ମାତ୍ର ୮୯୯/- ଟଙ୍କାରେ ପିଟ୍ରନ ନୂଆ ବାସ୍ପୋଡ୍ ଏନ୍‌କୋର ଶବ୍ଦ ବାତିଲ କରୁଥିବା କଲିଂ ଇୟରବଡ୍

0

୩୦ଡିବି ର ଶବ୍ଦ ବାତିଲ, ୫୦ ଘଣ୍ଟା ର ପ୍ଲେଟାଇମ୍ ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ଉନ୍ନତ ବୈଶିଷ୍ଟ୍ୟ ଥିବା ପକେଟ୍-ଫ୍ରେଣ୍ଡଲି ଇୟରବଡ୍ସ୍ କେବଳ ଫ୍ଲିପକାର୍ଟରେ ଲଞ୍ଚ୍ ହୋଇଛି

ଭାରତ, ୩ ଏପ୍ରିଲ ୨୦୨୩ – ଦେଶର ଅଗ୍ରଣୀ ଇଲେକ୍ଟେ୍ରାନିr ବ୍ରାଣ୍ଡ୍ “ପିଟ୍ରନ” ପକ୍ଷରୁ ‘ବେସ୍ପୋଡ୍ସ ଏନ୍‌କୋର ‘କୁ ଉନ୍ମୋଚନ କରାଯାଇଛି, ଯାହା ଏହାର ୱେୟାରଲେସ୍ ଇୟରବଡ୍ସର ଶ୍ରେଣିରେ ସଦ୍ୟତମ ସଂଯୋଜନା । ବାସ୍ପଡସ୍ ଏନ୍େକାର ଇୟରବଡ୍ସ ଦୁନିଆର ଏକ ଗେମ୍ ଚେଞ୍ଜର । ଅତ୍ୟାଧୁନିକ ପରିବେଶୀୟ ଶବ୍ଦକୁ ରଦ୍ଧ କରିବାର ଜ୍ଞାନକୌଶଳରେ ସଜ୍ଜିତ ଏହି ଇୟରବଡ୍ସ ପରିବେଶୀୟ ଶବ୍ଦ ୩୦ ଡିବି ପର୍ୟ୍ୟନ୍ତ ହ୍ରାସ କରିପାରେ, ଯାହା କୋଳାହଲ ପରିବେଶରେ ମଧ୍ୟ ସ୍ୱଛ-ସ୍ପଷ୍ଟ ଶବ୍ଦ ପ୍ରଦାନ କରିଥାଏ (୯୦% କମ୍ ଶବ୍ଦ) । ନିରବଚ୍ଛିନ୍ନ କଲିଂ ପାଇଁ କ୍ୱାଡ୍ ମାଇକ୍ ସହିତ ବିଲ୍ଟ୍-ଇନ୍ ପ୍ରୋପ୍ରାଇଟାରୀ ଟ୍ରୁଟକ୍ତ୍ମ️ ଋଘଉ (ପରିବେଶ ଶବ୍ଦ ବାତିଲ) ଟେକ୍ନୋଲୋଜି ସହିତ, ବାସ୍ପୋଡ୍ସ ଏନକୋର ଜନଗହଳିପୂର୍ଣ୍ଣ ସହରର ରାସ୍ତାଠାରୁ ଆରମ୍ଭ କରି ବ୍ୟସ୍ତବହୁଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯେକୌଣସି ପରିବେଶରେ ବ୍ୟବହାର ପାଇଁ ଉପୟୁକ୍ତ ଇୟରବଡ୍ସ ଅଟେ ।

ବାସ୍ପୋଡ୍ ଏନକୋର ଇୟରବଡ୍ସର ବ୍ୟାଟେରୀ ଲାଇଫ ୫୦ ଘଣ୍ଟା ପର୍ୟ୍ୟନ୍ତ ରହିଛି, ଯାହା କି ଅନେକ ଦିନ ଧରି ନିରବଚ୍ଛିନ୍ନ ଶୁଣିବା ସୁନିଶ୍ଚିତ କରିଥାଏ । ଚାର୍ଜିଂ କେସ୍ ବ୍ୟବହାର କରି ଇୟରବଡ୍ସକୁ ଏକାଧିକ ଥର ଚାର୍ଜ କରାଯାଇପାରିବ, ଯାହା ଇୟରବଡ୍ସ ପାଇଁ ସୁରକ୍ଷା ଏବଂ ସହଜ ଷ୍ଟୋରେଜ ମଧ୍ୟ ପ୍ରଦାନ କରିଥାଏ । ଏହି ଇୟରବଡ୍ସରେ ବ୍ଲୁଟୁଥ ୫.୩ ଜ୍ଞାନକୌଶଳ ରହିଛି, ଯାହା ସମସ୍ତ ବ୍ଲୁଟୁଥ-ସକ୍ଷମ ଉପକରଣ ସହିତ ଏକ ସ୍ଥିର ଏବଂ ଦ୍ରୁତ ସଂଯୋଗକୁ ସୁନିଶ୍ଚିତ କରିଥାଏ । ଏହି ଇୟରବଡ୍ସରେ ମ୍ୟୁଜିକ୍ ପ୍ଲେବ୍ୟାକକୁ ସହଜରେ ଆେrସ୍ କରିବା, କଲ୍‌ର ଉତ୍ତର ଦେବା ଏବଂ ଶେଷ କରିବା ଏବଂ ସିରି କିମ୍ବା ଗୁଗୁଲ୍ ଆସିଷ୍ଟାଣ୍ଟ ଭଳି ଭଏସ୍ ଆସିଷ୍ଟାଣ୍ଟକୁ ଆକ୍ଟିଭେଟ୍ କରିବା ପାଇଁ ଟଚ୍ କଣ୍ଟେ୍ରାଲ ମଧ୍ୟ ରହିଛି, ଯାହା ସେମାନଙ୍କୁ ଦୈନନ୍ଦିନ ବ୍ୟବହାର ପାଇଁ ଉପଯୁକ୍ତ ପସନ୍ଦ କରିଥାଏ । ଏହାବ୍ୟତୀତ ଏହି ଇୟରବଡ୍ସ ଓଚଢ୪ ବାଟର ରେଜିଷ୍ଟେଣ୍ଟ ଟେକ୍ନୋଲୋଜି ସହିତ ଆସିଥାଏ, ଯାହା ସେମାନଙ୍କୁ ବାହାରେ କାର୍ଯ୍ୟକଳାପ କିମ୍ବା ବ୍ୟାୟାମ ପାଇଁ ଉପଯୁକ୍ତ କରିଥାଏ ।

“ପି ଟ୍ରନ” ର ପ୍ରତିÂାତା ତଥା ସିଇଓ ଅମିନ ଖୱାଜା କହିଛନ୍ତି, ” ବାସ୍ପୋଡସ୍ ଏନକୋର ଇୟରବଡ୍‌ସ ଲଞ୍ଚ କରି ଆମେ ଆନନ୍ଦିତ, ଯେଉଁଥିରେ ସୁଲଭ ମୂଲ୍ୟରେ ଅସାଧାରଣ ଅଡିଓ ଗୁଣବତ୍ତା ଏବଂ ଉନ୍ନତ ବୈଶିଷ୍ଟ୍ୟ ଉପଲବ୍ଧ ହେଉଛି । “ଆମେ ଆମଗ୍ରାହକଙ୍କ ଆବଶ୍ୟକତାକୁ ବୁଝିପାରୁଛୁ ଏବଂ ସେମାନଙ୍କ ଦୈନନ୍ଦିନ କଲିଂ ଏବଂ ମନୋରଞ୍ଜନ ଆବଶ୍ୟକତା ପୂରଣ କରିବା ପାଇଁ ବାସ୍ପୋଡ ଏନକୋର ଡିଜାଇନ୍ କରିଛୁ” ।

 ବାସ୍ପୋଡସ୍ ଏନକୋର ଇୟରବଡ୍ ତିନୋଟି ରଙ୍ଗ– ମିଡ୍‌ନାଇଟ କଳା, ନିଓନ୍ ନୀଳ ଏବଂ ଗ୍ରାଫାଇଟ୍ କଳା ରେ ଉପଲବ୍ଧ – ଏବଂ ୧ ବର୍ଷର ୱାରେଣ୍ଟି ସହିତ ଆସିଥାଏ । ଇୟରବଡ୍ ସମସ୍ତ ବ୍ଲୁଟୁଥ୍-ସକ୍ଷମ ଡିଭାଇସ୍ ସହିତ ସୁସଙ୍ଗତ ଏବଂ ଏକ ଆରାମଦାୟକ ଫିଟ୍ ପ୍ରଦାନ କରେ, ଯାହା ସେମାନଙ୍କୁ ଅଧିକ ବ୍ୟବହାର ପାଇଁ ଆଦର୍ଶ କରିଥାଏ ।

ଏହି ଇୟରବଡ୍ ର ମୂଲ୍ୟ ୧୧୯୯/- ଟଙ୍କା ଏବଂ ବର୍ତ୍ତମାନ ଫ୍ଲିପ୍କାର୍ଟରେ ସୀମିତ ସମୟ ପାଇଁ ୮୯୯/- ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି ।

“ପି ଟ୍ରନ” ର ସବୁଠାରୁ ନୂଆ ଶବ୍ଦ ରଦ୍ଧ କରୁଥିବା ଇୟରବଡ୍‌ସ, ବାସ୍ପଡସ୍ ଏନ୍େକାର ସହିତ ଅପ୍ରତିଦ୍ୱନ୍ଦ୍ୱୀ ଶବ୍ଦ ଗୁଣବତ୍ତା ଏବଂ ଉନ୍ନତ ଜ୍ଞାନକୌଶଳକୁ ଅନୁଭବ କରିବାର ଏହି ଅବିଶ୍ୱସନୀୟ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ।

 

Leave A Reply

Your email address will not be published.