Sign in
Sign in
Recover your password.
A password will be e-mailed to you.
କିମ୍ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ
ଭୁବନେଶ୍ୱର, ୯।୩: କିଡନୀ (ବୃକ୍କ) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ। ସାଂପ୍ରତିକି ପରିସ୍ଥିତିରେ ବଢୁଥିବା କିଡ଼ନୀ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ ବିଶ୍ୱବ୍ୟାପୀ…
ବିତିଲା ୨୪ ଘଣ୍ଟା; ଏବେବି ଅଣାୟତ୍ତ ନିଆଁ
https://youtu.be/gRoWo9XnFSw
ପୁରୀ (ଅନିମେଶ ପଟ୍ଟନାୟକ): ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଦୂର୍ଘଟଣାକୁ ୨୪ ଘଣ୍ଟା ବିତିଛି । ହେଲେ ଏଯାବତ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇପାରିନି । ୧୦୦ରୁ ଅଧିକ ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥାଇ ବି ଅପରେସନକୁ ସଫଳ କରିବା…
ଓଡିଶା ଦିବସ ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ୱ
ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
• ଚଳିତ ବର୍ଷ ଉତ୍କଳ ମଣ୍ଡପରେ ହେବରାଜ୍ୟସ୍ତରୀୟ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
• ଜୟଦେବ ଭବନରେ ଓଡିଶାର ବରପୁତ୍ରମାନଙ୍କ ଜୀବନୀ ସଂପର୍କିତ ପ୍ରଦର୍ଶନୀ
ଭୁବନେଶ୍ୱର …
ପଦ୍ମପୁର ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଦମପୁର ବିଧାୟିକା ବର୍ଷା ସିଂ ଯୋଗଦାନ କରି ନିଜର ବକ୍ତବ୍ୟ ସେ କହିଥିଲେ ଆଜି ମହିଳା ମାନେ କେବଳ ରୋଷେଇ କାମ ରେ ସୀମିତ ନ ରହି…
ଟେନସନ ଭିତରେ ଖୁସି ଖବର: ନିଆଁ ଲାଗିଥିବା କୋଠାରୁ ଜୀବିତ ଉଦ୍ଧାର ହେଲା କଇଁଚ
ପୁରୀ(ଅନିମେଶ ପଟ୍ଟନାୟକ): କଥାରେ ଅଛି ରଖେ ହରି ତ ମାରେ କିଏ । ବଡଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଟ୍ରାଜେଡିରୁ ଆସିଛି ଏପରି କିଛି ଘଟଣା । ନିଆଁ ଲାଗିଥିବା କମ୍ପ୍ଲେକ୍ସରୁ ଉଦ୍ଧାର କାର୍ଯ୍ଯ ବେଳେ ଗୋଟେ ଛୋଟ କଇଁଚକୁ ଓଡ୍ରାଫ ଟିମ ଜୀବିତ ଉଦ୍ଧାର କରିଛନ୍ତି । ଯାହା ଏବେ…
ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ: ସୋଆ ଉପସଭାପତି
ଭୁବନେଶ୍ୱର ,୯/ ୦୩ :ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମହିଳା ହେଉଛନ୍ତି ୫୧ ପ୍ରତିଶତ । ତେଣୁ ମହିଳାଙ୍କ ପ୍ରଗତିକୁ…
୬ ଦିନ ଧରି ଚାଲିଥିବା “ଦୋଳ ଉତ୍ସବ” ଉଦଯାପିତ : ମୁଖ୍ୟ ଆକର୍ଷଣ ଥିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ…
https://youtu.be/ZACqMB805r0
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦଯାପିତ। ଉଦଯାପନୀ ସଂଧ୍ୟାର…
“ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ “ଆନ୍ତର୍ଜାତିକ ମହିଳା ଦିବସ”ହୋଲି ଉତ୍ସବ ପାଳନ
https://youtu.be/bKoJZyTSpGg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ. ଟେକ୍. କମ୍ପ୍ୟୁଟର ସେଣ୍ଟର୍ ପରିସରରେ "ପ୍ରଗତି" ମହିଳା ସଙ୍ଗଠନ ଆନୁକୁଲ୍ୟରେ "ଆନ୍ତର୍ଜାତିକ ମହିଳା ଦିବସ"ହୋଲି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ…
ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀଙ୍କ ନୟାଗଡ ଡିଭିଜନ ଗସ୍ତ
ଅଭିଯୋଗ ଶୁଣାଣି କରିବା ସହ ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀମାନେ ଅଧିକ ଲାଭ ଉଠାଇବାକୁ ପରାମର୍ଶ
ଭୁବନେଶ୍ୱର: ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ସୋମବାରନୟାଗଡ ଜିଲ୍ଲାଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ଗସ୍ତ କରି ସେଠାରେପ୍ରଥମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ…
ସଫଳତା ପାଇଲେ ସୋହେଲାର ବିପୁଳ
ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବିଧାୟକ ସୁଶାନ୍ତ ସିଂ
ବରଗଡ :-ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ଆୟୋଜିତ ସହକାରୀ ନିର୍ଦ୍ଦେଶକ (ଆଇନ) ପରୀକ୍ଷାରେ ସଫଳ ଭାବେ କୃତକାର୍ଯ୍ୟ ହେଲେ ସୋହେଲା ରେଙ୍ଗାଲି ଗ୍ରାମର ସ୍ବର୍ଗତ ଶ୍ରୀ ରାଧାଶ୍ୟାମ ବାରିକ ଙ୍କ ନାତି ତଥା ସୋହେଲା ର ବରିଷ୍ଠ ଆଇନଜୀବି ଶ୍ରୀ…