ଟ୍ରାକ୍ଟର ଓଲଟି ଦୁଇ ମୃତ ଚାରି ଜଣ ଗୁରୁତର

କାମାକ୍ଷାନଗର/ରିତେଶ ବ୍ରହ୍ମା:  ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ଦେଖାଦେଇଛି ଶୋକାକୂଳ ପରିବେଶ । ଅଷ୍ଟପ୍ରହରୀ ନାମ ଯଜ୍ଞ ନିମନ୍ତେ ଏକ ଟ୍ରାକ୍ଟର ଯୋଗେ ଛଅ ଜଣ ଗ୍ରାମ୍ୟ ଜଙ୍ଗଲରୁ ଜାମୁ ଝାଟି ନିମନ୍ତେ ଯାଇଥିଲେ । ଜାମୁ ଝାଟି ନେଇ ଫେରିବା ସମୟରେ ଜାତୀୟ ରାଜପଥ ୫୩ ଜମୁନାକୋଟ…

୧୬ ଘଣ୍ଟା ପରେ ମଧ୍ୟ ଥମୁନି ଅନଳ . ପରିସ୍ଥିତି ଅସମ୍ଭାଳ : ଜଗନ୍ନାଥ ହେ ତୁମେ ସମ୍ଭାଳ

https://youtu.be/1ChUdYAX_aY ପ୍ରବଳ ଉତ୍ତାପ ଯୋଗୁଁ ଉଦ୍ଧାରକାର୍ଯ୍ୟ ଧିମା ଉଦ୍ଧାର କାର୍ଯ୍ୟାବେଳେ ଅଗ୍ନିଶମ କର୍ମଚାରି ଅଣନିଶ୍ଵାସି ହୋଇ ଆହତ ପୁରୀ (ଅନିମେଶ ପଟ୍ଟନାୟକ): ୧୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ବି ଲିଭିନି ନିଆଁ । ଏବେ ବି ବାହାରୁଛି ଧୂଆଁ ।…

ରୋଟାରୀ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ

ନୟାଗଡ଼,୯/୩:ରୋଟାରୀ କ୍ଳବ୍ ନୟାଗଡ଼ ଏବଂ ଇନର ହୁଇଲ କ୍ଲବ ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ କ୍ଲବ ପରିସର ରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ଇନର ହୁଇଲ କ୍ଲବର ସଭାପତି ଜ୍ୟୋତ୍ସ୍ନମୟୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ…

ସ୍ମୃତିତୀର୍ଥ ଦ୍ଵାରା ରଂଗ ଫଗୁଣ ଆୟୋଜିତ

ନୟାଗଡ଼,୯/୩: ପବିତ୍ର ହୋଲି ସନ୍ଧ୍ୟାରେ ନୟାଗଡ଼ ସ୍ମୃତିତୀର୍ଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗଳ୍ପ, କବିତା ଏବଂ ସଙ୍ଗୀତର ମିଶ୍ରିତ କାର୍ଯ୍ୟକ୍ରମ ରଂଗ ଫଗୁଣ ନୟାଗଡ଼ ସାଗର ପୁଷ୍କରିଣୀ ତଟଦେଶରେ ଥିବା ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଆଲୋଚକ ଭାବେ…

ଶିକ୍ଷକ ବଳିଦାନ ଦିବସ ପାଳିତ

ନୟାଗଡ଼,୯/୩(ଲକ୍ଷ୍ମୀଧର ସାହୁ): ଶିକ୍ଷକ ମହାସଂଘର ଡ଼ାକରାରେ ଆନ୍ଦୋଳନରେ ଯୋଗଦେବାକୁ ଭୁବନେଶ୍ୱର ଯାଉଥିବା ତତ୍କାଳୀନ ନୟାଗଡ଼ ସବ-ଡିଭିଜନର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଟିକାତାଳ ଠାରେ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ। ଏଥିରେ ନୟାଗଡ଼…

ଦିବାରାତ୍ର ଭଳିବଲ ଟୁର୍ଣ୍ଣାମେଣ୍ଟରେ କେସି କ୍ଲବ ବିଜୟୀ

ନୟାଗଡ଼,୮/୩:ନୟାଗଡ଼ର ସର୍ବ ପୁରାତନ କେ.ସି. କ୍ଲବ ଆନୁକୁଲ୍ୟରେ ଦୁଇ ଦିନିଆ ୭ମ ତମ ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଟୁର୍ଣ୍ଣାମେଣ୍ଟରେ କେ.ସି.କ୍ଲବ ବିଜୟ ଲାଭ କରି ୫ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଛି।ସୁଚନାନୁସାରେ ନୟାଗଡ଼ କେ.ସି.କ୍ଲବ ପରିସରରେ ବିଗତ…

ଶାସକ ଦଳ-ଅଫିସରଙ୍କ ମଧୁଚନ୍ଦିକା: ଦୁର୍ନୀତିଗ୍ରସ୍ତ ଅଫିସର ଓ ଅପରାଧିତତ୍ୱ ସୁରକ୍ଷାରେ ରାଜ୍ୟ ସରକାର -ବିଜେପି

 ରାଜ୍ୟର ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି  ଅପରାଧିକ କାର୍ଯ୍ୟକଳାପ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର  କ୍ରାଇମବ୍ରାଂଚ ହତ୍ୟାର କାରଣ, ଷଡଯନ୍ତ୍ରକାରୀମାନଙ୍କ ଷହଯନ୍ତ୍ର ପ୍ରସଙ୍ଗକୁ…

ପଞ୍ଚମ ଦିନରେ “ଦୋଳ ଉତ୍ସବ”

https://youtu.be/eRy-lUhkm0Q ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଚାଲିଥିବା ଦୋଳତ୍ସବ ପଞ୍ଚମ ଦିନରେ ଅର୍ଥାତ ଦୋଳ ପୂର୍ଣ୍ଣିମା ଦିନ ରାମ…

ମଡେଲ ଡିଗ୍ରୀ କଲେଜର ଦ୍ୱିତୀୟ ବାର୍ଷିକୋତ୍ସଵ

ନୟାଗଡ଼,୮/୩:ମଡେଲ ଡିଗ୍ରୀ କଲେଜ, ନୟାଗଡ଼ରେ ଛାତ୍ର ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ହୋଯାଇଅଛି। ଅଧ୍ୟକ୍ଷ ଡକ୍ଟର ନାରାୟଣ ସୁରଜିତ ବେହେରା ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଡକ୍ଟର ମାନସ ରଞ୍ଜନ ଶତପଥୀ ଛାତ୍ର ସଂସଦ ଉପଦେଷ୍ଟା ଭାବେ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି…

ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ – ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ନୟାଗଡ଼,୬/୪: 'ସେବା' ଅନୁଷ୍ଠାନରେ ନୟାଗଡ ଜିଲ୍ଲା ଅଇନସେବା ପ୍ରାଧିକରଣ ତରଫରୁ -ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି । ବୈକୁଣ୍ଠନାଥ ବେହେରା ସ୍ବାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ତରଫରୁ ପବନ କୁମାର ବେହେରା ବିଷୟ ବସ୍ତୁର ତାତ୍ପର୍ଯ୍ୟ ବାଖ୍ୟା କରିଥିଲେ ।…