ଗମେଇ ନଦୀ ପଠାରେ କୁମ୍ଭୀର ଆତଙ୍କ, ସତର୍କ ସୂଚନା ଦେଲା ବନ ବିଭାଗ।

0 2

 

  ବାସୁଦେବପୁର/ପ୍ରତାପ ପାଢ଼ୀ – ବାସୁଦେବପୁର ବ୍ଲକ ଅନ୍ତର୍ଗତ ନନ୍ଦ ପୁର ଠାରେ ଥିବା ଗମେଇ ନଦୀ ପଠା ଠାରେ କୁମ୍ଭୀର ଦେଖାଦେଇଛି। କୁମ୍ଭୀର କୁ ଦେଖି ଲୋକ ମାନେ ଭୟଭୀତ ହୋଇ ଛନ୍ତି। ଖବର ପାଇ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳ ରେ ଉପସ୍ଥିତ ରହିବା ସହ ବନ ବିଭାଗ ଅଧିକାରୀ ମାଇକ ଯୋଗେ ଜନ ସାଧାରଣ ଙ୍କୁ ଭୟଭୀତ ନ ହେବା ପାଇଁ ସୂଚନା ପ୍ରଦାନ କରିଛନ୍ତି। କେହି ବି କୌଣସିକାମ ରେ ନଦୀ କୁ ନ ଯିବା ପାଇଁ କହିଛନ୍ତି। ସବୁବେଳେ ସତର୍କ ରହିବାକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.