Sign in
Sign in
Recover your password.
A password will be e-mailed to you.
ବିନା ସୂଚନାରେ କଙ୍କଡାହାଡ଼ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର: ଉଦ୍ଦେଶ୍ୟ ଯାଉ ଚୁଲୀକୁ
କାମାକ୍ଷାନଗର/ ରିତେଶ ବ୍ରହ୍ମା :ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ,ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମିତି କଙ୍କଡାହାଡ଼ ମିଳିତ ଆନୁକୂଲ୍ୟରେ ଆଜି କଙ୍କଡାହାଡ଼ ବ୍ଲକ ସଭାଘରେ ବ୍ଲକ ସ୍ତରୀୟ ନିଯୁକ୍ତି ଭିତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ଓଡିଶା ଦକ୍ଷତା…
ଦୁଇ ବାଇକ ମୁହାଁମୁହିଁ ଧକ୍କା ,ଜଣେ ମୃତ ।
କାମାକ୍ଷାନଗର/ ରିତେଶ ବ୍ରହ୍ମା :ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଶୀତଳବସା ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଫଳରେ ଜଣକର ମୃତ୍ୟୁ ଘଟିଛି ।ସୂଚନା ଅନୁସାରେ ଜୟପୁରାକାଟେଣି ପଞ୍ଚାୟତ କାଦବସନ୍ତ ଗ୍ରାମର ବାଜିନାଥ ଟୁଡୁ(୨୫)ନିଜ ଗାଁରୁ ସୁକିନ୍ଦା ଯାଉଥିଲା ବେଳେ ବିପରୀତ…
ସ୍ଥାୟୀ ନିଯୁକ୍ତି ଦାବିରେ ଆରବିଏସ୍କେ ଆୟୁଷ ଡାକ୍ତର ସଂଘ ତରଫରୁ ଆନ୍ଦୋଳନ ଆରମ୍ଭ
" ଆମକୁ ଡାକି ଆମ ଦାବି ବିଷୟରେ ଆଲୋଚନା କଲେ ଆମେ ଆନ୍ଦୋଳନ ବନ୍ଦ କରି କାମରେ ଯୋଗ ଦେବୁ"
ଭୁବନେଶ୍ୱର,: ନିଯୁକ୍ତି ସ୍ଥାୟୀକରଣ ଦାବି ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୀର୍ଘ ୯ ବର୍ଷରୁ ଅଧିକ ଦିନ ଧରି ଚୁକ୍ତିଭିତ୍ତିକ…
ନୟାଗଡ଼ ଜିଲ୍ଲାପ୍ରତି ରେଳବିଭାଗର ବୈମାତୃକ ମନୋଭାବ
ନୟାଗଡ଼,୨୦ା୨ : ପୂର୍ବତଟ ରେଳ ବିଭାଗ କ୍ରମାଗତଭାବେ ନୟାଗଡ଼ ଜିଲ୍ଲାକୁ ଉପେକ୍ଷା କରି ଚାଲିଛି । କିଛି ଦିନ ତଳେ ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ୧୮୪୨୩/୧୮୪୨୪ ନଂ ମେମୁ ଟ୍ରେନକୁ ହଟାଇ ଏକ ପୁରୁଣା ଟ୍ରେନ ଚାଲୁଥିଲା । ମାତ୍ର ଏହି ଟ୍ରେନକୁ ନିୟମିତ ଭାବେ ସଫା କରାଯାଉ ନଥିବାରୁ ଏଥିରେ ଧୂଳିମଳି…
ବରିଷ୍ଠ ନାଗରିକଙ୍କ କାଳିଆ ଦର୍ଶନ ଯାତ୍ରା
ନୟାଗଡ,୨୦/୨:ନୟାଗଡ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପ୍ରାୟୋଜିତ କାଳିଆଦର୍ଶନ, ଯାତ୍ରା ରେ ୧୦୮ ଜଣ ବରିଷ୍ଠ ନାଗରିକ ଆଜି ସକାଳୁ ଟ୍ରେନ ଯୋଗେ ପୁରୀ ଯାତ୍ରା କରିଛନ୍ତି। ପୁରୀରେ ପହଂଚି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଅବଢ଼ା ସେବନ କରିଥିଲେ।ଏହା ପରେ ସମୁଦ୍ରକୂଳରେ ଏକ ସ୍ୱତନ୍ତ୍ର…
“ଆମ ଧାମନଗର ଅଂଚଳର ବିକାଶର ଦାଇତ୍ୱ କେବେ ନେବେ !!”
ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ପ୍ରଶ୍ନ
ଭୁବନେଶ୍ୱର: "ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ପ୍ରତିଶ୍ରୁତି ପାଳନ କରିବା କଥା କହିଛନ୍ତି | ମୁଁ ବିନମ୍ରତା ସହିତ ମନପେକାଇବା ପାଇଁ ଚାହେଁ ଯେ ଧାମନଗର ଉପନିର୍ବାଚନ ସମୟରେ ମଧ୍ୟ ଆପଣ ଆମ ଅଂଚଳର ବିକାଶର ଦାଇତ୍ୱ ନେବା କଥା…
ଭାରତ ରକ୍ଷା ମଞ୍ଚ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳିତ ।
ଭୁବନେଶ୍ୱର, ୧୯/୦୨ : ଭାରତ ରକ୍ଷା ମଞ୍ଚ ପକ୍ଷରୁ ମହାନ ପରାକ୍ରମୀ ସାହସୀ ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ୩୯୩ତମ ଜନ୍ମ ଜୟନ୍ତୀ ଆଜି ଭୁବନେଶ୍ୱର ମହାନଗରସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଭାରତ ରକ୍ଷା ମଞ୍ଚ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଇଂ ମନୋଜ ଆଚାର୍ଯ୍ୟ…
ଜିଓ ଓଡ଼ିଶାରେ ବଜାର ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରିବା ସହ ଡିସେମ୍ବରରେ ଯୋଡ଼ିଲା ୭୪,୦୦୦ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ…
-ଡିସେମ୍ବରରେ ଓଡ଼ିଶାରେ ନୂଆ ଗ୍ରାହକ ଯୋଡ଼ିବାରେ ଜିଓ ଏକମାତ୍ର ଅପରେଟର
- ୨୦୨୨ ଡିସେମ୍ବରରେ ୮୦୦୦ରୁ ଅଧିକ ନୂଆ ଜିଓଫାଇବର ଗ୍ରାହକ ଯୋଡ଼ିବା ସହ ଉଭୟ ଓୟାରଲେସ୍ ଓ ଓୟାରଲାଇନ୍ କ୍ଷେତ୍ରରେ ନିଜ ଏକ ନମ୍ବର ସ୍ଥିତିକୁ ଆହୁରି ମଜଭୂତ କରିଛି
ଭୁବନେଶ୍ୱର: ଓଡ଼ିଶାର ସବୁଠୁ…
ପୁସ୍ତକର ପରମ ଶତ୍ରୁ ସମୟ:ସୌମ୍ୟରଂଜନ
ପୁସ୍ତକ ମହୋତ୍ସବ ଉଦଯାପିତ
ସାହିତ୍ୟ ସମ୍ପର୍କ ସୃଷ୍ଟି କରେ:ଛନ୍ଦା ମିଶ୍ର
ନୟାଗଡ଼,୧୯/୨: ଦୀର୍ଘ ୫ଦିନ ଧରି ଦକ୍ଷିଣକାଳୀ ପଡ଼ିଆରେ ଚାଲିଥିବା ପୁସ୍ତକ ମହୋତ୍ସବ ଏବଂ କ୍ୟାରିଅର ମେଳା ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ…
ସୃଜନ ସମାବେଶରେ କବିତା ପ୍ରତିଯୋଗିତା
ନୟାଗଡ଼,୧୯/୨ :ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସୃଜନ ସମାବେଶ-୨୦୨୩ ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମକୁ ନାଟ୍ୟଭୂଷଣ ଡ଼.ବିଜୟ ଚୌଧୁରୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।…