Sign in
Sign in
Recover your password.
A password will be e-mailed to you.
ପଥରଖମ୍ବ ଗାଁ ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ ।
କାମାକ୍ଷାନଗର(ରିତେଶ ବ୍ରହ୍ମା): କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଗତ ୧୫ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡର ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ଯୋଗାଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି । ପଥରଖମ୍ବ ଗାଁ ହରିଜନ ସାହିର ମୋଟ ୨୪ ଗୋଟି ପରିବାରର ପରିବାର ପିଛା…
ପତ୍ନୀକୁ ହତ୍ୟା କଲା ସ୍ବାମୀ
ଟିକିରି ରୁ ବୈକୁଣ୍ଠ ଦୁରିଆ -ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏଭଳି ଏକ ଅଭାବନିୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମରେ। ହତ୍ୟାର ଶିକାର ମହିଳା ଜଣକ ହେଲେ ସାପାଇ ମାଝୀ। ତାଙ୍କ ସ୍ବାମୀ ମାଲିକି ମାଝୀ ଏକ ଲୁହା ରୋଡ ସାହାର୍ଯ୍ୟରେ…
ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା
https://youtu.be/VEysP7GKt04
ନବରଙ୍ଗପୁର /ଅଶୋକ ସାହୁ: .ପୁରୁଷ ବିଶ୍ଵ କପ ହକି ୨୦୨୩ ଆୟୋଜନ ଅବସରରେ ନବରଙ୍ଗପୁର ଜିଲ୍ଲା ର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ କରି ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ…
ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ନାଗେଶ୍ଵର ଟାଙ୍ଗୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୮ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର…
କେନ୍ଦ୍ରର ଧାନ କିଣା ଓ ଚାଉଳ କାଟ ନୀତିକୁ ନେଇ -ବିଜେଡିର ବିକ୍ଷୋଭ
କାମାକ୍ଷାନଗର/ ରିତେଶ ବ୍ରହ୍ମା,-କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଗରିବ ଲୋକଙ୍କ ୫ କେଜି ଚାଉଳ ବନ୍ଦ କରିବା ବିରୋଧରେ ସାରା ରାଜ୍ୟରେ ବିଜୁ ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କାମାକ୍ଷାନଗର ଠାରେ ମଧ୍ୟ ଆନ୍ଦୋଳନ…
ରାଜ୍ୟସ୍ତରୀୟ ଦୁଇଦିନିଆ ହାକାଥନ ଉଦଯାପିତ
ହାକାଥନକୁ ଉଚ୍ଚ ପ୍ରଶଂସା କଲେ ବିଶ୍ବବ୍ୟାଙ୍କ ଓ ଷ୍ଟାର୍ସ ର କେନ୍ଦ୍ରୀୟ ଟିମ
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଭୁବନେଶ୍ୱର ଆଇ ଆଇ ଆଇ ଟି ଠାରେ ଆୟୋଜିତ ଦୁଇଦିନିଆ ହାକାଥନ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି | ଓସେପାର ଷ୍ଟାରସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି…
ଓଡ଼ଗାଁ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହ୍ରାସ ବିରୋଧରେ ଗର୍ଜିଲା ବିଜେଡି
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହ୍ରାସକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଓଡ଼ଗାଁ ବିଜେଡି ସଂଗଠନ ଆଜି ବ୍ଳକ ସମ୍ମୁଖରେ ଦୃଢ଼ ପ୍ରତିବାଦ ଜଣାଇବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଳକ ବିଡ଼ିଓଙ୍କ ଜରିଆରେ ଏକ…
କାଲି ମାରିଥିଲା, ଆଜି ମରିଗଲା
ବେକରେ ଦଉଡି ଦେଇ ହତ୍ୟାକାରୀ ର ଆତ୍ମହତ୍ୟା
ଗତକାଲି କରିଥିଲା ଯୁବତୀକୁ ନିର୍ମମ ହତ୍ୟା
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମର ନମିତା ସତନାମୀ ଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୁକ୍ତ ଇନ୍ଦ୍ରମଣି ଧାରୁଆ (26) ର ମୃତଦେହ ଆଜି ସକାଳେ…
ନିଖିଲ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ସମ୍ମିଳନୀ
ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିୟର ମହାବିଦ୍ୟାଳୟ ପରିସରରେ ସଭାପତି ପ୍ରଧ୍ୟାପକ ସାଧୁଚରଣ ଗଡତିଆଙ୍କ ଅଧ୍ୟକ୍ଷତାରେ ନିଖିଲ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଳା ଶାଖାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମଂଚାସୀନ ଅତିଥି ବୃନ୍ଦ ଦୀପ…
କିଶୋର ନଗର ଡିଗ୍ରୀ କଲେଜ ଓ କନ୍ଦରପୁର କଲେଜର ବାର୍ଷିକଉତ୍ସବ
ଦୃଢ଼ ମନୋବଳ ସହ ସ୍ୱପ୍ନକୁ ସାକାର କର: ଆକାଶ ଦାସନାୟକ
ଭୁବନେଶ୍ୱର, ୧୬ା୨: ଜୀବନରେ କିଛି କରିବାକୁ ହେଲେ ପ୍ରଥମେ ତୁମର ଲକ୍ଷ୍ୟ ସ୍ଥିର କର ଆଉ ବଡ଼ ସ୍ୱପ୍ନ ଦେଖ । କଠୋର ପରିଶ୍ରମ ଆଉ ଦୃଢ଼ ମନୋବଳ ମାଧ୍ୟମରେ ସେହି ସ୍ୱପ୍ନକୁ ସାକାର କରିବାକୁ ଲାଗିପଡ଼ । ଯେପର୍ଯ୍ୟନ୍ତ ନିଜର ସ୍ୱପ୍ନ ପୂରଣ…