Sign in
Sign in
Recover your password.
A password will be e-mailed to you.
ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ବାଲିକୁଦା ବ୍ଲକ ଅନ୍ତର୍ଗତ ତଡିକୁଳ ପଂଚାୟତ ପୋଦନା ଗ୍ରାମରେ ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ଶୀତକାଳୀନ ବସ୍ତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଲିକୁଦା ବ୍ଲକ ବିଡିଓ ଜିତେନ୍ଦ୍ର ନାୟକ ଓ ଚେୟାରମ୍ୟାନ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସ୍ଵାତୀ…
ଦୁବାଇ ରୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଶୁଭେଚ୍ଛା ।
ବିଶ୍ଵ ର ସର୍ବୋଚ୍ଚ ନଭଶ୍ଚୁମ୍ବି ଅଟ୍ଟାଳିକା ବୁର୍ଜ୍ଜ ଖଲିଫା ସମ୍ମୁଖ ରେ ଧନୁଯାତ୍ରା ବ୍ୟାନର
ବରଗଡ : ଦୁବାଇ ରୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ର ଝଲକ ଦେଖିବାକୁ ମିଳିଛି। ବରଗଡ ର କିଛି ଯୁବକ ନିଜର ମାଟିର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ କୁ ବିଶ୍ଵ ଦରବାର ରେ ଆହୁରି ପ୍ରଚାର…
ଡୁଙ୍ଗୁରିପାଲି ମା ସମଲେଶ୍ବରୀ କ୍ଲବ୍ ପକ୍ଷରୁ ନବବର୍ଷ ଉତ୍ସବ ପାଳିତ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ); ସୋନପୁର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କୁଦେଇପଡ଼ା ମା’ ସମଲେଶ୍ବରୀ କ୍ଳବ୍ ପକ୍ଷରୁ ଶନିବାର ମଧ୍ୟରାତ୍ରରେ ଜିରୋ ନାଇଟ୍ କାର୍ଯ୍ୟକ୍ରମ ବଡ ଧୁମଧାମରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘର…
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :୧0 ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ…
ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ
ନମିତା ଗୋଖ୍ଲେଙ୍କୁ ନୀଳିମାରାଣୀ ସାହିତ୍ୟ ସମ୍ମାନ
ଭୁବନେଶ୍ୱର,: ଆମ ସଂସ୍କୃତି ଓ ଅସ୍ଥିତ୍ୱର ପରିଚୟ ହେଉଛି ଶବ୍ଦ ଓ ସାହିତ୍ୟ ବୋଲି ବିଶିଷ୍ଟ ଲେଖିକା ଓ କବି ତଥା ଜୟପୁର ଜାତୀୟ ସାହତ୍ୟ ମହୋତ୍ସବର ସହ-ପ୍ରତିଷ୍ଠାତା ନମିତା ଗୋଖଲେ ପ୍ରକାଶ କରିଛନ୍ତି । ସୋମବାର ଅଷ୍ଟାଦଶ କାଦମ୍ବିନୀ…
ପ୍ରତାପଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର : ଦୁର୍ଘଟଣାଗ୍ରସ୍ତ ଜନୈକ ବ୍ୟକ୍ତି ପ୍ରତାପଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇଁବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ”…
ଲୋକସମ୍ପର୍କ ଅଧିକାରୀମାନେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରନ୍ତୁ – ପ୍ରମୁଖ ଶାସନ ସଚିବ
ସୂଚନା ଓ ଲୋକସମ୍ପର୍କବିଭାଗରେସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ବିଭିନ୍ନ ଉପଖଣ୍ଡ ସମେତ ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଏବଂ ରାଜ୍ୟସ୍ତରରେ ସୂଚନା…
୪ ରେ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକ୍ତୃତା.
ଭୁବନେଶ୍ବର: ଆସନ୍ତା ୪ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କ ତ୍ରୟୋଦଶ ସ୍ମାରକୀ ଗାନ୍ଧୀ ବକ୍ତୃତା କାର୍ଯ୍ଯକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ପାଇଁ ବିଷୟ ବସ୍ତୁ ହେଉଛି “ଗାନ୍ଧୀ ବିଚାରର ସର୍ବକାଳୀନ…
ଓଡ଼ଗାଁରେ ଚାଲିଛି ବେଆଇନ ମାଙ୍କଡ଼ା ଖଣି
କୋଟି କୋଟି ଟଙ୍କାର ରାଜସ୍ବ ହାନି, ଭିଜିଲାନ୍ସ ତଦନ୍ତ ପାଇଁ ଦାବି
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅଧିନରେ ବିନା ଲାଇସେନ୍ସରେ ଦିନ ଦ୍ୱିପହରରେ ଚାଲିଛି ପାକୃତିକ ସମ୍ପଦ ଲୁଟ । ଅଞ୍ଚଳରେ ମାତ୍ର ଦୁଇଟି ଖଣିକୁ ଲିଜ୍ ଦିଆଯାଇଥିବା ବେଳେ ବେଆଇନ ଭାବେ ୮୪ରୁ…