Sign in
Sign in
Recover your password.
A password will be e-mailed to you.
ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଭେଟିଲେ ନାଗରିକ କମିଟି ର ସଭ୍ୟ
ପାଇକମାଲ ରେ CHC ସ୍ଥାପନ ନିମନ୍ତେ ଦାବି ଜଣାଇଲେ
ବରଗଡ :-ବରଗଡ ଜିଲ୍ଲା ପାଇକମାଲ ଗ୍ରାମ ଏକ ବ୍ଲକ ମୁଖ୍ୟାଳୟ ସହିତ ପଡୋଶୀ ରାଜ୍ୟ ଓ ଜିଲ୍ଲା କୁ ସିଧାସଳଖ ଭାବରେ ସଂଯୋଗ କରୁଥିବା ମୁଖ୍ୟ ସ୍ଥାନ ଅଟେ । ଏହା ସହିତ ବିଶ୍ବପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ମହାପ୍ରଭୁ ନୃସିଂହନାଥ…
ଜଗତସିଂହପୁର ଜିଲ୍ଲାର ଜୁନିଅର ମହିଳା ହକିଦଳକୁ ସଫଳତା
ପୁରୀ ଜିଲ୍ଲାକୁ ୭ - ୦ ଗୋଲରେ ହରାଇଲା ଜଗତସିଂହପୁର ଜିଲ୍ଲା।
ଜଗତସିଂହପୁର: ଭୁବନେଶ୍ୱରର କିଟ ହକି ଷ୍ଟାଡିୟମରେ ଗତ ୨ ତାରିଖରୁ ହକି ଆସୋସିଏସନ ଓଡ଼ିଶା ଦ୍ୱାରା ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ତାର ପ୍ରଥମ ମ୍ୟାଚରେ ପୁରୀ…
ବିପଦର ବନ୍ଧୁ’ ଅନୁଷ୍ଠାନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଭଞ୍ଜନଗର (ନିଲୁ ବିଷୋୟୀ) : ଭଞ୍ଜନଗର ବ୍ଳକ ସ୍ଥିତ ଲେମ୍ଭେଇ ପଞ୍ଚାୟତର ବାଲିସାହି ଗ୍ରାମରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଏବଂ ସ୍ୱାମୀ ବିବେକାନନ୍ଦ ଯୁବ କଲ୍ୟାଣ ସମିତିର ମିଳିତ ଆନୁକୂଲ୍ୟରେ ଗୁରୁବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ରେ…
୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଳପଡା ପୁଲିସ, ୨ ସର୍ଦାର ଅଟକ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ବଲାଙ୍ଗିର ପୁଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁନେଇ ସଚେତନ କରୁଥିଲେ ମଧ୍ୟ ସର୍ଦାର ମାନଙ୍କ ଉପରେ କିଛି ପ୍ରଭାବ ପଡୁନି। ବେଆଇନ ଭାବରେ ଶ୍ରମିକ ମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି। ପ୍ରକାଶ ଥାଉକି ବେଳପଡା ପୁଲିସ ବିଶେଷ…
ବାହାର ରାଜ୍ୟକୁ ଚାଲାଣ ବେଳେ ୬ ଦାଦନ ଶ୍ରମିକ ଉଦ୍ଧାର, ଦାଦନ ସର୍ଦ୍ଦାର ଫେରାର୍
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ ) ଆଜି ବାହାର ରାଜ୍ୟକୁ ଚାଲାଣ ହେଥିବା ବେଳେ ୬ ଦାଦନ ଶ୍ରମିକ ଉଦ୍ଧାର। ବେଆଇନ ଦାଦନ ଚାଲାଣ ହେଉଥିବା ସମୟରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ନିକଟରେ ପୋଲିସ ଚଢାଉ କରିଥିଲା। ଏହି ସମୟରେ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର…
ଛାତିରେ ପଶିଯାଇଥିଲା ବାଉଁଶ: ନୂଆ ଜୀବନ ଦେଲେ କିମ୍ସ ଡାକ୍ତର
ଭୁବନେଶ୍ୱର,: ଦୁର୍ଘଟଣାର ସମ୍ମୁଖୀନ ହୋଇ ଛାତିରେ ବାଉଁଶ ପଶି ଯାଇଥିଲା । ଜୀବନ ସହ ସଂଘର୍ଷ କରୁଥିବା ସମୟରେ କିମ୍ସ ଡାକ୍ତର ଦେଲେ ନୂଆ ଜୀବନ। ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ୍ ତଳଜଙ୍ଗ ଅଞ୍ଚଳର ୪୦ ବର୍ଷୀୟ ତପନ ପରିଡ଼ା ନିଜ ଜମି ନିକଟସ୍ଥ ସାଇଫନରେ ପାଣି ଦେଖୁଥିବା ବେଳେ ବାଡ଼…
ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୨ ଆଜି ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗଦେଇ ସମସ୍ତଙ୍କୁ ସଚେତନତା କରାଇଥିଲେ। ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ…
ଅଁଳା ନବମୀ ଓ ରାଧାପାଦ ଦର୍ଶନ ଲାଗି ବିଭିନ୍ନ ଦେବାଳୟରେ ଭକ୍ତଙ୍କ ଭିଡ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପବିତ୍ର ଅଁଳା ନବମୀ ଓ ରାଧାପାଦ ଦର୍ଶନ ଲାଗି ବିଭିନ୍ନ ଦେବାଳୟରେ ଭିଡ ପରିଲିକ୍ଷିତ ହୋଇଛି । ଧର୍ମମାସ ତଥା ପବିତ୍ର କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ହେଉଥିବା ଅଁଳା ନବମୀରେ ସହରର…
ପୂର୍ବତଟ ରେଳପଥ ଡ଼ିଆରଏମଙ୍କ ପାରଳାଖେମୁଣ୍ଡି ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହ : ପୂର୍ବତଟ ରେଳ ପଥ ଡ଼ିଆରଏମ ଅନୁପ ଶତପଥି ବୁଧବାର ଦିନ ପାରଳାଖେମୁଣ୍ଡି ଗସ୍ତ କରିଥିବାର ଜଣାପଡିଛି। ଡ଼ିଆରଏମ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ରାୟଗଡା ଜିଲ୍ଲାର ଗୁଣପୁର ରେଳ ଷ୍ଟେସନର ପୁନରୁଦ୍ଧାର ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ…
ଧାମନଗର ଉପନିର୍ବାଚନ : ଦିନ ଗୋଟାଏ ସୁଦ୍ଧା ୩୯% ମତଦାନ
ମତଦାନ ଚାଲିଥିବା ବେଳେ ରାଜନେତା , ରାଜନୈତିକ ଦଳର ବାଇଟ ବା ପ୍ରତିକ୍ରିୟା ପ୍ରସାରଣକରନ୍ତୁ ନାହିଁ : ସିଇଓ
ଭଦ୍ରକ : (ସତ୍ୟବ୍ରତ ନାୟକ) :ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଦିନ ଗୋଟାଏ ସୁଦ୍ଧା ୩୮.୭୫% ମତଦାନ ହୋଇଛି | ସକାଳ ୯ଟା ସୁଦ୍ଧା ୧୦.୨୫ % ମତଦାନ ହୋଇଥିବା…