“ସୀମା ଟପିଲାଣି ଦେବଗଡ଼ର ବିଜେପି ବିଧାୟକ ଓ ନେତାଙ୍କ ଗୁଣ୍ଡାଗର୍ଦ୍ଦି”

ଏସ୍‌ଏଚ୍‌ଜି ମହିଳାଙ୍କୁ ଧମକଚମକ ଓ ଅପମାନିତ କରିଥିବା ବିଜେପି କ୍ଷମା ନ ମାଗିଲେ ବ୍ୟାପକ ଆନ୍ଦୋଳନ ହେବ: ବିଜେଡି  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମାଣାଧୀନ ପାଚେରୀ ଭାଙ୍ଗିଥିଲେ  ସ୍ୱାବଲମ୍ବୀ ହେଉଥିବା ମା’ମାନଙ୍କୁ ଏମିତି ସମ୍ମାନ ଦେଉଛି ବିଜେପି !  ୮…

ଉଇନର ଆସୋସିଏସନ ସହିଦନଗରର ୧୭ ତମ ପ୍ରତିଷ୍ଠାଦିବସ ଅନୁଷ୍ଠିତ

https://youtu.be/u-UDWR8FQWg ଭୁବନେଶ୍ବର : ଓଡିଶା ରେ ବଡ ଗଣେଶ କରି ସୁନାମ ଅର୍ଜନ କରିଥିବା ଭୁବନେଶ୍ବର ସହିଦନଗର ସ୍ଥିତ ଉଇନର ଆସୋସିଏସନ ଅନୁଷ୍ଠାନ ପକ୍ଷରୁ ୧୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି | ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଉଇ 4 ଭୁବନେଶ୍ବର, ଉଇ 4 ୟୁ ମିଶନ ରକ୍ତଦାନ,…

ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏୟାରଟେଲ୍ ୫ଜି ପ୍ଲସ୍ ସେବାର ଶୁଭାରମ୍ଭ

ମେନ୍‌ସ ହକି ୱାର୍ଲ୍ଡକପ୍‌,୨୦୨୩ ପୂର୍ବରୁ କଳିଙ୍ଗ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ନିୟୋଜିତ ଭୁବନେଶ୍ୱର : ଭାରତର ଅଗ୍ରଣୀ ଟେଲିକମ୍ୟୁନିକେଶନ୍ସ ସର୍ଭିସ୍ ପ୍ରଦାତା ଏୟାରଟେଲ ପକ୍ଷରୁ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭର ଘୋଷଣା କରାଯାଇଛି ।…

ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବ ଙ୍କର 72ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ

ସାରା ଓଡିଶାରୁ ଯୋଗଦେବେ ଲକ୍ଷାଧିକ ଭକ୍ତ ବରଗଡ଼/ମେଲଛାମୁଣ୍ଡା(ମନୋଜ ଭୋଇ) :- ବରଗଡ଼ ଜିଲା ମେଲଛାମୁଣ୍ଡାରେ ଆସନ୍ତା ଫ୍ରେବୁୟାରୀ ମାସ 4 ,5, ଓ 6 ତାରିଖ ତିନି ଦିନ ଧରି ହେବ ପରମହଂସ ଶ୍ରୀମଦ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ 72 ତମ ଉତ୍କଳ ପ୍ରାଦେଶିକ ଭକ୍ତ…

ଡଟ୍ ଫେଷ୍ଟ ଫ୍ଲି ର ମାର୍କେଟରେ ଅଂଶଗ୍ରହଣ କରିବେ ୧୨୦ରୁ ଅଧିକ କଳାକାର

ଭୁବନେଶ୍ୱର:   ଏଫ୍ଆଇଏଚ୍ ମେନ୍ସ ହକି ୱାର୍ଲ୍ଡକପ୍ ସମୟରେ ଭୁବନେଶ୍ୱରରେ ପାର୍ବଣର ଏକ ପର୍ବ ସୃଷ୍ଟି କରିବା ପାଇଁ ଡଟ୍ ଫେଷ୍ଟ୍ର ୨ୟ ସଂସ୍କରଣ ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ରେ ପ୍ରଥମ ଥର ପାଇଁ ନାଇଟ୍…

ବିନ୍ଧ୍ୟ ଗିରୀବାସୀ ବିଂଝାଲ ସମାଜର ନୂତନ କର୍ମକର୍ତା

ମେଲଛାମୁଣ୍ଡା,(ମନୋଜ ଭୋଇ)-ପଦ୍ମପୁର ବ୍ଳକ ଅର୍ନ୍ତଗତ ଗଂଜାଗଡା ଗ୍ରାମରେ ସର୍ବ ଭାରତୀୟ ସ୍ୱାଳାଖ ବିନ୍ଧ୍ୟ ଗିରୀବାସୀ ବିଂଝାଲ ସମାଜ ରାଜବୋରାସମ୍ବର ବାରଭାଇ ବେଂଟକାର ସଂଘର ନୂତନ କର୍ମକର୍ତା ଚୟନ ସମାବେସ ଅନୁଷ୍ଠିତ ହୋଇଯାଇଛି । ଜୋନ ସଭାପତୀ ଶ୍ୟାମସୁନ୍ଦର ବରିହାଙ୍କ ଅଧ୍ୟକ୍ଷତାରେ…

ଟାଳ ଗଣେଶ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଟାଳ ଗ୍ରାମରେ ଗଣେଶ ପୂଜା କମିଟି ଦ୍ୱାରା ନବ ନିର୍ମିତ ଗଣେଶ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସୋମବାର ସଂଧ୍ୟାରେ କଳସ ଯାତ୍ରା ସହ ଆରମ୍ଭ ହୋଇଯାଇଛି । ଅମୃତଲାଲ ହୋତା, ଅଚ୍ୟୁତ ହୋତା, ବିଜୟ ହୋତା, ଦାଶରଥି ହୋତା, ସଚିପତୀ ହୋତା ପ୍ରମୁଖ…

ଦୁଇଟି ଅଚିହ୍ନା ଶବକୁ ସମ୍ମାନର ସହ ସତ୍କାର କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,: ଭୁବନେଶ୍ୱର, ଚନ୍ଦକା ପୋଲିସ ଷ୍ଟେସନରୁ ଖବର ପାଇବା ପରେ ଦୁଇଟି ଅଚିହ୍ନା ଶବ ସତ୍କାର ପାଇଁ ଆଜି ସମସ୍ତ ସହାୟତା ଯୋଗାଇଛି ଓଡ଼ିଶା-ମୋ ପରିବାର । ସୂଚନାଯୋଗ୍ୟ, ଗତ ଜାନୁଆରୀ ୮ତାରିଖରେ ଚନ୍ଦକାରେ ଥିବା ଏକ ସ୍ଵେଚ୍ଛାସେବୀ ସଂଗଠନ ଓଡ଼ିଶା ପତିତା ଉଦ୍ଧାର ସମିତିରେ ରହୁଥିବା ୨ ଜଣ…

ବିଦାୟୀ ବର୍ଷରେ ଉଠା ଜଳସେଚନ ବ୍ୟବସ୍ଥା ମାଧ୍ୟମରେ ଜଳସେଚନ

• ୧୪ ,୦୭୪ ଟି ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ • ନୂଆ ୨୮୪୪ ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ମଂଜୁର • ୧ ଲକ୍ଷ ୪ ହଜାର ୪୦୭ ହେକ୍ଟର ଜମିକୁ ଜଳସେଚନ କ୍ଷମତା ସୃଷ୍ଟି • ପାଣି ପଂଚାୟତ ସଦସ୍ୟ ସଦସ୍ୟାମାନଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ • ଉଲ୍ଲେଖନୀୟ ସଫଳତା…