ରାଇଘର/ନରସିଂ ବାଘ: ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ ରାଇଘର ପଲିସି ଶୁଣି ଛତିଶଗଡ ର ଗାରିଆବନ୍ଧ ଓ ଧାମତାରୀ ଜିଲ୍ଲାରୁ ୨୦୦୦ ରୁ ଉର୍ଦ୍ଧ ଗ୍ରାମବାସୀ ରାଇଘର ଥାନା ଘେରାଉ କରିବା ନିମନ୍ତେ ରାଇଘର ଥାନା କୁ ଆସୁଥିବା ବେଳେ ସୋନପୁର ନିକଟସ୍ଥ ମୁଖ୍ୟ ରାସ୍ତା ରେ ରାଇଘର ପୋଲିସ କୌଣସି ସୂତ୍ର ରୁ ଖବର ପାଇ ତାଙ୍କୁ ଅଟକ ରଖିଥିଲା। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ସେହି ଦୁଇ ଯୁବକ କେନ୍ଦୁ ପତ୍ର ବାନ୍ଧିବାପାଇଁ ଶିଆଳି ଦଉଡି ଆଣିଵା କୁ ଯାଇଥିଲେ ବୋଲି କହୁଥିବା ବେଳେ ଓଡିଶା ପୋଲିସ କିନ୍ତୁ ଏହି ଦୁଇ ଜଣ ମାଓବାଦୀ ସହିତ ସମ୍ପୃକ୍ତ ରହିଥିବା ନେଇ ସୂଚନା ଦେଇଥିଲେ! ଛତିଶଗଡର ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଦୁଇ ଜଣ ନିର୍ଦ୍ଦୋଷ ତୁରନ୍ତ ସେମାନଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି!
Sign in
Sign in
Recover your password.
A password will be e-mailed to you.