Sign in
Sign in
Recover your password.
A password will be e-mailed to you.
ନୟାଗଡ଼ ଟ୍ରାଫିକ ବ୍ୟବସ୍ଥା ଆଧୁନିକୀକରଣର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ
ନୟାଗଡ଼,୨୧/୨: ନୟାଗଡ଼ ସହରର ଟ୍ରାଫିକ ବ୍ୟବସ୍ଥାକୁ ସହଜ ଓ ସୁନ୍ଦର କରିବା ତଥା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏକ ଗୋଲେଇ ଛକ ଏବଂ ସ୍ୱୟଂକ୍ରିୟ ଟ୍ରାଫିକ ଅଲୋକ ବ୍ୟବସ୍ଥା ପାଇଁ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର…
ବିଭିନ୍ନ ଦାବି ନେଇ ଜିଲ୍ଲା ଅମଲା ସଂଘର ବୈଠକ
ନୟାଗଡ଼,୨୧/୨: ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଜିଲ୍ଲା ଅମଲା ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲା କୃଷି ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅମଲା ସଂଘ ସଭାପତି ବାଳକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅମଲା ମାନଙ୍କ ବିଭିନ୍ନ ଦାବି ପୂରଣ କରିବାରେ ସରକାର ଟାଳଟୁଳ…
କ୍ୟାରିୟର ଗଠନ ନିମନ୍ତେ ସୋଆର ପୁରାତନ ଛାତ୍ରଙ୍କ ଦ୍ୱାରା ଦୁଇଟି ପୁସ୍ତକ ରଚିତ
ଭୁବନେଶ୍ୱର, ୨୧/୦୨: ଛାତ୍ରଛାତ୍ରୀମାନେ ବୃତିଗତ ଦୁନିଆରେ ଓ ପ୍ରତିଯୋଗିତାମୂଳକ ପରିବେଶରେ ନିଜ ସ୍ଥିତିକୁ ସୁଦୃଢ଼ କରିବାର ମନ୍ତ୍ର ଦେବାର ଉଦ୍ଦେଶ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦୁଇଜଣ ପୁରାତନ ଛାତ୍ର ଦୁଇଟି ପୁସ୍ତକ ରଚନା କରିଛନ୍ତି । ସୋଆର ପୁରାତନ ଛାତ୍ର ଅରବିନ୍ଦ ଦାସ…
ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଛତୁଚାଷ ପ୍ରଶିକ୍ଷଣ ଶିବିର ଆୟୋଜିତ
ଭୁବନେଶ୍ୱର, ୨୧/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଚନ୍ଦକା ପଂଚାୟତ କୁଜିମହଲ ଠାରେ ଉନ୍ନତ ଭାରତ ଯୋଜନା ପରିପ୍ରେକ୍ଷୀରେ ଏକ ଛତ୍ୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି…
ବିଧାନସଭାରେ ବର୍ଷା
ମୁଣ୍ଡିଆମାରି ପବିତ୍ର ବିଧାନସଭାକୁ ପ୍ରବେଶ କଲେ
ଭୁବନେଶ୍ୱର/ ବରଗଡ଼ :- ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଦେହାନ୍ତ ପରେ ତାଙ୍କର ସୁକନ୍ୟା ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ରେକର୍ଡ଼42 ହଜାରରୁ ଉର୍ଦ୍ବ…
ସାରଳା ମନ୍ଦିର ଓ ଆଦିକବି ସାରଳା ଦାସଙ୍କ ଉପରେ ପୁସ୍ତକ – ଶ୍ରୀ ଚଣ୍ଡୀ ସାରଳା ମାଦଳା ଉନ୍ମୋଚିତ
ମନ୍ଦିର ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ ପଦ୍ମଶ୍ରୀ ପଣ୍ଡିତ ଡକ୍ଟର ଅନ୍ତର୍ୟ୍ୟାମୀ ମିଶ୍ରଙ୍କ ଦ୍ବାରା ଉନ୍ମୋଚିତ
ଝଙ୍କଡ଼ ସାରଳା: ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ସାରଳା ମନ୍ଦିରର ଇତିହାସ ଓ ସଂସ୍କୃତି ଏବଂ ପଞ୍ଚଦଶ ଶତାବ୍ଦୀର କବି ତଥା ଓଡ଼ିଆ…
ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟିକା
ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ନବ ନିର୍ମିତ ମିଶନ ଶକ୍ତି ଗୃହକୁ ସୋମବାର ଦିନ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳ ପଂଚାୟତ ସଭାପତୀ ମନୋଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି…
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କୁଆରମୁଣ୍ଡା ବ୍ଲକ୍ ଗସ୍ତ
ହାଇସ୍କୁଲ ରୂପାନ୍ତରଣ, ବାଲା ମଡେଲ ଅଙ୍ଗନବାଡ଼ି, ସମନ୍ଵିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଏବଂ ୱାଡି ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ
ରାଉରକେଲା/କୁଆରମୁଣ୍ଡା,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କୁଆରମୁଣ୍ଡା ବ୍ଲକ୍ ଗସ୍ତରେ ଆସି…
ନବରଙ୍ଗପୁର ଜିଲ୍ଲା ର କାର୍ଯ୍ୟନିର୍ବାହୀ କୋର୍ଟ, ଖାଉଟି ଅଦାଲତ ଅଚଳ
ସ୍ୱାସ୍ଥ୍ୟ ସେବା ଓ ଟ୍ରାଫିକ ପରିଚାଳନା ବିପର୍ଯ୍ୟସ୍ତ ଦୁର୍ନୀତି ଗ୍ରସ୍ତ ଅଫିସର ଙ୍କୁ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ଭର୍ତ୍ସନା କଲା ଜିଲ୍ଲା ଆଇନଜୀବୀ ସଂଘ
ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ହେବ
ନବରଙ୍ଗପୁର, ଅଶୋକ ସାହୁ: ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଜିଲ୍ଲା ଅଦାଲତ…
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ହେବ ଚଳିତ ବିଧାନସଭାର ମୁଖ୍ୟ ପ୍ରସଙ୍ଗ : ମୋହନ ମାଝୀ
ଅନୁଷ୍ଠିତ ହେଲା ବିଜେପି ବିଧାୟକ ଦଳ ବୈଠକ
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ଖଣି ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଦାଦନ ସମସ୍ୟା ଆଦି ପ୍ରସଙ୍ଗ ଉଠାଇବ ବିଜେପି
ମାଗଣା ଚାଉଳକୁ ହଡପ କରିବା, ଧାନମଣ୍ଡି…