Sign in
Sign in
Recover your password.
A password will be e-mailed to you.
“ଆମର ରାଜ୍ୟସଭାରେ ୯ ଅଛନ୍ତି, ୨୪ରେ ୧୦ ହେଇଯିବେ”
ଭୁବନେଶ୍ୱର : ଆମର ଏବେ ରାଜ୍ୟସଭାରେ ନ ଜଣ ଅଛନ୍ତି । ସେଇଟା 24 ରେ 10 ହେଇଯିବ ବୋଲି ଦୃଢୋକ୍ତି ବାଢିଛନ୍ତି ବିଜେଡି ସାଂସଦ ତଥା ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର । ଗତକାଲି ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମାଜିକ ଗଣମାଧ୍ୟମ ବନ୍ଧୁମିଳନୀ କାର୍ଯ୍ୟକ୍ରମ ଅବସରରେ ଉଦ୍ବୋଧନ ଦେବା…
ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
ଜଗତସିଂହପୁର :-ରାକେଶ କୁମାର ରାୟ - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ବିଜିପୁର ଗ୍ରାମର ଭଗବତୀ ସରକାରୀ ଉପ୍ରା. ବିଦ୍ୟାଳୟ ପରିସରରେ ସରପଞ୍ଚ ଆରତୀ ମାଝୀ ଓ ସମାଜସେବୀ ସୋନାଲି ମହାନ୍ତିଙ୍କ ଉଦ୍ୟମ କ୍ରମେ କଟକସ୍ଥିତ ଚାଉଳିଆଗଞ୍ଜ ଠାରେ ଥିବା ସିଲଭରସିଟି ହସ୍ପିଟାଲ…
ଜଗତସିଂହପୁର ଜିଲ୍ଲା ମହୋତ୍ସବ କୋଲ୍ଲାଳ- ୨୦୨୩ ସହିତ ପୁସ୍ତକ ମେଳା ଉଦଘାଟନ ଉତ୍ସବ ପାଳିତ
ଜଗତସିଂହପୁର,/ସୁମନ୍ତକୁମାରଦାସ: ଜଗତସିଂହପୁର ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲା ମହୋତ୍ସବ କଲ୍ଲୋଳ -୨୦୨୩ଓ ଜଗତସିଂହପୁର ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୨୪ ତମ ଜଗତସିଂହପୁର ପୁସ୍ତକ ମେଳା -୨୦୨୩ଉଦଘାଟିତ ହୋଇଛି l…
ମହିଳା ସ୍ନାତକ ମହାବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି…
ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ର ଦ୍ଵିବାର୍ଷିକ ବୈଠକ ଓ ନିର୍ବାଚନ ।
ରବି ପଣ୍ଡା ସଭାପତି , ଯୁଧିଷ୍ଟିର ମହାପାତ୍ର ସାଧାରଣ ସମ୍ପାଦକ।
ବରଗଡ : ଜର୍ଣ୍ଣାଲିଷ୍ଟଏସୋସିଏସନ୍ ଅଫ ବରଗଡ (ଜାବ) ର ଦ୍ଵିବାର୍ଷିକ ବୈଠକ ଓ ନିର୍ବାଚନ ଆଜି ବରପାଲି ବ୍ଲକ୍ ସଂଲଗ୍ନ ଲିଙ୍ଗମାର୍ଣ୍ଣି ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଙ୍ଘ ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ…
27ତମ ବୋଡାସମ୍ବର କ୍ରିକେଟ କପ :ଏଲ୍ଲାହାବାଦ କୁ ହରାଇ ଛତିଶଗଡ଼ ଚାମ୍ପିଅନ
ଫାଇନାଲ୍ ମ୍ୟାଚରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କଲେ ଦୁଇ ବିଧାୟକ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ସହରରେ ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ପଶ୍ଚିମ ଓଡିଶାର ପ୍ରତିଷ୍ଠିତ ବୋଡାସମ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ର 27 ତମ ବର୍ଷ ର ଆଜି ଥିଲା ଅନ୍ତିମ ଦିନ । ଆଜି ଅନୁଷ୍ଠିତ…
ବେଣୀହୁରୀ ପାହାଡରେ ମକର ସଂକ୍ରାନ୍ତି ଉତ୍ସବ
କାମାକ୍ଷାନଗର/ରିତେଶ ବ୍ରହ୍ମା: କଙ୍କଡାହାଡ଼ ବ୍ଲକ ବାଟଗାଁ ବେଣିହୁରୀ ପାହାଡ଼ରେ ମକର ମେଳା ଉତ୍ସବ ଅନୁଷ୍ଠିତ ହୋଇଛି ।ପାହାଡ଼ ଉପରେ ବାବା ବେଣେଶ୍ୱରଙ୍କ ଦର୍ଶନ କରିବା ପାଇଁ ଶ୍ରଧାଳୁଙ୍କ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ଲୋକ ମାନଙ୍କ ବିଶ୍ୱାସ ଅଛି ବାବାଙ୍କ ଦର୍ଶନ କଲେ ମନ ସ୍କାମନ…
75ତମ ସ୍ଥଳସେନା ଦିବସ ପାଳିତ
କାମାକ୍ଷାନଗର/ରିତେଶ ବ୍ରହ୍ମା: -କାମାକ୍ଷାନଗର ଅବସର ପ୍ରାପ୍ତ ସ୍ଥଳସେନା ସୈନିକ ସଙ୍ଘ ତରଫରୁ ଆଜି ସେନା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଜିରିଡାମାଳି ସ୍ଥିତ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରୁ ଏକ ବାଇକ ରାଲି ବାହାରି କାମାକ୍ଷାନଗର ସହର ପରିକ୍ରମା କରିଥିଲା l ପରେ ସୈନିକ…
କୁଡୁମି ସମ୍ପ୍ରଦାୟ ଙ୍କ ଟୁସୁ ପର୍ବ ବେଶ ଧୁମଧାମ ରେ ପାଳିତ |
କାମାକାମାକ୍ଷାନଗର/ରିତେଶ ବ୍ରହ୍ମା:-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧିନସ୍ଥ ପଞ୍ଚୁପଡା ସ୍ଥିତ ମାଣିକ ଘାଗି ଠାରେ କୁଡୁମି ସମ୍ପ୍ରଦାୟ ଙ୍କ ଟୁସୁ ପର୍ବ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି |ଏହି ପର୍ବ କୁଡୁମି ସମ୍ପ୍ରଦାୟ ମାନଙ୍କ ଇଂରାଜି ନବ ବର୍ଷ ର ପ୍ରଥମ ପର୍ବ ହୋଇଥିବା ବେଳେ,…
କୁସୁମୁଣ୍ଡିଆ ଗ୍ରାମରେ ମକର ଯାତ୍ରା ।
କାମାକ୍ଷାନଗର/ରିତେଶ ବ୍ରହ୍ମା: :କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ଆଜି ମକର ସଂକ୍ରାନ୍ତିରେ ମକର ଯାତ୍ରା ଧୁମଧାମରେ ପାଳନ ହେଇଅଛି ।କୁସୁମୁଣ୍ଡିଆ ଗ୍ରାମରେ ଦୁଇଟି ସ୍ଥାନ ହରିଜନ ସାହି କୋଠଘରେ ଏବଂ ଗାଁ କୋଠଘରେ ତ୍ରିନାଥ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଛି…