ପଦ୍ମପୁର :- ସ୍ଥାନୀୟ ଶିଶୁ ସମ୍ମୁଖରେ ଥିବା ବାଲାଜୀ ଷ୍ଟିଲ ନାମକ ଏକ ଲୁହା ଛଡ ଦୋକାନ ଓ ମାଲିକ ଅନିଲ ମୋଦିଙ୍କ ଘରେ ଏକକାଳୀନ ଭାବରେ ଚଢାଉ କରିଛି ସିଟି ଓ ଜିଏସଟି ବିଭାଗ l ବରଗଡ଼ ଡେପୁଟି କମିଶନର ରଜନୀକାନ୍ତ ସେଠଙ୍କ ନେତୃତ୍ବରେ ଟିକସ ପୈଠରେ ଚଞ୍ଚକତା ଅଭିଯୋଗରେ ଚଢାଉ କରାଯାଇଥିବା ଏହି ଦୋକାନରୁ ମଙ୍ଗଳ ଷ୍ଟୋନ କ୍ରସରର ସିଲ ମୋହର ତଥା କାଗଜ ପତ୍ର ଜବତ ହୋଇଛି l
Sign in
Sign in
Recover your password.
A password will be e-mailed to you.