ଟ୍ରେନ ଦୁର୍ଘଟଣା ମୃତକଙ୍କ ଶବ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ ରଖାଯାଇଛି : ପୂର୍ବତଟ ରେଳବାଇ

0

ଭୁବନେଶ୍ୱର : ବାହାନଗା ବଜାର (ବାଲେଶ୍ୱର ) ଟ୍ରେନ ଦୁର୍ଘଟଣା ମୃତ ଶରୀର ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ଭୁବନେଶ୍ୱର ର ବିଭିନ୍ନ ହସ୍ପିଟାଲ ମାନଙ୍କରେ ସଂରକ୍ଷଣ କରି ରଖାଯାଇଅଛି ବୋଲି ପୂର୍ବତଟ ରେଳବାଇ କର୍ତ୍ତ୍ତୃପକ୍ଷ ସୂଚନା ଦେଇଛନ୍ତି. |

ସୂଚନାଯୋଗ୍ୟ ଯେ ଏଯାବତ ମୃତକଙ୍କ ସଂଖ୍ୟା 275 ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସୋମବାର ମଧ୍ୟାହ୍ନ ସୁଦ୍ଧା 170 ଜଣଙ୍କ ଶବ ଚିହ୍ନଟ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସୂଚନା ଦେଇଥିଲେ. 

Leave A Reply

Your email address will not be published.