Sign in
Sign in
Recover your password.
A password will be e-mailed to you.
ଗ୍ରାଣ୍ଡ୍ ବଜାରରେ ଡିସେମ୍ବର ୨୯ରୁ ଜାନୁଆରି ୧ ପର୍ଯ୍ୟନ୍ତ ଓପ୍ରେର ମେଗା ‘ନିଉ ଇୟର ଗ୍ରାଣ୍ଡେଉର’ ସମାରୋହ
· ଫେସନ ଫିଏଷ୍ଟା ଏବଂ ଫୁଡ୍ କାର୍ନିଭାଲ୍
· ରାପ୍ ନାଇଟ୍, ବଲିଉଡ ନାଇଟ୍, ସୁଫି ନାଇଟ୍ ଭଳି ଥିମ କାର୍ଯ୍ୟକ୍ରମ
· ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ନୃତ୍ୟ ପରିବେଷଣ
ଭୁବନେଶ୍ୱର: ପ୍ରତି ନୂଆବର୍ଷ ଆଶା ଏବଂ ନୂତନ ଶୁଭାରମ୍ଭର ପ୍ରତିଶ୍ରୁତି ଦେଇଥାଏ ।…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଖ୍ରୀଷ୍ଟମାସରେ ସେଫ୍ଟି ସାନ୍ତା ଜରିଆରେ ସୁରକ୍ଷା ସଚେତନତାର ପ୍ରସାର
ଝାରସୁଗୁଡ଼ା,:ଖ୍ରୀଷ୍ଟମାସ ଅବସରରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ପ୍ଳାଂଟ ଓ ଟାଉନସିପରେ ସେଫ୍ଟି ସାନ୍ତା ଜରିଆରେ ନିରାପତା ଅଭିଯାନର ପ୍ରସାର କରିଛି । କଂପାନିର ସୁରକ୍ଷା କର୍ମଚାରୀମାନେ ସାନ୍ତାକ୍ଲଜ୍ ପରିଧାନ କରି ବିଭିନ୍ନ ପ୍ଲାଂଟ ସାଇଟ ଓ ଘରକୁ ଘର ବୁଲି…
ଆରପାରିର ହୀରା ବା
ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରା ବେନ ତଥା ଆଦରଣୀୟ ହୀରା ବା ଅହମ୍ମଦାବାଦର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ 99 ବର୍ଷ ହୋଇଥିଲା | କିଛି ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ବୁଧବାର ଅହମ୍ମଦାବାଦସ୍ଥିତ 'ୟୁଏନ୍ ମେହେଟା ଇନଷ୍ଟିଚ୍ୟୁଟ୍ ଅଫ୍…
ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଷ୍ଟାର କ୍ରିକେଟର ଋଷଭ ପନ୍ଥ
ରୁର୍କି: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ୱିକେଟ୍ କିପର ଋଷଭ ପନ୍ଥ ଏକ ସଡ଼କ ଦୁର୍ଘଟଣା ରେ ଆହତ ହୋଇଥିବା ବେଳେ ଅଭାବନୀୟ ଅଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି | ରୁର୍କିରୁ ଫେରିବା ବାଟରେ ଗୁରୁକୁଲ ନରସାନରେ ତାଙ୍କ କାର ଡିଭାଇଡର ସହ ଧକ୍କା ହେବ ସହ ସେଥିରେ ନିଆଁ…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ଜାନୁଆରୀରେ ୨୭ ରେ ଭୁବନେଶ୍ୱରରୁ ବାରାଣାସୀ ଓ ଆଲ୍ଲାବାଦ ଯାତ୍ରା କରିବ…
ତୀର୍ଥଯାତ୍ରାର ସଫଳ ଆୟୋଜନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
ଯାତ୍ରା ସମ୍ପର୍କିତ ପ୍ରତ୍ୟେକ କାର୍ଯ୍ୟକୁ ନିୟମିତ ତଦାରଖ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ “ବରିଷ୍ଠ…
ଶ୍ରୀ ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା
୨୦୨୨-୨୩ ବର୍ଷ ପାଇଁ ୫୦୦୦ ୟୁଜି, ୧୦୦ ପିଜି ଛାତ୍ରବୃତ୍ତି; ଆଗାମୀ ୧୦ ବର୍ଷରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରବୃତ୍ତି ପ୍ରଦାନ ଯୋଜନା
-ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଥଚ ମେଧାବୀ ଛାତ୍ରଛାତ୍ରୀଙ୍କୁ ଯେକୌଣସି କ୍ଷେତ୍ରରେ ସ୍ନାତକ ପାଠ ପଢିବା ନିମନ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…
ଜାତୀୟ ସେବା ସଂସ୍ଥା ସ୍ୱତନ୍ତ୍ର ଶିବିର ଉଦଯାପିତ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମାଟିଆମହୁଲ ଗ୍ରାମରେ ସପ୍ତାହ ବ୍ୟାପି ଚାଲିଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଗୁରୁବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉଦଯାପନୀ…
ବିଶ୍ବ ହକି କପ୍ ଟ୍ରଫିକୁ ଗଜପତି ଜିଲ୍ଲାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାରେ ଆୟୋଜନ ହେବାକୁ ଯାଉଛି ଆସନ୍ତା ୨୦୨୩ ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ଵକପର ମ୍ଯାଚଗୁଡିକ ଅନୁଷ୍ଠିତ ହେବ। ୧୬ଟି ଦେଶ ଏଥିରେ ପ୍ରତିନିଧିତ୍ଵ କରିବେ। ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ…
୯ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଘାଟିତ
https://youtu.be/l0nK8ZESV-U
ପ୍ରଥମ ରଜନୀରେ ବେଲପାହାଡର ସମ୍ବଲପୁରୀ ନାଟକ "ଦୂର୍ ଆକାଶେ" ମନ ମୋହିଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ , ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ,…
ମୁଖ୍ୟମନ୍ତ୍ରୀ ମାଛ ତେଲରେ ପଛେ ମାଛ ଭାଜନ୍ତୁ କିନ୍ତୁ ଓଡ଼ିଆ ଲୋକଙ୍କ ବିକାଶ ପାଇଁ କାମ କରନ୍ତୁ :ଧର୍ମେନ୍ଦ୍ର
ଅନୁଗୋଳରେ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ରର ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନନେବା ଦୁର୍ଭାଗ୍ୟଜନକ - ଧର୍ମେନ୍ଦ୍ର ପ୍ରଧାନ
• ଅନୁଗୋଳର ଡିଏମଏଫ ପାଣ୍ଠିରୁ ଆସୁଥିବା…