Sign in
Sign in
Recover your password.
A password will be e-mailed to you.
ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ : କଲରଙ୍ଗୀ କ୍ରିକେଟ ଟିମ ଚମ୍ପିୟାନ ।
କାମାକ୍ଷାନଗର/ରିତେଶ ବ୍ରହ୍ମା: : କଙ୍କଡାହାଡ଼ ବ୍ଲକ ବିରାଶାଳ ପଞ୍ଚାୟତ ଚଢ଼େଇରଗଡା ଗ୍ରାମ ଖେଳ ପଡିଆ ଠାରେ ମା ମଙ୍ଗଳା କ୍ରିକେଟ କ୍ଳବ କାଠପାଳ ଆନୁକୂଲ୍ୟରେ ୩ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଯୋଗ ଦେଇ ବିଜୟୀ…
ଅଶାନ୍ତ ଏବେ ସୀମାନ୍ତ ଜାମଶୋଳା : ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଅପରାଧୀଙ୍କ ଚରାଭୂଇଁ
ସାରସ କଣା ରୁ ଦିପୁ ମହାପାତ୍ର : ସୀମାରେ ଥିବା ଝାରପୋଖରିଆ ଥାନା ଅଧିନ ଜାମଶୋଳାରେ ଫୁଟିଲା ଗୁଳି, ଘଟଣା ସ୍ଥଳରୁ ଖୋକା ଜବତ। ଦୁର୍ବୃତ୍ତଙ୍କ ଗୁଳିରେ ଓଁକାର ହଟେଲ କର୍ମଚାରୀ ସୁଜୟ ନାମକ ଯୁବକ ଆହତ ହୋଇ କଟକ ମେଡ଼ିକାଲ ସ୍ଥାନାନ୍ତର। ହୋଟେଲ ମ୍ୟାନେଜର ରାକେଶ ସାହୁଙ୍କୁ ଝାରପୋଖରୀଆରେ…
ଅଜଣା ଗାଡି ଧକ୍କାରେ ମଟରସାଇକେଲ ଚାଳକ ମୃତ
କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩ ଅବରୋଧ
ଭୁବନ : ଅଜଣା ଗାଡି ଧକ୍କାରେ ମଟରସାଇକେଲ ଚାଳକ ମୃତ। ମୃତକ ହେଲେ ଭୁବନ ଥାନା ଅନ୍ତର୍ଗତ ଭୁବନ ଓ୍ବାର୍ଡ ନମ୍ବର - ୨ ର ଦାମୋଦର ସାହୁ ୬୦ ବର୍ଷ। ଜାତିୟ ରାଜପଥ ୫୩ ମହିଳା ମହାବିଦ୍ୟାଳୟ ରାସ୍ତା ଓଭର ବ୍ରିଜ ତଳେ ସର୍ଭିସ ରୋଡରେ ଘଟିଲା…
ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ରାଉରକେଲା ଓ ବ୍ରହ୍ମପୁର ସହରରେ ଟ୍ରୁ-୫ଜି ସେବା ଶୁଭାରମ୍ଭ
- ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ
- ଆମନ୍ତ୍ରିତ ଜିଓ ୱେଲକମ୍ ଅଫର ବ୍ୟବହାରକାରୀମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଅସୀମିତ ୫ଜି ଡାଟା ସହ ୧ ଜିବିପିଏସ୍ରୁ ଅଧିକ ସ୍ପିଡ୍ ପାଇପାରିବେ
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର…
ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳିତ
ନବରଙ୍ଗପୁର/ ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାର ସଦର ମହକୁମାର ମାତ୍ର ଦଶ କିମି ଦୁରରେ ଅବସ୍ଥିତ ବଡମସିଗାଁ ଶ୍ରୀ ଶ୍ରୀ ନୀଳ କଣ୍ଠେଶ୍ୱର ମନ୍ଦୀର ଠାରେ ଭକ୍ତଙ୍କ ଅପୂର୍ବ ସମାଗମ ହୋଇଥିଲା । ଦୀର୍ଘ ବର୍ଷ ଧରି ସ୍ୱୟଂ ଆବିର୍ଭୂତ ହେଇଥିବା ଶ୍ରୀ ଶିବ ମହାଦେବ ଏହି ମନ୍ଦରଟିରେ ପୂଜା ପାଈ…
ଜଗଦ୍-ଗୁରୁତ୍ତମ ଦିବସ ଏବଂ ମକର ସଂକ୍ରାନ୍ତି ଉତ୍ସବ ବାଲ୍ ମୁକୁନ୍ଦ କେନ୍ଦ୍ରରେ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭଗବାନ ସୂର୍ଯ୍ୟଙ୍କ ଦକ୍ଷିଣାୟନକୁ ଉତ୍ତରାୟଣ ହେବା ଦ୍ଵାରା ଭାରତବର୍ଷରେ ଉଜ୍ୱଳର ବୃଦ୍ଧିର ପ୍ରତୀକର ପର୍ବ ତଥା ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଥାଏ। ଏହି ତିଥିରେ ୧୯୫୭ ମସିହାରେ ବୈଦିକ ଶାସ୍ତ୍ରମାନଙ୍କରେ ଜଗଦ୍ଗୁରୁ ଶ୍ରୀ କୃପାଳୁ ଜୀ…
୧୦ ଦିନିଆ ଫୁଲ ଚାଷ ତାଲିମ ଶିବିର ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଡସ୍ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ସହାୟତାରେ କାଶୀନଗର ବ୍ଳକର ପୁରୁଟିଗୁଡା ଗ୍ରାମରେ ମହିଳା ଫୁଲ ଚାଷି ମାନଙ୍କୁ ଦକ୍ଷତା ବୃଦ୍ଧି ନିମନ୍ତେ ଦଶ ଦିନିଆ ତାଲିମ ଶିବର ଉଦଯାପିତ। ଏହି ତାଲିମ ଶିବିର କାର୍ଯ୍ୟକ୍ରମର ଉଦଯାପନି ଦିବସରେ…
ପୋଙ୍ଗଲ ଓ ମକର ସଂକ୍ରାନ୍ତି ପାଇଁ ପାରଳା ସହର ଚଳଚଞ୍ଚଳ ଓ ଉତ୍ସବ ମୁଖର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମସ୍ତ ପୁରପଲ୍ଲୀ ପୋଙ୍ଗଲ ତଥା ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇପଡିଛି। ମୁଖ୍ୟତଃ ମକରସଂକ୍ରାନ୍ତି ଅବସରରେ ଦକ୍ଷିଣ ଓଡିଶାର ତେଲୁଗୁ ସମ୍ପ୍ରଦାୟର ଲୋକମାନଙ୍କ…
ମାଛ ଚୋରୀର ମିଥ୍ୟା ଆରୋପରେ ଯୁବକଙ୍କୁ ନିସ୍ତୁକ ମାଡ଼
ଜଗତସିଂହପୁର/ସୁମନ୍ତକୁମାରଦାସ: ରାଜନୀତି ନେତାଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି l କେଉଁଠି ଗଣ ଧର୍ଷଣ ତ କେଉଁଠି ମାଡପିଟ ଦିନ ଦ୍ବିପ୍ରହରରେ ରାସ୍ତା ମଝିରେ ହେଉଛି ମରଣାତ୍ମକ ଆକ୍ରମଣ ଆଉ ମର୍ଡର l ପ୍ରଥମତ ଏଥିରେ ଶିକାର ହେଉଛନ୍ତି ଦଳିତ ଯୁବକ ଓ ଅସହାୟ ପରିବାର ସଦସ୍ୟ l…
୨୪ତମ ଜଗତସିଂହପୁର ପୁସ୍ତକ ମେଳା
ଜଗତସିଂହପୁର/ସୁମନ୍ତକୁମାର ଦାସ/ରାକେଶ କୁମାର ରାୟ: ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଆସନ୍ତା ୧୫ ଜାନୁଆରୀ ଠାରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି ୨୪ତମ ଜଗତସିଂହପୁର ପୁସ୍ତକ ମେଳା-୨୦୨୩ ।ଏହି ୨୪ତମ ପୁସ୍ତକ ମେଳାକୁ ଆସନ୍ତା ୧୫ତାରିଖ…