ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର

ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୨୫ କୋଟି ଭୁବନେଶ୍ବର: ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି…

ଉତ୍କଳ ବିଶ୍ବବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ‘ସୁବର୍ଣ୍ଣ ଜୟନ୍ତୀ‘ ଉଦଘାଟିତ

ଦେଶରେ ବିଜ୍ଞାନର ଅଭିବୃଦ୍ଧି ଦିଗରେ ଉତ୍କଳ ବିଶ୍ବବିଦ୍ୟାଳୟର ଏକ ବଡ଼ ଯୋଗଦାନ କରିବାର ସାମର୍ଥ୍ୟ ରହିଛି: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭୁବନେଶ୍ବର: ପଦାର୍ଥ ବିଜ୍ଞାନ ହେଉଛି ସବୁ ବିଜ୍ଞାନର ଜନନୀ। ପଦାର୍ଥ ବିଜ୍ଞାନର ନୂତନ ଗବେଷଣା ହିଁ ବୌଦ୍ଧିକ ସଂସ୍କୃତିର ବିକାଶ ଏବଂ ଏହା ସମାଜ କଲ୍ୟାଣର…

ସମ୍ ଅଲ୍ଟିମେଟରେ ବିରଳ ମିନିମାଲ୍ ଇନ୍‌ଭାସିଭ୍ ପ୍ରକ୍ରିୟାରେ ରକ୍ତସ୍ରାବ ବନ୍ଦ କରାଗଲା

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କର ପରିସ୍ରା ନଳୀରେ ରକ୍ତସ୍ରାବ ହେଉଥିବା ସମସ୍ୟାକୁ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ପ୍ରୋଷ୍ଟେଟିକ୍ ଧମନୀରେ ସୁପର ସିଲେକ୍ଟିଭ୍ ଆନ୍‌ଜିଓ-ଏମ୍ବୋଲାଇଜେସନ୍ ପଦ୍ଧତିରେ ସଫଳତାର ସହ ଚିକିତ୍ସା କରିପାରିଛନ୍ତି । ସମ୍ମମ୍‌ର ୟୁରୋଲୋଜି…

ରାଜ୍ୟ ଖ୍ୟଦ୍ୟ ସୁରକ୍ଷା ଯୋଜନାରେ ଆହୁରି ବର୍ଷେ ୫ କେଜି ଲେଖାଏଁ ମାଗଣା ଚାଉଳ

ଭୁବନେଶ୍ୱର : ରାଜ୍ୟ ଖ୍ୟଦ୍ୟ ସୁରକ୍ଷା ଯୋଜନାରେ ଆହୁରି ବର୍ଷେ ୫ କେଜି ଲେଖାଏଁ ମାଗଣା ଚାଉଳ ହିତାଧୀକାରୀମାନଙ୍କୁ ମିଳିବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ନୂଆ ବର୍ଷ ଆରମ୍ଭରୁ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ଆହୁରି ବର୍ଷେ…

ହୋଟେଲ ଛାତରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ (ଅନିମେଶ ପଟ୍ଟନାୟକ): ହୋଟେଲ ଛାତରୁ ପଡି ଜଣେ ପର୍ଯ୍ୟଟକ ମୃତ । ମୃତକ ଜଣକ ଛତିଶଗଡର ଅଶୋକ ଅଗ୍ରୱାଲ ବୋଲି ଜଣା ପଡିଛି । ସ୍ଥାନୀୟ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପ୍ରାଥମିକ ତଦନ୍ତ ଅନୁସାରେ ମୃତ ଅଶୋକ ନୂଆବର୍ଷ ପାଳିବାକୁ ପୁରୀ ଆସିଥିଲେ ।…

ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ପ୍ୟାରେଡରେ ଭାଗନେବେ ଗଜପତି ଜିଲ୍ଲାର ଆଦିବାସୀ ଛାତ୍ର ଶରତ ଗମାଙ୍ଗ।

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ପ୍ୟାରେଡରେ ଭାଗନେବେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ମଳାସ ପଦର ପଞ୍ଚାୟତର ଆଦିବାସୀ ଛାତ୍ର ଶରତ ଗମାଙ୍ଗ।ସେ ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟର ଯୁକ୍ତ…

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ :- ଜାରି ରହିଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ପ୍ରବଳ ପ୍ରତାପି , ତ୍ରିପୁର ବିଜୟୀ ମହାରାଜ କଂସ ଙ୍କ ଆଦେଶ କ୍ରମେ ମଥୁରାନଗରୀ (ବରଗଡ଼) ର ମିନା ବଜାର ପଡିଆ ରେ ଲଗାତାର ଛଅ ଦିନ ଧରି , ବରଗଡ଼ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ , ନିଷ୍ଠା ପରିବାର ତରଫରୁ ଅୟୋଜିତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଗଲେ ଅନେକ ଲୋକ

ବରଗଡ :- ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । OD03J1313 ନମ୍ବର ବିଶିଷ୍ଟ ଏକ କାର ଓ MP20GB5280 ନମ୍ବର ବିଶିଷ୍ଟ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ପରିବା ବୋଝେଇ…

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କଂଗ୍ରେସର ରାଜଧାନୀରେ ଗଣବିକ୍ଷୋଭ

ଭୁବନେଶ୍ୱର  କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ ଦାବିରେ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…

ନବମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଯାପିତ

https://youtu.be/dxzXcOIablcଶେଷ ରଜନୀରେ ଗରୀବ ଅସହାୟଙ୍କ କାହାଣୀ କହିଲା ନାଟକ "ଭୋକ" ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ , ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶା…