ଓମ୍‌ସା ଡ଼ାକ୍ତରମାନଙ୍କ ଦାବି : ତୁରନ୍ତ ଲାଗୁ ହେଉ କେନ୍ଦ୍ରୀୟ ହାରରେ (ଡିଏସିପି) ଦରମା

https://youtu.be/hfmz_VVlpeI ଅଧାରୁ କମ ଡ଼ାକ୍ତରରେ ଚାଲିଛି ରାଜ୍ୟରେ ସ୍ୱାସ୍ଥ୍ୟସେବା, ହେଉ ଓଏମ୍‌ଏଚ୍‌ଏସ୍ କ୍ୟାଡ଼ର ଡ଼ାକ୍ତରଙ୍କ ପୁନଃର୍ବିନ୍ୟାସ ୧୦/୧୫ ବର୍ଷ ହେଲା ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଆଡ଼ହକ ଡ଼ାକ୍ତରଙ୍କୁ ସ୍ଥାୟୀ କରାଯାଉ ଡ଼ାକ୍ତରଙ୍କ ଅବସର ବୟସ ବୃଦ୍ଧି…

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୪୯ବର୍ଷିୟ ବାସିନ୍ଦା ବିଜୟ ଭୋଇ,୨୦୦୦ମସିହାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।…

ମଡେଲ ଡ଼ିଗ୍ରୀ କଲେଜ ତରଫରୁ ହକି ବିଶ୍ବକପ୍ ପ୍ରଚାର ପାଇଁ ସଚେତନ ପଦ ଯାତ୍ରା

ନବରଙ୍ଗପୁର /ଅଶୋକ ସାହୁ : ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନବରଙ୍ଗପୁର ର ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀମାନେ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ନିକଟସ୍ଥ ଟିର୍ଲି ଅମ୍ୱାଗୁଡ଼ା ଗ୍ରାମକୁ ଏକ ବିଶାଳ ପଦଯାତ୍ରାରେ ବାହାରିଥିଲେ। ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରା ଙ୍କ…

ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କଲେ ବିଧାୟିକା

ୱାର୍ଡ ରୁ ୱାର୍ଡ କୁ ବୁଲି କଲେ ନିରୀକ୍ଷଣ ନବଜାତ ଶିଶୁ ମାନଙ୍କୁ କୋଳେଇ ଆଶୀର୍ବାଦ କଲେ ବର୍ଷା ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷାରାଣୀ ସିଂ ବରିହା ଆଜି ସକାଳୁ ନିଜର ସାନ ଭାଇ ଭୋଜରାଜ ସିଂ ବରିହା ଙ୍କର ସହିତ ଅଚାନକ ପଦ୍ମପୁର ଉପଖଣ୍ଡ…

ଦୁର୍ଘଟଣା ଘଟାଇଲା ଚକା ଦାସ,ପି.ଆର ବଣ୍ଡରେ ଛୁଟ ପାଇଲା ଶ୍ରୀକାନ୍ତ ଦାସ !!

ହରିଶଙ୍କର ଦୁର୍ଘଣଟଣା ମାମଲା, "ବିଜେଡି ନେତାଙ୍କୁ ପୁଲିସର ଅହେତୁକ ଅନୁକମ୍ପା" !! ବଲାଙ୍ଗିର,(ଯତୀନ୍ଦ୍ର ନନ୍ଦ) ଏକ ଦୁର୍ଘଟଣା ମାମଲାକୁ ନେଇ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରଖୋଲ ପୁଲିସ ହରଡ ଘଣାରେ ପଡିଛି । ଦୁର୍ଘଟଣା ଘଟାଇଥିବା ପିକଅପ୍ ଗାଡିର ମାଲିକ ଜଣେ ବିଜେଡି ନେତା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପିକା କାନ୍ତ ରଣବୀର

https://youtu.be/DJBLLU0WDFg ଦିଶା ଓ ପ୍ରିତମ ବି କଲେ ସୌଜନ୍ୟମୂଳକ ସାକ୍ଷାତ ଭୁବନେଶ୍ୱର: ହକି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବଲିଉଡ ସେନ୍ସେସନ ତଥା "ବେସରମ ରଙ୍ଗ"ଗାର୍ଲ ଦୀପିକା ପାଦୁକନଙ୍କ ସ୍ୱମୀ ତଥା ଲୋକପ୍ରିୟ ଅଭିନେତା ରଣବୀର ସିଂ ମୁଖ୍ୟମନ୍ତ୍ରୀ ନବୀନ…

ନଅଗାଁ ଜିଲ୍ଲାର ଏକମାତ୍ର ଆୟୁଷ ଗ୍ରାମ

ମେଗା ସ୍ୱାସ୍ଥ୍ୟ ଶିବିର ଚିକିତ୍ସିତ ହେଲେ ଅସଂଖ୍ୟ ଲୋକ ବରଗଡ :- ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ଉଦ୍ୟମ କ୍ରମେ ଓ ରାଜ୍ୟ ସରକାର ଙ୍କର ପ୍ରସ୍ତାବ କ୍ରମେ ଆୟୁଷ ମନ୍ତ୍ରାଳୟ ତରଫରୁ ବରଗଡ଼ ଜିଲ୍ଲାର ଏକମାତ୍ର ଗ୍ରାମ ଭାବରେ ସୋହେଲା ବ୍ଲକର ନଅଗାଁ କୁ…

ପିଲା ଉଦ୍ଘାଟନୀ ଉତ୍ସବ ଦେଖିବେ, ତେଣୁ ଅଧାଦିନ ଛୁଟି

ଭୁବନେଶ୍ୱର: ବିଶ୍ୱକପ୍‌ ହକି-୨୦୨୩ ଆମ ରାଜ୍ୟର କଟକ ସହରର ବାରବାଟୀ ଷ୍ଟାଡିୟମ୍‌ଠାରେ ଜାନୁଆରୀ ୧୧ ତାରିଖରେ ଉଦ୍‌ଘାଟିତ ହେବ । ଏହି ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହି ପରିପ୍ରେକ୍ଷୀରେ…

ଭୁବନେଶ୍ୱରକୁ ପୁଣି ଫେରିଛି ଆଇକୋନିକ୍ ଷ୍ଟୋରି-ଟେଲିଂ ଫେଷ୍ଟିଭାଲ ‘ଭୁଫେଷ୍ଟୋ ୨୦୨୩’

ଭୁବନେଶ୍ୱର : ସର୍ବବୃହତ୍ ଆନ୍ତର୍ଜାତୀୟ ଓରାଲ୍ ଷ୍ଟୋରିଟେଲିଙ୍ଗ ଫେଷ୍ଟିଭାଲ- ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଙ୍ଗ୍‌) ଆଗାମୀ ଡଟ୍ ଫେଷ୍ଟ୍ ପାଇଁ ପୁଣିଥରେ ଭୁବନେଶ୍ୱର ସହରକୁ ଫେରିଛି । ସ୍ଥାନୀୟ ସାହିତ୍ୟ, କବିତା ଓ କାହାଣୀଗୁଡିକର ମହାନତାକୁ ବଂଚାଇ ରଖିବା ପାଇଁ…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀ

ହକି ବିଶ୍ୱକପ ଆୟୋଜନ ପାଇଁ ଜଣାଇଲେ ଧନ୍ୟବାଦ ଭୁବନେଶ୍ବର, : ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍‌ ଆୟୋଜନ…