Sign in
Sign in
Recover your password.
A password will be e-mailed to you.
ଉତ୍କଳ ଆଲୁମିନା କମ୍ପାନୀ ମୂଖ୍ୟ ଫାଟକ ଠାରେକଂଗ୍ରେସ ଦଳ ତରଫରୁ ବିକ୍ଷୋଭ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଖଣି ପ୍ରଭାବିତ ଅଞ୍ଚଳ ତଥା କାଶୀପୁର ବ୍ଲକର ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଏବଂ ପ୍ରଦୂଷଣ ମୁକ୍ତ ଓ ପାରିପାର୍ଶ୍ବକ ଉନ୍ନତି ଆଦି ଅଞ୍ଚଳ ବାସୀଙ୍କ ମୌଳିକ ସମସ୍ୟା ସମ୍ବଳିତ ଛ ଦଫା ନ୍ୟାର୍ଯ୍ୟ ଦାବୀ ନେଇଁ କମ୍ପାନୀ ଅଞ୍ଚଳର ଜମି ହରା ବିସ୍ଥାପିତ…
ଆଠ ମାସ ହେଲା ସୋଲାର ପ୍ରକଲ୍ପ ଅଚଳ , ପିଇବା ପାଣି ପାଇଁ ହନ୍ତସନ୍ତ, ବାରମ୍ବାର ଦାବି ସତ୍ତ୍ୱେ ଫଳ ଶୂନ
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରସାଇ ମେହେର ପଡ଼ା ଠାରେ ପାନୀୟଜଳ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତମାନ ରାଜ୍ୟରେ ସରକାର ଘରଘର ଜଳ ନାରା ଦେଉଛନ୍ତି। ଏଠାରେ ଦୁଇଟି ୱାର୍ଡ ର…
ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁଭାରମ୍ଭ, ୧୦ ତାରିଖ ଯାଏଁ ଚାଲିବ ଏହି ମେଳା
ସୁନ୍ଦରଗଡ଼/ରାଉରକେଲା (ବସନ୍ତ କୁମାର ଜେନା): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରଯାଇଛି। ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ରଠାରେ ଆୟୋଜିତ ଏହି ମେଳା ମଙ୍ଗଳବାର ଦିନ ଶୁଭାରମ୍ଭ ହୋଇଛି। ଏହା ୧୦ ତାରିଖ…
ପାଣି ପଞ୍ଚାୟତ ପକ୍ଷ ପାଳନର ଦ୍ୱିତୀୟ ପର୍ଯ୍ୟାୟ ଫେବୃୟାରୀ ୮ରେ ସବୁ ଜିଲ୍ଲାରେ ପୁରସ୍କାର ବିତରଣ, ସଚେତନତା ସମାବେଶ ଓ…
ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ଆଗାମୀ ଫେବୃୟାରୀ ମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଫେବୃୟାରୀ ୧ ରୁ ୭ ତାରିଖ ମଧ୍ୟରେ ରାଜ୍ୟରେ ବିଭାଗୀୟ ୧୧୭ ଟି ଡିଭିଜନସ୍ତରରେ ପାଣି ପଂଚାୟତ ପକ୍ଷପାଳିତ ହୋଇଥିବା ବେଳେ…
ଗ୍ରାମାଞ୍ଚଳ ବିକାଶରେ ପରିବର୍ତ୍ତନ ଆଣିଛି ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସେତୁ ଯୋଜନା
୨୧,୯୫୮ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ସେତୁ ନିର୍ମାଣ
୫୮୮ଟି ଗ୍ରାମର ୬ ଲକ୍ଷ ୧୨ ହଜାର ୫୬୩ ଜନସାଧାରଣ ଉପକୃତ
ଭୁବନେଶ୍ୱର,:ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା ପ୍ରଣୟନ କରିଛନ୍ତି । ୨୦୧୧ ମସିହାରେ ଓଡ଼ିଶା ସରକାର…
ଜିଓ ପକ୍ଷରୁ ତାଳଚେରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ, ସାରା ଓଡ଼ିଶାର ୧୩ଟି ସହରରେ ପହଂଚିଲା ଟ୍ରୁ-୫ଜି
ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ୧୦ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହ ସାରା ଦେଶର ୨୩୬ ସହରରେ ପହଂଚିଲା ଟ୍ରୁ-୫ଜିର ଲାଭ
ଭୁବନେଶ୍ୱର / ମୁମ୍ବାଇ,: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ତାଳଚେର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯିବା ସହ ରାଜ୍ୟର…
କୃଷକମାନଙ୍କ ସମସ୍ତ ଧାନ କ୍ରୟ ସହିତ ଏମ୍ଏସ୍ପିକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି
ଧାନ କିଣାରେ ୨୦,୦୦୦ କୋଟି ଟଙ୍କା ହ୍ରାସ ଚାଷୀଙ୍କୁ ପ୍ରଭାବିତ କରିବ
ଧାନ କୁଇଣ୍ଟାଲ ୨୯୩୦ କରିବାକୁ ବିଧାନସଭା ପ୍ରସ୍ତାବକୁ କେନ୍ଦ୍ରର ଅଣଦେଖା
ଧାନର ଏମ୍ଏସ୍ପି ୧.୫ ଗୁଣ ବଢାଇବା ପ୍ରସ୍ତାବ ଶୀତଳଭଣ୍ଡାରରେ
ଓଡିଶାରୁ ଧାନ କିଣା ଲକ୍ଷ୍ୟ ୮୦% ହ୍ରାସ କରିଛି…
ଏତିହାସିକ ପୀଠ ପୋଡ଼ାଗଡ ମଣ୍ଡେଇ ଉଦଯାପିତ।
ଉମରକୋଟ/ଜିତେନ୍ଦ୍ର ମହାନ୍ତି: ଐତିହାସିକ ପୋଡ଼ାଗଡ ପୀଠ ର ମଣ୍ଡେଇ ଇତି ମଧ୍ୟରେ ସମ୍ପୂର୍ଣ ହୋଇଯାଇଛି।ଏହି ଅବସର ରେ ୯୩ ମୌଜା ତଥା ୩ ମୁଠା ,ବୋରିଗାଁ,ପରିଆ, ହୀରପୁର ର ସମସ୍ତ ଦେବଦେବୀ ପ୍ରତୀକ ଲାଠି କୁର୍ଚି ଓ ବିମାନ ସହ ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟ କଲାବାଲି, କର୍ପାବଣ୍ଡ,…
ନିମ୍ନ ମାନର କାମ ଓ କାର୍ଯ୍ୟର ମନ୍ଥରତା ନେଇ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ
ରାଉରକେଲା /ଵଣାଇଁ(ବସନ୍ତ କୁମାର ଜେନା) : ଜନସାଧାରଣ କଂ ଗମନାଗମନ ର ସୁବିଧା ଯୋଗାଇଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀକଂ ମଧ୍ୟ ରେ ସଲାସୁତୁରା ଯୋଗୁଁ ଅନେକ କାମ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି । ସହର ର ମୁଖ୍ୟ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ…