ଭୁବନେଶ୍ୱର : ଓଡିଶା ରେଳ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଆପଣଙ୍କ ସମ୍ପର୍କୀୟଙ୍କୁ ଠାବ କରିବା ପାଇଁ ଦୟାକରି ନିମ୍ନ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିବା ସକାଶେ ପୂର୍ବତଟ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି |
ସେହି ନମ୍ବର ଗୁଡିକ ହେଲା ଭାରତୀୟ ରେଳବାଇ ହେଲ୍ପ ଲାଇନ ନମ୍ବର – 139 ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ହେଲ୍ପ ଲାଇନ ନମ୍ବର – 1800 345 006 / 1929 |
Sign in
Sign in
Recover your password.
A password will be e-mailed to you.
Prev Post
Next Post