Sign in
Sign in
Recover your password.
A password will be e-mailed to you.
ତୁମ୍ଭାଅଣ୍ଡେଇ ସାହିର ସରସ୍ବତୀ ବୁଡ ମେଳଣ ଅନୁଷ୍ଠିତ
ଜଗତସିଂହପୁର/ସୁମନ୍ତକୁମାରଦାସ: ବାରମାସରେ ତେର ଯାତ୍ରାର ସମାହାର ରେ ଓଡ଼ିଆ ପରମ୍ପରା l କେତେ କଣ ଯାନୀ ଯାତ୍ରାକୁ ଜଗତସିଂହପୁର ଜିଲ୍ଲା ର ପଂଚାୟତ ବାସୀ ଉପଭୋଗ କରିଥାନ୍ତି l ଏମିତି ଏକ ଯାତ୍ରା ମଧ୍ୟରୁ ସରସ୍ବତୀ ବୁଡ ନାମରେ ପରିଚିତ ଏକ ଯାତ୍ରା ଜଗତସିଂହପୁର ଜିଲ୍ଲାର ତୁମ୍ଭାଅଣ୍ଡେଇ…
ଗଛ କଟା କୁ ନେଇ ଏବେ ବିବାଦ ଘେରରେ ଡ଼ଙ୍ଗରା ସରପଞ୍ଚ: ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଲେ ଗ୍ରାମବାସୀ.
ନବରଙ୍ଗପୁର/ଅଶୋକ ସାହୁ:ଗଛ କଟା କୁ ନେଇ ଏବେ ବିବାଦ ଘେରରେ ଡ଼ଙ୍ଗରା ସରପଞ୍ଚ |ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଲେ ଗ୍ରାମବାସୀ |ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡ଼ଙ୍ଗରା ଗ୍ରାମ ପଂଚାୟତ ଠାରେ. ଅଞ୍ଚଳବାସୀ ସରପଞ୍ଚ ଙ୍କ ମନମୁଖୀ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଂକଳ୍ପ ପତ୍ର ପାଠ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଅଧ୍ୟକ୍ଷତା କରି ଉପସ୍ଥିତ ଥିବା ଛାତ୍ରୀ…
‘ଡ୍ରିଙ୍କ୍ ଫ୍ରମ ଟ୍ୟାପ ’କୁ ନୋବେଲ ବିଜେତାଙ୍କ ପ୍ରଶଂସା
ଟ୍ୟାପରୁ ସିଧାସଳଖ ପାଣି ପିଇଲେ, ଜଳସାଥୀଙ୍କ ସହ ଆଲୋଚନା କଲେ
ଭୁବନେଶ୍ବର:: ରାଜ୍ୟ ସରକାରଙ୍କ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମର୍ ପ୍ରଶଂସା କରିଛନ୍ତି । ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳୁଛି…
କେସିଙ୍ଗାରେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍ସର ଶୁଭାରମ୍ଭ
ଭବାନୀପାଟଣା / ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।
ଟ୍ରେଣ୍ଡ୍ସ ବାସ୍ତବରେ…
ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ନମ୍ବର ସ୍ଥିତିକୁ ସୁଦୃଢ଼ କରି ନଭେମ୍ବରରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ମୋବାଇଲ୍ ଓ…
ଭୁବନେଶ୍ୱର: ଓଡ଼ିଶାରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ନଭେମ୍ବର ମାସରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ସମେତ ସର୍ବାଧିକ ଫିକ୍ସଡ୍-ଲାଇନ୍ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍…
ରାଷ୍ଟ୍ରପିତାଙ୍କ ବଳିଦାନର ୭୫ ବର୍ଷ: ୩୦ ଜାନୁଆରୀରୁ ଆରମ୍ଭ ହେବ ବର୍ଷବ୍ୟାପୀ ପ୍ରାୟଶ୍ଚିତ ଓ ସଙ୍କଳ୍ପର ରାଷ୍ଟ୍ରୀୟ…
"ବାପୁଙ୍କ ଜୀବନରେ କୌଣସି ଜାତି, ଧର୍ମ, ରଙ୍ଗ, ଭାଷା, ଲିଙ୍ଗ, ରାଜ୍ୟ, ଦେଶ ଅଥବା କାମର ଭେଦ ନଥିଲା । ନାଥୁରାମଙ୍କ ଗୁଳିରେ ସେ ମଲେ ସତ, ହେଲେ ସେ ତିନୋଟି ଗୁଳି ଜାତିବାଦ, ଧର୍ମଭିତ୍ତିକ ସାମ୍ପ୍ରଦାୟବାଦ ତଥା ପୁଞ୍ଜିବାଦୀ ଶୋଷଣର ପ୍ରତୀକ ଥିଲା । ଗାନ୍ଧୀ ତ ଗୁଳି ଚୋଟରେ ଶହୀଦ ହେଲେ, ହେଲେ…
ରିଲାଏନ୍ସ ରିଟେଲର ତେଜରାତି ଷ୍ଟୋରଗୁଡିକରେ ନୂତନ କର୍ମଚାରୀଙ୍କ ନିମନ୍ତେ ସ୍ୱତନ୍ତ୍ର ପାରମ୍ପରିକ ସ୍ୱାଗତ ବ୍ୟବସ୍ଥା
ଭୁବନେଶ୍ୱର: ଦ୍ରୁତ ସମ୍ପ୍ରସାରଣ ଅଭିଯାନ ଜାରି ରଖିଥିବା ରିଲାଏନ୍ସ ରିଟେଲ ଏହାର ତେଜରାତି ଷ୍ଟୋରଗୁଡିକରେ ନୂତନ କର୍ମଚାରୀଙ୍କୁ ସ୍ୱାଗତ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ମାନବ ସମ୍ବଳ ପଦ୍ଧତି ଲାଗୁ କରିଛି ।ଜର୍ମାନୀର ରିଟେଲର ‘ମେଟ୍ରୋ’ର ଭାରତରେ ଥିବା ପାଇକାରୀ ବ୍ୟବସାୟର…
ଟାଟା ଟି ପ୍ରିମିୟମ୍ ପକ୍ଷରୁ ୩ଡିରେ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ଭର୍ଚୁଆଲ୍ ଝାଙ୍କି ସହ “ଦେଶ କି ଝାଙ୍କି” ଅଭିଯାନକୁ…
ପ୍ରଯୁକ୍ତିକୁ ବ୍ୟବହାର କରି ସ୍ଥାନୀୟ ଭାବ ଜରିଆରେ ଗ୍ରାହକଙ୍କୁ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବା ଅନୁଯାୟୀ ଗଣତନ୍ତ୍ର ଦିବସ ପ୍ୟାରେଡ୍ ଅନୁଭୂତି ପ୍ରଦାନ କରିବା
“ଭର୍ଚୁଆଲ୍ ଝାଙ୍କି” ଜରିଆରେ ଭାରତର ରାଜ୍ୟର ସମୃଦ୍ଧ ସହଯୋଗକୁ ପ୍ରଦର୍ଶନ କରି India@୭୫କୁ ପାଳନ କରିବା…
‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ ଭୁବନେଶ୍ୱର ଠାରୁ ଆଲ୍ଲାହାବାଦ-ବାରଣାସୀ ଅଭିମୁଖୀ ସ୍ୱତନ୍ତ୍ର ଟ୍ରେନ୍…
ତୀର୍ଥଯାତ୍ରୀମାନେ ଭଗବାନ ବିଶ୍ୱନାଥଙ୍କ ଦର୍ଶନ କରି ନିଜ ପାଇଁ, ନିଜ ପରିବାର ଏବଂ ଓଡିଶା ପାଇଁ ଆଶୀର୍ବାଦ ନେଇ ଆସନ୍ତୁ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ): ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ ଭୁବନେଶ୍ୱର ଠାରୁ ଆଲ୍ଲାବାଦ (ପ୍ରୟାଗରାଜ)-ବାରଣାସୀ ଅଭିମୁଖୀ ସ୍ୱତନ୍ତ୍ର…