ଓଡିଶାର ୧୩ଟି ସହରରେ ଉପଲବ୍ଧ ହେଲା ଏୟାରଟେଲ୍ ୫ଜି ପ୍ଲସ୍‌

ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡରେ ଅଲ୍‌ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍ ସେବାର ଶୁଭାରମ୍ଭ ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍‌ର ୫ଜି…

ଓଡ଼ିଆ ସାହିତ୍ୟର ଅନ୍ଧକାର ଯୁଗରେ ଓଡ଼ିଆ ଅସ୍ମିତାର ପରିଚୟ ଥିଲେ ନାଟ୍ୟକାର ଆପନ୍ନା ପରିଚ୍ଛା : ନାଟ୍ୟକାର ଆପନ୍ନା…

 ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ , ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୫ତମ ଜନ୍ମୋତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ…

ଭାରତୀୟ କ୍ରୀଡ଼ାର ସୁବର୍ଣ୍ଣ ମୁହୂର୍ତ୍ତ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିଟ୍‍-କିସରେ ପ୍ରତିଭାଙ୍କ ନାମରେ କ୍ରୀଡ଼ା…

କିସ୍‍ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ୍‍ ଉଦ୍‍ଘାଟିତ ଭୁବନେଶ୍ୱର,: କିସ୍‍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସ୍‍ ତଥା କିସ୍‍-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‍ଘାଟନ କରିଛନ୍ତି । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ…

କବି ସଂଗ୍ରାମ ମିଶ୍ରଙ୍କର ନୂତନ କବିତା ପୁସ୍ତକ ‘ପ୍ରତିଧ୍ୱନୀ’ ଉନ୍ମୋଚିତ

ଭୁବନେଶ୍ୱର:ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ଜଣାଶୁଣା କବି ଶ୍ରୀ ସଂଗ୍ରାମ ମିଶ୍ରଙ୍କର ନୂତନ କବିତା ପୁସ୍ତକ ‘ପ୍ରତିଧ୍ୱନୀ’ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।ଅନ୍ୟ କବିତା ପୁସ୍ତକ…

“ଆମକୁ ଶ୍ରୀ ସମୀର ମହାନ୍ତିଙ୍କ ଉପରେ ଦୟା ଆସୁଛି”

 ଜୟନାରାୟଣଙ୍କ ପାଇଁ ବିଜେପି ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି  ନିଜ ସୁରକ୍ଷା ଫେରାଇ ଦେଇଛନ୍ତି ବିରୋଧିଦଳ ନେତା  ଜୟନାରାୟଣଙ୍କ ବିରୁଦ୍ଧରେ ରହିଛି ୧୬ଟି ଅପରାଧିକ ମାମଲା  ଜୟନାରାୟଣଙ୍କ ଦ୍ୱାରା ମାଡ ଖାଇଥିଲେ ସମୀର ମହାନ୍ତି ଭୁବନେଶ୍ୱର:…

କେନ୍ଦ୍ର ଓଡିଶାକୁ ପୁରସ୍କାର ଦେଉଛି, ବୋଧେ ମନ୍ତ୍ରୀ ଅନ୍ଧାରରେ ଅଛନ୍ତି !

ରାଜ୍ୟ ପଞ୍ଚାୟତିରାଜ ବିଭାଗର ସଫଳତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଅବଗତ ନାହାନ୍ତି: ବିଜେଡି ଭୁବନେଶ୍ୱର: ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ । ଓଡ଼ିଶାରେ ପଞ୍ଚାୟତିରାଜ ବିଭାଗ କିପରି…

ମାହାଙ୍ଗା ପୁଷ୍ପଗିରି ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି: ଆକାଶ ଦାସନାୟକ ଭୁବନେଶ୍ୱର: କଟକ ଜିଲ୍ଲା ଏରକଣାସ୍ଥିତ ମାହାଙ୍ଗା ପୁଷ୍ପଗିରି ଡିଗ୍ରୀ ମହାବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବ ଶୁକ୍ରବାର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗ ଦେଇ କହିଲେ, ସଫଳତା ସହଜରେ…

କେନ୍ଦ୍ର ସରକାର ଚାଉଳ କଟା କୁ ନେଇ ବିଜେଡିର ଧାରଣା

ବୀରମହାରାଜପୁର, (ବିନୋଦ ପାଣ୍ଡେ): କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଦେଉଥିବା ୧୦ କେଜି ଚାଉଳ ରୁ ୫ କେଜି କାଟିଦେଇ ଥିବା ଅଭିଯୋଗ କରି ବିଜୁ ଜନତା ଦଳ ତରଫରୁ ଦୀର୍ଘ ସମୟ ଧରିବ୍ଲକ ଅଫିସ ସମ୍ମୁଖରେ ଧାରଣା ରେ ବସିବା ସହିତ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…

ପାଉଁରୁଟି ପେକେଟରେ ନାହିଁ ବୈଧାନିକ ସତର୍କତା

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବିକ୍ରି ହେଉଛି ନିମ୍ନମାନର ପାଉଁରୁଟି। ବୀରମହାରାଜପୁର ତଥା ସୁବଳୟା, ଖଣ୍ଡହତା ଓ ମୁର୍ଷୁଣ୍ଢୀ ଅଞ୍ଚଳର ବିଭିନ୍ନ ଗ୍ରାମରେ ବିକ୍ରି ହେଉଥିବା ବିଭିନ୍ନ ଖାଦ୍ୟ ପଦାର୍ଥ ପେକେଟରେ ପ୍ରସ୍ତୁତି ଓ ବ୍ୟବହାର ଅବଧି…

ପଞ୍ଚାୟତସ୍ତରୀୟ ଡୁମାଳ ସମାବେଶ ଅନୁଷ୍ଠିତ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ପଞ୍ଚାୟତ ର ବଡଖମାର ମଠ ପଡିଆ ଠାରେ ଆଜି ଏକ ଦିବସିୟ ଡୁମାଳ ସମାବେଶ ତଥା ଡୁମାଳ ଜାତି ଐତିହ୍ୟ, ସଂସ୍କୃତି ଓ ଶିକ୍ଷା ର ଅଭିବୃଦ୍ଧି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…