Sign in
Sign in
Recover your password.
A password will be e-mailed to you.
ଆଦାନୀ ଗ୍ରୁପ ଠକେଇ ମାମଲାରେ ଷ୍ଟେଟବ୍ୟାଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀଙ୍କ ସମ୍ପତ୍ତି ଅଧାରୁ କମ୍ ହୋଇଯାଇଛି। ଆଦାନୀ ଗ୍ରୁପର ସେୟାର ପ୍ରତିଦିନ ହ୍ରାସ ପାଉଛି ବୋଲି ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥାର ନିବେଶକମାନେ ପ୍ରାୟ ୧୦…
ନିଆଁ ଦାଉରେ ଛଟପଟ ଅଞ୍ଚଳବାସୀ , ସଚେତନତା ଅଭାବ
ଖତ ନାଁରେ ଏକର ଏକର ଜମିରେ ଜଳୁଛି ନିଆଁ
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତଥା ଆଖପାଖ ଅଞ୍ଚଳରେ ଏବେ ଧାନ ଅମଳ ସରିଯାଇଛି। କ୍ଷେତରୁ ଧାନ ନେଇଯିବା ପରେ ଚାଷୀ ବଳକା ନଡାକୁ ଛାଡିଯାଉଛି। ପୁଣି ଖରିଫ ଚାଷ ଆଗରୁ କ୍ଷେତ ପ୍ରସ୍ତୁତି କରିବା ପାଇଁ…
ଦୋଳଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ନୂତନ କମିଟି ଗଠିତ
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପ୍ରସିଦ୍ଧ ଶୈବ ପୀଠ ଚମ୍ପାମାଲ ସ୍ଥିତ ବାବା ଚମ୍ପେଶ୍ୱର ମନ୍ଦିରରେ ପଞ୍ଚାଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହେବା ସହ ଏକ କମିଟୀ ଗଠନ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ଯାତ୍ରା ପାଇଁ ସଭାପତି ଭାବରେ କିଶୋର…
ଚିର ନିଦ୍ରାରେ ସାରସ୍ୱତ ସାଧିକା ନିର୍ମଳପ୍ରଭା
ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ମାତୃବିୟୋଗ
ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ଆଜି ଏଠାରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।…
ପ୍ରଥମ ଏନ୍ବିଏ ମାନ୍ୟତାପ୍ରାପ୍ତ ପଲିଟେକ୍ନିକ ମଧ୍ୟରେ କିଟ୍ ପଲିଟେକ୍ନିକ୍
ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସ୍ନାଲ୍ ବୋର୍ଡ ଅଫ୍ ଆକ୍ରିଡିଟେସନ୍ (ଏନ୍ବିଏ) ମାନ୍ୟତା ପ୍ରାପ୍ତ ପଲିଟେକ୍ନିକ୍ ମଧ୍ୟରେ କିଟ୍ ପଲିଟେକ୍ନିକ୍ ସ୍ଥାନ ପାଇବାର ଗୌରବ ଅର୍ଜ୍ଜନ କରିଛି । ଏନ୍ବିଏ ପକ୍ଷରୁ କିଟ୍ ପଲିଟେକ୍ନିକର ୩ଟି…
ଯୋଡ଼ା ମଣ୍ଡଳ ବିଜେପି ର ପଞ୍ଚମ କାର୍ଯ୍ୟକାରିଣୀ ବୈଠକ
ଯୋଡ଼ା: ଆଜି ଯୋଡ଼ା ମଣ୍ଡଳ ବିଜେପି ର ପଞ୍ଚମ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ସଭାପତିତ୍ବ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଚମ୍ପୁଆ ବିଧାନସଭା ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପିର ଯୋଡ଼ାବ୍ଲକ ଘେରାଉ
ଯୋଡ଼ା / ପାର୍ଥ ସାରଥି ଷଡ଼ଙ୍ଗୀ: ଯୋଡ଼ାବ୍ଲକ ରେ ଗରିବ ଲୋକଙ୍କର ନାମକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଆଜି ପୂର୍ବାହ୍ନରେ ଯୋଡ଼ାବ୍ଲକ ସମ୍ମୁଖରେ ବିଜେପି ତରଫରୁ ଘେରାଉ କରାଯାଇଥିଲା । ସୂଚନା ଯୋଗ୍ୟଯେ ଗତ ୨୫ ତାରିଖରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପିର ଚମ୍ପୁଆ ବ୍ଲକ ଘେରାଉ
ଚମ୍ପୁଆ/ ରାଜେଶ ଆଚାର୍ଯ୍ୟ: ଚମ୍ପୁଆ ବ୍ଲକ ଅଧିନସ୍ଥ ଚମ୍ପୁଆ ଗ୍ରାମୀଣ ମଣ୍ଡଳ, ଭଣ୍ଡା ମଣ୍ଡଳ ଏବଂ ଚମ୍ପୁଆ ନଗର ମଣ୍ଡଳର ଗରିବ ଲୋକଙ୍କର ନାମକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଆଜି ପୂର୍ବାହ୍ନରେ ଚମ୍ପୁଆ ବ୍ଲକ ସମ୍ମୁଖରେ ବିଜେପି ତରଫରୁ ଘେରାଉ କରାଯାଇଥିଲା ।…
ନୂଆପଡ଼ାରେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍ସର ଶୁଭାରମ୍ଭ
ନୂଆପଡ଼ା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ନୂଆପଡ଼ା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ…
15 ଦିନ ର ଶିଶୁ ପୁତ୍ରକୁ 10 ହଜାର ଟଙ୍କାରେ ବିକିଲେ ବାପା ଆଉ ମା
ଜଗତସିଂହପୁର,/ସୁମନ୍ତକୁମାରଦାସ:ଜଗତସିଂହପୁର ଜିଲ୍ଲା ସଦର ଅଞ୍ଚଳ ରେ ଘଟିଛି ଅଭବନୀୟ ଘଟଣା 15 ଦିନର ଶିଶୁ ପୁତ୍ର କୁ 10 ହଜାର ଟଙ୍କା ରେ ବିକିଲେ ବାପା ଆଉ ମା l ଘଟଣା ଟି ଘଟିଛି ଜଗତସିଂହପୁର ସଦର ମୁଣ୍ଡାସାହି ଅଞ୍ଚଳ ରେ l 15 ଦିନ ର ଶିଶୁ ପୁତ୍ର କୁ ବିକିଥିବା ନେଇ ଅଭିଯୋଗ ପରେ ଘଟଣା…