“ପାଠକ ହିଁ ସର୍ବଶ୍ରେଷ୍ଠ ସାହିତ୍ୟିକ”

ଜଗତସିଂହପୁର/ସୁମନ୍ତକୁମାରଦାସ:ପୁସ୍ତକ ମେଳାର ତୃତୀୟ ସଂଧ୍ୟାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାଳ୍ପିକ ବିଷ୍ଣୁ ସାହୁ ଓ ଯୁବ ଗାଳ୍ପିକା ପ୍ରଜ୍ଞା ପାରମିତା ରଥ "ପ୍ରିୟ ଲେଖକଙ୍କ ସହ ଦିନଟିଏ"କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ପାଠକ ହିଁ ସର୍ବଶ୍ରେଷ୍ଠ ସାହିତ୍ୟିକ ବୋଲି…

ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ଉମରକୋଟ/ଜିତେନ୍ଦ୍ର ମହାନ୍ତି - ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ବଜାୟ ରହିଛି । ପରମ୍ପରା ନାମରେ ନାବାଳିକା ଝିଅଙ୍କୁ ବିବାହ ବନ୍ଧନରେ ବାନ୍ଧି ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ଅନେକ ପିତାମାତା ଓ…

ଉମରକୋଟ ରେ ସିରିଜ୍ ଚୋରି।

ଉମରକୋଟ/ଜିତେନ୍ଦ୍ର ମହାନ୍ତି -ଗୋଟିଏ ରାତିରେ ଏକାଧିକ ଦୋକାନରୁ ଚୋରି। ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ରାତିରେ ଉମରକୋଟ ସହରର ଗୁଲିପାଟଣା ସାହିର ୫ ଟି ଦୋକାନରୁ ଚୋରି ଉଦ୍ୟମ ହୋଇଥିବା ବେଳେ ସେଥି ମଧ୍ୟରୁ ୩ଟି ଦୋକାନରୁ ଚୋରି କରିବାରେ ସଫଳ ହୋଇଥିବା…

18 ବିସ୍ଥାପିତ ପରିବାରଙ୍କୁ ପଟ୍ଟା ବଣ୍ଟନ କଲା ଜିଲ୍ଲା ପ୍ରଶାସନ

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳିୟ ଗଣପରିଷଦର 6133ପରିବାର ମଧ୍ୟରୁ 18 ବିସ୍ଥାପିତ ପରିବାରଙ୍କୁ ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳିୟ ଗଣପରିଷଦ ସମ୍ପାଦକ ସୁଧୀର ସୁନାଙ୍କ ନେତୃତରେ ନନ୍ଦାହାଣ୍ଡି ବ୍ଲକ୍ ତହସିଲଦାର ବନମାଳୀ ମେହେରଙ୍କ ଦ୍ଵାରା ପଟ୍ଟାl ବଣ୍ଟନ…

କାଠ ଗଣ୍ଡି ସହ ଟ୍ରକ ଜବତ, ଚାଳକ ଫେରାର

ମେଲଛାମୁଣ୍ଡା,୧୭/୧(ଶାସକ ପ୍ରଶାସକ)- ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ଦିପ୍ତିପୁର ସେକସନ ଅଧିନସ୍ଥ ସର୍ଗିବାହାଲ ବସଷ୍ଟାଣ୍ଡ ପାଖରେ ମଙ୍ଗଲବାର ସଂଧ୍ୟାରେ ବନ କର୍ମଚାରୀ କାଠ ଗଣ୍ଡି ଥିବା ଏକ ଟ୍ରକକୁ କାବୁ କରିବାରେ ସଫଳ ହୋଇଛନ୍ତି । ଏ ନେଇ ଅଫିସ କେସ ନଂ ୩/୨୩ ରେ ଏକ ମାମଲା ରୁଜୁ…

ଆମ୍ରି ହସପିଟାଲସ ଭୁବନେଶ୍ୱରରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଠାରେ ଟିଏଭିଆଇ ସଫଳ ହେଲା

ଭୁବନେଶ୍ୱର : ଜଣେ ୮୩ ବର୍ଷ ବୟସର ବ୍ୟକ୍ତି ବାରମ୍ବାର ଚେତାଶକ୍ତି ହରାଇବା ଓ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ସମସ୍ୟା ଯୋଗୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ମୂଲ୍ୟାୟନ ପରେ ତାଙ୍କଠାରେ କାଲସିଫିକ ଆର୍ଟିକ ଷ୍ଟୋେନୋସିିସ ଥିବା ଜଣା ପଡ଼ିଲା । ଚିକିତ୍ସା କରୁଥିବା ଡାକ୍ତର ଦିବ୍ୟ…

ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ସାତ ଦିନିଆ ଏନଏସଏସ ଶିବିର ଉଦଯାପିତ

ବରଗଡ :- ବରଗଡ ଜିଲା ପାଇକମାଳ ବ୍ଲକ ଜର୍ଜଗଡ଼ ରେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ସାତ ଦିନିଆ ଏନ ଏସଏସ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି |ସନ୍ଧ୍ୟା ରେ ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା କେ ଟି ରାଉତରାୟ ସଭାପତିତ୍ୱ କରି ଥିବା ବେଳେ ଜର୍ଜଗଡ଼…

ମୋ ସରକାର ସମୀକ୍ଷା: ସ୍ବାସ୍ଥ୍ୟ ବିଭାଗର ଫିଡ୍‌ବ୍ୟାକ ସର୍ବୋତ୍ତମ

ଜିଲ୍ଲାପାଳମାନେ ଅଧିକ ଫିଡ୍‌ବ୍ୟାକ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସବ୍‌ରେଜିଷ୍ଟର ଅଫିସ, ବିଲ୍‌ଡିଂ ପ୍ଲାନ ଅନୁମୋଦନ, ବିଲ୍‌ ପ୍ରଦାନ, ଜାତିଗତ ପ୍ରମାଣପତ୍ର ଆଦି ପ୍ରଦାନ କ୍ଷେତ୍ରରେ ଅଧିକ ପାରଦର୍ଶିତାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ…

ବୀରମହାରାଜପୁର ୧୩୨ /୧୩୩ ଗ୍ରୀଡ଼ କୁ ଭରଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ୧୩୨/୧୩୩ ବିଦ୍ୟୁତ ଗ୍ରୀଡ଼ କୁ ଓଡିଶା ର ମୁଖ୍ୟମନ୍ତ୍ରୀ ତୃତୀୟ ମହଲା ରୁ ଭାରଚୁଆଲ ମୋଡ଼ ରେ ଉଦଘାଟନ କରିଥିଲେ l ଉକ୍ତ ଉଦଘାଟନ ଉତ୍ସବ କୁ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ସଂଚାଳନ କରିଥିବାବେଳେ,…

ଜାତୀୟ ସେବା ଯୋଜନା ଦ୍ବାରା ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା ।।

କାମାକ୍ଷାନଗର/ ରିତେଶ ବ୍ରହ୍ମା:କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା ଅନୁଷ୍ଠିତ ହୋଇଯାଇଅଛି । ଜାନୁଆରୀ ୧୧ ଠାରୁ ୧୭ ତାରିଖ…