପାତ ଭୁବନେଶ୍ୱର :କୋଣାର୍କ କ୍ୟାନ୍‌ସର୍‌ ଫାଉଣ୍ଡେସନ୍ ହେଉଛି ଏକ ଚାରିଟେବୁଲ୍ ଟ୍ରଷ୍ଟ ଯାହା ଅଭାବୀ କର୍କଟ ରୋଗୀଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରେ । ଗତ ୨୦୧୮ ମସିହାରେ…

ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ଦିବସ ପାଳିତ ।

ଉମରକୋଟ-ଜିତେନ୍ଦ୍ର ମହାନ୍ତି -ନବରଙ୍ଗପୁର ଜିଲ୍ଲା ଉମରକୋଟ ସାନ ଭରଣ୍ଡି ସ୍ଥିତ ଇନ୍ଦିରା ମଇଦାନ ଠାରେ ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଠାରେ ଏହି କାର୍ଯ୍ୟକ୍ରମ୍ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଲା ୧୯୮୪…

ଓଡିଶାର ଯୁବ ଉଦ୍ୟୋଗୀ ସାକ୍ୟସିଂହ ମହାପାତ୍ର ଜି୨୦ୱାଇଇଏ ମିସେଲ୍ ପ୍ରାଇଜ୍‌-ଅଡିଆନ୍ସ ଆୱାଡ ବିଜୟୀ

 ଓଡିଶାରୁ ଏକମାତ୍ର ଅଂଶଗ୍ରହଣକାରୀ ଭାବେ ସାକ୍ୟସିଂହ ମହାପାତ୍ର ଜି୨୦ୱାଇଇଏ ଯୋଗଦେଇଛନ୍ତି ଭୁବନେଶ୍ୱର/ହମବର୍ଗ: ଓଡିଶାର ଯୁବ ଉଦ୍ୟୋଗୀ ତଥା ସାକରୋବୋଟିକ୍ସ ଲ୍ୟାବ ଲିମିଟେଡର ପ୍ରତିଷ୍ଠାତା ସାକ୍ୟସିଂହ ମହାପାତ୍ର ୨୮ଅକ୍ଟୋବରରେ ଜର୍ମାନୀସ୍ଥିତ ହମବର୍ଗଠାରେ ଆୟୋଜିତ ଜି୨୦ୱାଇଇଏ (ୟଙ୍ଗ…

ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ…