ମିଜୋରାମର ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରାମ ଥଙ୍ଗାଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ସମୀର ଦାଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବିଶ୍ୱକପ ହକି ପାଇଁ ଦେଲେ ନିମନ୍ତ୍ରଣ ପତ୍ର ଭୁବନେଶ୍ୱର: ରାଜ୍ୟରେ ହେବାକୁ ଯାଉଥିବା ହକି ବିଶ୍ୱକପ୍‌-୨୦୨୩ ଉପଲକ୍ଷେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ…

ନିରଞ୍ଜନଙ୍କ ପାଇଁ ଜୀବନ ରକ୍ଷା କବଚ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ସହଯୋଗର ହାତ ବଢ଼ାଇଲା ଓଡିଶା ମୋ ପରିବାର ଭୁବନେଶ୍ୱର : ଅର୍ଥ ଅଭାବରୁ ନିଜର ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବାକୁ ଭୟ କରୁଥିଲେ ନିରଞ୍ଜନ । ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର, ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ ସେ । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା…

ସୋଆରେ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ଉଦ୍‌ଯାପିତ

ସବ୍ ଜୁନିୟର , ଜୁନିୟରରେ ଓଡିଶା ଚାମ୍ପିଅନ ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ର ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ହୋଇଛି । ସିନିୟର ବର୍ଗରେ ଓଡିଶା କୁ ରନର୍ସ ଅପ୍ ହୋଇଛି । ସୋଆ ବିଶ୍ୱବିଦ୍ୟାଳୟ ର ଛାତ୍ର…

ବିନା ସୂଚନା ଫଳକ ରେ କାଳିଓ ପଞ୍ଚାୟତ ସରପଞ୍ଚ ଙ୍କ ଦାଣ୍ଡ ରେ ନିମ୍ନ ମାନର କାର୍ଯ୍ୟ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ବିନା ସୂଚନା ଫଳକ ରେ ଚାଲିଛି ନିମ୍ନ ମାନର ରାସ୍ତା କାମ l ଏମିତି ଦୂର୍ଶ୍ୱ ଦେଖିବାକୁ ମଳିଛି ବାଲିକୁଦା ବ୍ଲକ କାଳଓ ପଞ୍ଚାୟତ ର ଭୋଦା ଓଗାରାପୁର ଗ୍ରାମରେ l କାଳିଓ ପଞ୍ଚାୟତ ର ସରପଞ୍ଚ ଙ୍କ ଦାଣ୍ଡ ରେ ଏଭଳି ନିମ୍ନ ମାନର କାର୍ଯ୍ୟ ନେଇ ଅଭିଯୋଗ ହୋଇଛି l…

ସରଳପୁର ଠାରେ ଜଗନ୍ନାଥ ଚେତନା ଅଧିବେଶନ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ସରଳପୁର ଗ୍ରାମର ମହାକାଳ ରୁଦ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାରଣ ଗୋଷ୍ଠୀ ତରଫରୁ ଇଂରାଜୀ ନବବର୍ଷରେ ଏକ ଦିବସୀୟ ଶ୍ରୀ ଜଗନ୍ନାଥ ଚେତନା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁ…

ନିସଙ୍ଗ ଓ ବେସାହାରା ଜୀବନ ବିତାଉଛନ୍ତି ବସନ୍ତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଣେ ବୃଦ୍ଧଙ୍କ ସାହା ଭରଷା ନିଜର ପରିବାର ହୋଇଥିବାବେଳେ ବେସାହାରା ବୃଦ୍ଧଟିଏ ଏକଲା ବିନା ପରିବାରରେ ନିଜର ଦୁଃଖ, ସୁଖ ଓ ନିଜର ବାର୍ଦ୍ଧକ୍ୟ ଅବସ୍ଥାର କଷ୍ଟକୁ କେମିତି ବା ବାଣ୍ଟିବ? ତେବେ ନିର୍ଜୀଵ ବସ୍ତୁ ଓ ଗୃହ ପାଳିତ ପଶୁପକ୍ଷୀଙ୍କ ମାଧ୍ୟମରେ…

ଓଡିଶା କୃଷି ଶିଳ୍ପ ନିଗମ ତରଫରୁ ଚାରିଦିନିଆ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର (ଶାସକ ପ୍ରଶାସକ): କୃଷି ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଓ ମରାମତି ସମ୍ପର୍କରେ ତାଲିମ ଯୁବକ ମାନଙ୍କୁ ତାଲିମ ଦେବାପାଇଁ ଓଡିଶା କୃଷି ଶିଳ୍ପ ନିଗମ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା | ସେଥିରେ ସୁଦୂର ମାଲକାନଗିରି ଓ କୋରାପୁଟରୁ ଯୁବକମାନେ ଆସି ପ୍ରଶିକ୍ଷଣ ନେଇଥିଲେ |…

ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡ଼ଗାଁ ପାଇଁ ଗୈାରବ ଆଣି ଦେଇଛନ୍ତି ତପନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଗ୍ରାମର ତପନ କୁମାର ଷଡ଼ଙ୍ଗୀ ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡ଼ଗାଁ ପାଇଁ ଗୈାରବ ଆଣି ଦେଇଛନ୍ତି । ତପନ ମାତା ମଞ୍ଜୁଲତା ଷଡ଼ଙ୍ଗୀ ଓ ପିତା ଈଶ୍ଵର ଚନ୍ଦ୍ର ଷଡ଼ଙ୍ଗୀଙ୍କର ଜଣେ ସୁଯୋଗ୍ୟ ସନ୍ତାନ ଭାବେ…

ଆକ୍ସନ ମୋଡ଼ରେ ଜିଲ୍ଲାପାଳ :ଅଚାନକ ଓଡ଼ଗାଁ ଗସ୍ତ କରି କଲେ ତନାଘନା

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ସକାଳ ୧୦ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓଡ଼ଗାଁ ଗସ୍ତରେ ଆସି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ବ୍ଳକ ଅଫିସରେ ବିଡ଼ିଓ ଅନୁପସ୍ଥିତ ରହିଥିବା ବେଳେ ଏହାର ସୁଯୋଗରେ ପ୍ରାୟ ଅଫିସର ପ୍ରତିଦିନ ପରି ନିଜ ନିଜର…

ଗ୍ରାମକୁ ରାସ୍ତା ନାହିଁ କି ବିଦ୍ୟୁତ ନାହିଁ, ଅନ୍ଧକାରରେ ଗ୍ରାମବାସୀ!

https://youtu.be/SrW3H2KtNlY ନବରଂଗପୁର/ଅଶୋକ ସାହୁ ଗ୍ରାମକୁ ଭଲ ରାସ୍ତା ନାହିଁ, ଗ୍ରାମକୁ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ, ଯାହାଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ! ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ…