ସର୍ଵହରାର ମହାନ୍ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଉଦ୍ଧୃତି ପ୍ରଦର୍ଶନୀ

ଜଗତସିଂହପୁର/ସୁମନ୍ତକୁମାରଦାସ: ଲେନିନୋତ୍ତର ଯୁଗର ଶ୍ରେଷ୍ଠ ମାର୍କସ ବାଦୀ ଦାର୍ଶନିକ ସର୍ଵହରାର ମହାନ୍ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ୫ ଅଗଷ୍ଟ ୨୦୨୨ ଦିନ ଜାତୀୟ ରାଜଧାନୀ ନୂଆ ଦିଲ୍ଲୀ ଠାରେ ଉଦଘାଟିତ ହୋଇଯାଇଛି। ସାରା ଦେଶରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଛି। ଆସନ୍ତା ୫…

ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ର ସମୀକ୍ଷା ବୈଠକ

ନବରଙ୍ଗପୁର /ଅଶୋକ ସାହୁ:  ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା…

ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟନ

ଜଗତସିଂହପୁର,/ସୁମନ୍ତକୁମାରଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଂଚାୟତ ସାରଳାରୋଡ ସ୍ଥିତ ସାରଳାଦାସ ମିନି ଷ୍ଟାଡିଅମ ରେ ବ୍ଲକ ସ୍ତରୀୟ ୨୦୨୨ - ୨୩ କ୍ରୀଡା ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି l ଏହି କ୍ରୀଡା ପ୍ରତିଯୋଗିତା ରେ ଭଲିବଲ, କବାଡି ଓ ଖୋ ଖୋ ତିନୋଟି ପ୍ରତିଯୋଗିତା…

ରଜନିଦେବୀ ଜରାଶ୍ରମ

ଜଗତସିଂହପୁର,/ସୁମନ୍ତକୁମାରଦାସ: ଜଗତସିଂପୁର ସ୍ତିତ କୁଜଙ୍ଗ ବ୍ଲକ ଦୁଆଦିଆ ଗ୍ରାମରେ ଉପସ୍ଥିତ ଥିବା ରଜନୀ ଦେବୀ ଜରାଶ୍ରମ ଏକ ନିଆରା ବାତାବରଣରେ ଗଢି ଉଠିଛି | ତାହାର ପ୍ରତିଷ୍ଠାତା ଶ୍ରୀମତୀ ମଞ୍ଜୁଲତା ରାଉତ ଜଣେ ଆଇନଜୀବୀ ଓ ସମାଜସେବୀ | ୧ ଏକର ଜାଗାରେ ଗଢି ଉଠିଥିବା ରଜନିଦେବୀ ଜରାଶ୍ରମ…

ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟରେ ଗଜପତି ଜିଲ୍ଲାରେ ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ୨୦୩୦ କାର୍ଯ୍ୟ ସୂଚୀର ରୂପାୟନ…

୨୦୩୦ ସୁଦ୍ଧା ଜାତିସଂଘ ଦ୍ଵାରା ସ୍ଥିରୀକୃତ ୧୭ଟି ଲକ୍ଷ୍ୟ ହାସଲ ପାଇଁ ଯୋଜନା  ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଦୂର କରି ସମ୍ବଳକୁ ଉପଯୋଗ କଲେ ଦୀର୍ଘସ୍ଥାୟୀ ବିକାଶ ସମ୍ଭବ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ):ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା…

ଫକୀର ମୋହନ ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ହେଲା ମୋ କଲେଜ୍ ଅଭିଯାନର କର୍ମଶାଳା

ବାଲେଶ୍ୱର: ଫକୀର ମୋହନ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ “ମୋ କଲେଜ୍” ଅଭିଯାନର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ପାରଦର୍ଶିତା ଲାଭ, ଶିକ୍ଷା, ସଂସ୍କୃତି, କ୍ରୀଡ଼ା, କଳା, ନେତୃତ୍ୱ ଗ୍ରହଣ, ସ୍ଵପ୍ନ ତଥା ଯୋଜନା ପ୍ରସ୍ତୁତି ଓ ସର୍ଜନଶୀଳତା…

ମୋ କଲେଜ ଅଭିଯାନର ଜ଼ିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ମୋ କଲେଜ ଓଡିଶା ସରକାରଙ୍କ ଏକ ସାଫଲ୍ୟମଣ୍ଡିତ କାର୍ଯ୍ୟକ୍ରମ- ଶ୍ରୀ ଆକାଶ ଦାସନାୟକ ଭୁବନେଶ୍ୱର/ ଭଦ୍ରକ/ବାଲେଶ୍ୱର: ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ଭଦ୍ରକ ସ୍ୱୟଂ ଶାସିତ କଲେଜ ତଥା ବାଲେଶ୍ୱରର ଫକୀର ମୋହନ ସ୍ୱୟଂ ଶାସିତ କଲେଜ ଗସ୍ତ କରି କଲେଜ ଗୁଡିକର ଜ଼ିଲ୍ଲା ବୈଠକରେ…

ବରିଷ୍ଠ ସାମ୍ବାଦିକ ସଂଜୀବ ଦାସଙ୍କ ମାତୃ ବିୟୋଗ

ଭୁବନେଶ୍ୱର-- ଶାସ୍ତ୍ରୀନଗର ଅଞ୍ଚଳର ଧର୍ମପରାୟଣ ମହିଳା ପ୍ରମିଳା କୁମାରୀ ଦାସଙ୍କ ଆଜି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ସ୍ବର୍ଗତଃ ପ୍ରମିଳା ଦେବୀଙ୍କ ବୟସ ୮୮ ବୟସ ହୋଇଥିଲା।ସ୍ବର୍ଗତଃ ପ୍ରମିଳା ଦେବୀ ଜଣେ ବନ୍ଧୁବତ୍ସଳ,ସ୍ନେହୀ,ପରୋପକାରୀ ଧର୍ମପରାୟଣ ମହିଳା ଭାବେ…

ପୁରୁଷ ହକି ବିଶ୍ବକପ୍ ଆୟୋଜନ ତଥା ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ଲଗାତର ଭାବେ ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ଆୟୋଜନ ଓଡିଶାର ଗୌରବ ବଢାଇଛି ସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ ୨୦୨୩ ପୁରୁଷ ବିଶ୍ବକପ୍‌ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…

‘ଦୟାନଦୀ’ ପାଇଁ କବି ଡକ୍ଟର ଗାୟତ୍ରୀବାଳାଙ୍କୁ ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଜଣାଶୁଣା ସାରସ୍ୱତ ସାଧିକା ବିଶିଷ୍ଟ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତାଙ୍କ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ ବୋଲି କେନ୍ଦ୍ର ଏକାଡେମୀ ପକ୍ଷରୁ ଆଜି…