Sign in
Sign in
Recover your password.
A password will be e-mailed to you.
ସୁନ୍ଦରକୁ ଯେ ଗର୍ଭରେ ଧରେ ସେ ସୋନ୍ଦର୍ଯ୍ୟମୟୀ ମା ହେଉଛି ସବୁଠୁ ସୁନ୍ଦର: ଅରୁଣ
ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ତୃତୀୟ ସଂଧ୍ୟା
ନୟାଗଡ଼(ବିଶ୍ଵଜିତ ନାୟକ)18/2 : ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ତୃତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ…
ମହେନ୍ଦ୍ରଗିରି ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଶିବରାତ୍ରୀ ଓ ଜାଗର ଦୀପଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି ମହାଶିବରାତ୍ରୀ ଓ ମହାଜାଗର ଦୀପ ଯାତ୍ରା ମହାସମାରୋହରେ…
ସ୍ମାର୍ଟ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସ୍ମାର୍ଟ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଶିକ୍ଷାଵିତ ବିଚିତ୍ରାନନ୍ଦ ବେବର୍ତ୍ତା , ଡକ୍ଟର ଅଶୋକ ମିଶ୍ର , ମିର ସାଦତ୍ ଅଲ୍ଲି ପ୍ରମୁଖ ଯୋଗ ଦେଇଥିଲେ।…
ସମ୍ପତ୍ତି ବିକି କାର କିଣିବା ଅପେକ୍ଷା ରୋଜଗାର କରି ବାଇକ କିଣିବା ଭଲ :- ବିଧାୟକ ସୁଶାନ୍ତ ସିଂ
ମୁଖ୍ୟମନ୍ତ୍ରୀ ଙ୍କର ଆର୍ଥିକ ସୁପରିଚାଳନା ରାଜ୍ୟକୁ ବିକାଶ କ୍ଷେତ୍ରରେ ଆଗେଇ ନେଇଛି ।।
https://youtu.be/l0rDYAQPxZ4
ନୃସିଂହନାଥ ମହାପ୍ରଭୁ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ମନେ ପକାଇବାରେ ସହାୟକ ହୁଅନ୍ତୁ…
"ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ"
https://youtu.be/GN9LIsZ61uI
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଙ୍କର 3 ଗୋଟି ଧନ୍ୟବାଦ ସଭା
ବରଗଡ :- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଙ୍କର ଏକ ଦିନିଆ ପଦ୍ମପୁର ଗସ୍ତ ରହିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ…
ପ୍ରଶିକ୍ଷଣ କେନ୍ଦ୍ରର ଦୂରତାକୁ ନେଇ ଶିକ୍ଷକଙ୍କ ଅସନ୍ତୋଷ,ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ନୟାଗଡ଼,: ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ରକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ…
ଜମିବାଡ଼ିକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା,ବାପ ପୁଅ ଅଟକ
- ଘଟଣାସ୍ଥଳରେ ପୋଲିସର ସନ୍ଧାନୀ କୁକୁର
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନ ଅନ୍ତର୍ଗତ କମିରା ଗ୍ରାମରେ ଶନିବାର ଦିନ ଏକ ସଘନ୍ୟ ହତ୍ୟା କାଣ୍ଡ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ,କମିରା ଗ୍ରାମର ପିତା- ଅରୁଣ ବିଶ୍ଵାଲ ତାଙ୍କର…
ନଳକୂପ ଅଚଳ, ମରାମତି ଦାବି
ବୀରମହାରାଜପୁର, ( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଗାଁ ମଝିରେ ଥିବା ନଳକୂପ ଦୀର୍ଘ ଦୁଇ ମାସ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି। ଫଲରେ ସ୍ଥାନୀୟ ଅଧିବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା…
ଔଷଧୀୟ ବୃକ୍ଷ ଚାଷ , ଚାଷୀଙ୍କ ପାଇଁ ଲାଭଦାୟକ ହେବ
ସମାପନ ହେଲା ଛଅ ଦିବସିୟ ରାଷ୍ଟ୍ରୀୟ ସିଏମଇ
ବରଗଡ:-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ରହିଛି ପାଇକମାଲ ଓ ବରଗଡ଼ ଜିଲ୍ଲା କୁ ଗୌରବାନ୍ୱିତ କରୁଥିବା ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । ଆଜିର ଦିନରେ ଏହି…
ଜୟନାରାୟଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବିଜେପି: ବିଜେଡି
ପୂର୍ବତନ ବିରୋଧିଦଳ ନେତାଙ୍କୁ ବି ସମାଲୋଚନା
ପୂର୍ବତନ ଉପନେତା ଓ ବର୍ତ୍ତମାନର ମୁଖ୍ୟ ସଚେତକଙ୍କୁ ବି ଛାଡିଲେନି
ଅତୀତରେ ସମୀର ମହାନ୍ତିଙ୍କୁ ବି ମାଡ ମରାଇଥିଲେ ଶ୍ରୀ ମିଶ୍ର
ଭୁବନେଶ୍ୱର: :" ତାଙ୍କ ପୂର୍ବରୁ ନେତାମାନେ ଶାସକ ଦଳ ଦ୍ୱାରା ପରିଚାଳିତ…