ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ଜାତୀୟ ଡେ଼ଙ୍ଗୁ ଦିବସ ପାଳନ ହେଇଯାଇଛି। ବିଗତ ଦିନରେ ମୋହନା ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରି ଅନେକ ଜୀବନ ନେଇଥିଲା, ତେଣୁ ଏହି ଡେଙ୍ଗୁ ରୋଗକୁ ଦୂର କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଲୋକଙ୍କୁ ନେଇ ସଚେତନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି।
କାର୍ଯ୍ୟକ୍ରମରେ ମୋହନା ବିଡ଼ିଓ ତପସ୍ୱିନୀ ହାଂସଦା , ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଲଳିତା ମଳିକ , ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଅଧିକାରିଣୀ ନମିତା ପଣ୍ଡା , ଡାକ୍ତର ସଞ୍ଜିତା ନାୟକ , ମୋହନା ସରପଞ୍ଚ ସୁନୀତା ମଲିକ ସମେତ ଅଙ୍ଗନୱାଡ଼ି , ଆଶା କର୍ମୀ , ମେଡିକାଲ୍ କର୍ମଚାରୀ ଉପସ୍ଥିତ ଥିଲେ।ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ଜାତୀୟ ଡେ଼ଙ୍ଗୁ ଦିବସ ପାଳନ ହେଇଯାଇଛି। ବିଗତ ଦିନରେ ମୋହନା ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରି ଅନେକ ଜୀବନ ନେଇଥିଲା, ତେଣୁ ଏହି ଡେଙ୍ଗୁ ରୋଗକୁ ଦୂର କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଲୋକଙ୍କୁ ନେଇ ସଚେତନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି।
କାର୍ଯ୍ୟକ୍ରମରେ ମୋହନା ବିଡ଼ିଓ ତପସ୍ୱିନୀ ହାଂସଦା , ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଲଳିତା ମଳିକ , ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଅଧିକାରିଣୀ ନମିତା ପଣ୍ଡା , ଡାକ୍ତର ସଞ୍ଜିତା ନାୟକ , ମୋହନା ସରପଞ୍ଚ ସୁନୀତା ମଲିକ ସମେତ ଅଙ୍ଗନୱାଡ଼ି , ଆଶା କର୍ମୀ , ମେଡିକାଲ୍ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.