ଇସ୍ରୋରୁ ଆସିଥିବା ବୈଜ୍ଞାନିକଙ୍କ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

0

ଭୁବନେଶ୍ୱର : ଇସ୍ରୋରୁ ଆସିଥିବା ବୈଜ୍ଞାନିକମାନେ ଭୁବନେଶ୍ନଶ୍ୱର ଅନ୍ଧାରୁଆ ସ୍ଥିତ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକମାନେ ଛାତ୍ରଛାତ୍ରୀମାନଙ୍କ ସହ ମହାକାଶ ବିଜ୍ଞାନ ସଂପର୍କିକ ଜ୍ଞାନ ଆହରଣ ସଂପର୍କରେ ପାରସ୍ପରିକ ଆଲୋଚନା କରିଥିଲେ ।

Leave A Reply

Your email address will not be published.