ବିଦ୍ୟୁତ ଅପଚୟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଓସିପିଏଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ କୋଟି ଟଙ୍କା ପ୍ରଦାନ ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଉଦ୍‌ଘାଟିତ  ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ…

ବାଳିକାମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ।

କାମାକ୍ଷାନଗର/ରିତେଶ ବ୍ରହ୍ମା: କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ପୂର୍ବାହ୍ନରେ ବାଳିକା ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଉଦଯାପନୀ…

2 କୋଟି 23 ଲକ୍ଷ ଟଙ୍କା ର ବିଜୁ ସେତୁ ପ୍ରକଳ୍ପ କୁ ଶିଳାନ୍ୟାସ ଓ ମହିଳା ମିଶନ ଶକ୍ତି ଗୃହ କୁ ଉଦଘାଟନ କଲେ ବିଧାୟକ…

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳବାସୀ ମାନଙ୍କ ଉନ୍ନତି ଆମର ଲକ୍ଷ୍ୟ - ବିଧାୟକ ପ୍ରତାପ ଜେନା l  (ନିଶ୍ଚିନ୍ତକୋଇଲି - ଦେବେନ୍ଦ୍ର ଷଡ଼ଙ୍ଗୀ)- ଗ୍ରାମବାସୀ ମାନଙ୍କ ବହୁ ଦିନର ଦାବି ଏବଂ ସମସ୍ୟାକୁ ଦୂର କଲେ ପୂର୍ବତନ ମନ୍ତ୍ରୀ l ସବୁବେଳେ ସବୁ ସମୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ…

ବିଧାୟିକାଙ୍କ ଦ୍ଵାରା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ l

ପଦ୍ମପୁର :- ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡ. ଚାରୁବାଳା ରଥ, ଉପଖଣ୍ଡ…

ହାଇମାଷ୍ଟ ଲାଇଟ ମରାମତି ଦାବି

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ କଦଳିପାଲି ଗ୍ରାମର ଦୁଇଟି ଜନଗହଳିପୂର୍ଣ୍ଣ ଛକ ନିକଟରେ ଥିବା ହାଇମାଷ୍ଟ ଲାଇଟ ଅଚଳ ଅବସ୍ଥାରେ ପଡ଼ିରହିଛି। ତାହା ସହ ଉକ୍ତ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଲାଗିଥିବା…

ବୀରମହାରାଜପୁରରେ ପ୍ରହସନ ପାଲଟିଛି ସରକାରୀ ଯୋଜନା

ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ସରକାରୀ ଯୋଜନା ଲୋକଙ୍କ କାମରେ ଲାଗୁନାହିଁ। ସରକାର ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା ହିତାଧିକାରୀ ଙ୍କ ପାଖରେ ଠିକଣା ଢଙ୍କରେ ପହଞ୍ଚି ପାରୁନଥିବା ଯୋଗୁଁ ହିତାଧିକାରୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି।…

ଜାତୀୟ ମାଟସୋଗି ଦୋ ପ୍ରିତିଯୋଗିତାରେ ୫ ଛାତ୍ରଛାତ୍ରି ସଫଳତା

କାମାକ୍ଷାନଗର/ରିତେଶ ବ୍ରହ୍ମା:ଗୋଆର ମନହୋର ପାରିକର ଇଣ୍ଡୋର ଷ୍ଟାଡିୟମ ଠାରେ ୧୭ ତମ ଅନୁଷ୍ଠିତ ଜାତିୟ ମାଟସୋଗି ଦୋ ପ୍ରତିଯୋଗିତାରେ କାମାକ୍ଷାନଗରର ୫ ଜଣ ଛାତ୍ରଛାତ୍ରିଙ୍କ ସଫଳତା।୨ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଗୋଆର ମୁଖ୍ୟମନ୍ତ୍ରି ପ୍ରମୋଦ ସାମନ୍ତ…

ଡ. ସ୍ୱାତୀ ସୁଚରିତା ପ୍ରଧାନ ହେଲେ ଦ ଓଡିଶା ବିଜ୍ଞାନ ମଣ୍ଡଳର ଜିଲ୍ଲା ସଭାପତି

କାମାକ୍ଷାନଗର/ରିତେଶ ବ୍ରହ୍ମା:: ଆଜି ପୁରୀର ଦ ଟେଡି ପବ୍ଲିକ ସ୍କୁଲ ଠାରେ ଦ ଓଡିଶା ବିଜ୍ଞାନ ମଣ୍ଡଳର ସାଧାରଣ ସଭା ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବିଚାର ମନ୍ଥନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନାଇଜର, ଭୁବନେଶ୍ୱରର କୁଳ ସଚିବ ଡ.…

ସରଧାପୁର ଗାଁରେ ଘରୁ ଚୋରୀ

କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସରଧାପୁର ଗାଁରେ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।ଗାଁର ଶ୍ରୀଧର ମହାରଣାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରୁ ଟଙ୍କା , ସୁନା ଓ ଅନ୍ୟାନ୍ୟ ଜିନିଷ ଚୋରୀ ହୋଇଥିବା ଜଣା ପଡ଼ିଛି ।ଘରର ତାଲା ଭାଙ୍ଗି ହୋଇଛି ଚୋରୀ…

ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ କଲେ ସଡକ ସୁରକ୍ଷା ସଚେତନତା

ଯମରାଜା ଓ ଚିତ୍ର ଗୁପ୍ତ ବେଶରେ କଲେ ସଚେତନ କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ ଆଜି କଲେ ସଡକ ସୁରକ୍ଷା ସଚେତନତା , ଯମରାଜା ଓ ଚିତ୍ର ଗୁପ୍ତ ବେଶରେ କଲେ ସଚେତନ ।କାମାକ୍ଷାନଗର ଖେମକା ସପିଙ୍ଗ ମଲ…